ଏହା ଦୁନିଆରେ ସବୁଠାରୁ ଭୟଙ୍କର ‘ହଁଟେଡ ହାଉସ’, ଏଠାରେ ୧୦ଘଣ୍ଟା ରହି ଗଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା

‘ହଁଟେଡ ହାଉସ’ ବିଷୟରେ ଆପଣ ଶୁଣି ଥିବେ ଏବଂ ବୋଧେ ଦେଖି ବି ଥିବେ, କେତେକ ମଲ୍ ବା ଅଲଗା ଜାଗାରେ ମଧ୍ୟ ଆପଣ ‘ହଁଟେଡ ହାଉସ’ ଦେଖିବାକୁ ପାଇଥିବେ । ଏହି ଘର ଗୁଡିକ ଏପରି ଭାବରେ ଡିଜାଇନ କରା ଯାଇ ଥାଏ ଯାହା ଭିତରେ ଯାଇ ଲୋକ ଡରି ମଜା ନିଅନ୍ତି । ଏହି ପରି ଗୋଟେ ‘ହଁଟେଡ ହାଉସ’ ଟେନିଶି ର ସମରଟାଉନ ରେ ବି ଅଛି, ଯେଉଁଠି ଯଦି ଆପଣ ନ ଡଋ ୧୦ଘଣ୍ଟା ରହି ଗଲେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ଉପହାର ମିଳିବ ।

ଏହି ‘ହଁଟେଡ ହାଉସ’ ନା ମେକ ମି ମେନର ଅଟେ, ଏହି ‘ହଁଟେଡ ହାଉସ’ ମାଲିକ କହିବା ଅନୁଯାଇ ଏହି ଘରେ କେହିବି ବିନା ଡଋ ୧୦ଘଣ୍ଟା ରହିବା ଅସମ୍ଭବ ଅଟେ, କିନ୍ତୁ ଯିଏ ରହି ଗଲା ତାକୁ ୧୪ଲକ୍ଷ ଟଙ୍କା ମିଳିବ ।

ଏହା ପାଇଁ ବ୍ୟତିଙ୍କୁ ଘର ଭିତରେ ଯିବା ଆଗରୁ ୪୦ପେଜ ଏଗ୍ରୀମେଣ୍ଟ ହସ୍ତାକ୍ଷର କରିବାକୁ ପଡି ଥାଏ । ଘର ଭିତରୁକୁ ଯିବା ଲୋକ ବୟସ ୨୧ବର୍ଷରୁ କମ ହେଲେ ପ୍ରବେଶ ନାହିଁ, ଏହା ଛଡା ସେହି ଲୋକକୁ ନିଜ ମେଡିକଲ ପ୍ରମାଣ ପତ୍ର ଜମା କରିବାକୁ ପଡିବ । କୁହାଯାଇଛି ଯେ ‘ହଁଟେଡ ହାଉସ’ ନିର୍ଧାରିତ ଜାଗା ରେ ଯିବା ପାଇଁ ଲୋକଙ୍କୁ ବହୁତ ପ୍ରକାର ମାନସିକ ଓ ଶାରୀରିକ ଅସୁବିଧା ସାମ୍ନା କରିବାକୁ ପଡି ଥାଏ ।

ଏହି ସମୟରେ ଲୋକଙ୍କୁ ରାଗ ମଧ୍ୟ ଲାଗେ କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାକୁ ପଡେ, ଘର ଭିତରେ ଲୋକଙ୍କୁ ଅନ୍ୟ ମେକଲୋକ ଡରାନ୍ତି ଓ ହଟାତ ମେକଅପ ଲୋକଙ୍କୁ ଦେଖି ଲୋକ ଡଋ ଯାନ୍ତି । ମେକାପ ଲୋକ ହଟାତ ଭୁତ ପାରି ସାମନାକୁ ଆସନ୍ତି ଯାହା ଦ୍ଵାରା ଲୋକଙ୍କ ଡରିବା ଥୟ ଥାଏ । ‘ହଁଟେଡ ହାଉସ’ ଭୀତରୁକୁ ଯିବା ଆଗରୁ ଲୋକଙ୍କୁ ସବୁ ପ୍ରକାର କଥା କୁହାଯାଇ ଥାଏ,

ଯାହା ଦ୍ଵାରା ଲୋକଙ୍କ ରାସ୍ତା ସହଜ ହେଇ ଯାଉ ଓ ସେ ଅନ୍ତିମ ରେ ପହଞ୍ଚି ପାରନ୍ତୁ । ଏହି ‘ହଁଟେଡ ହାଉସ’ ମାଲିକ କହିବା ଅନୁଯାଇ ଏବେ ଯାଏଁ କେହି ବି ଏଇ ଘରେ ୧୦ଘଣ୍ଟା ରହି ପାରି ନାହାନ୍ତି, ଏହାର ସବୁଠୁ ବଡ କାରଣ ଘର ଭୀତୁରୁ ଆସୁଥିବା ଭୟଙ୍କର ସୋର ସବ୍ଦ ଏବଂ ବୁଟ ପରି ହଟାତ ସାମନାକୁ ଆସୁଥିବା କଳାକାର  ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *