ଶନିବାର 23 ନଭେମ୍ବର 2019 – ଆଜି ଦୁଇଟି ଶୁଭ ସଂଯୋଗ ମଧ୍ୟରେ ଏହି ୬ଟି ରାଶିଙ୍କୁ ଲାଭ ହେବ

ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଖର୍ଚ୍ଚ ବଢିବାର ଦେଖାଯିବ, ମନ ନଥିଲେ ମଧ୍ୟ ସାମାଜିକ କାର୍ଯ୍ୟ ରେ ଭାଗ ନବାକୁ ପଡି ପାରେ । ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇ ପାରେ, କିଛି ପାରିବାରିକ ଝଗଡା ହୋଇ ପାରେ । ପ୍ରତିଷ୍ଠିତ ଲୋକଙ୍କ ସହ ସମ୍ପର୍କ ବଢି ପାରେ, ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆର୍ଥିକ କାର୍ଯ୍ୟ ରେ ପ୍ରଗତି ହୋଇ ପାରେ ଯୋଗ ହେଉଛି । ସାମାଜିକ କାର୍ଯ୍ୟ ରେ ବାଧା ଆସି ପାରେ, ଏହା ପାଇଁ ଆପଣଙ୍କ ମନ ଚିନ୍ତିତ ରହିବ ।

ବୃଷ ରାଶି :

ଆଜି ଆପଣଙ୍କ ଲାଭ ହିଁ ଲାଭ ହେବ, ହଟାତ ଧନ ବଢିବାର ଦେଖି ଆପଣଙ୍କୁ ଖୁସି ପ୍ରାପ୍ତ ହେବ । ପାରିବାରିକ ଜୀବନ ଚିନ୍ତାପୂର୍ଣ ହୋଇ ପାରେ, କିନ୍ତୁ ଆପଣଙ୍କୁ ସ୍ଥିତି ସାବଧାନ ହୋଇ ସମ୍ଭାଳିବାକୁ ପଡିବ । ଆଜି ଭଳି ଦିନରେ ଆପଣଙ୍କୁ ସୁଖ ଓ ସଫଳତା ପ୍ରାପ୍ତି ହେବ, ପରିବାର ଲୋକଙ୍କ ସହ ବହୁତ ଭଲ ସମୟ ବ୍ୟତୀତ ହେବ ।

ମିଥୁନ ରାଶି :

ଆଜି ଏମିତି କେହି ଦେଖା ହୋଇ ପାରେ ଯାହା ଭାବନା ଆପଣଙ୍କୁ ପ୍ରଭାବିତ କରିବ, ଧାର୍ମିକ କାର୍ଯ୍ୟ କରିବେ ଯାହା ଦ୍ଵାରା ସୁଖ ଓ ମନ ଶାନ୍ତ ହୋଇବ । ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିବେ, ଭାବିଥିବା କାମ ନିଶ୍ଚିନ୍ତ ପୂର୍ଣ ହେବ । ସାଙ୍ଗମାନଙ୍କ ସାହାଯ୍ୟ ପାଇ ପାରିବେ, ପିତାଙ୍କ ମତ ଉପଯୁକ୍ତ ହେବ ଆପଣଙ୍କ ପାଇଁ ଲାଭକାରୀ ଅଟେ ।

କର୍କଟ ରାଶି :

ଆଜି ଯଦି ଦରକାର ନାହିଁ ତେବେ ନିବେଶ କରନ୍ତୁ ନାହିଁ, ସାଙ୍ଗମାନଙ୍କ ସହ ଅଧିକ ଭରୋସା କରନ୍ତୁ ନାହିଁ । ମାଁ ବାପାଙ୍କ ଆଶୀର୍ବାଦରୁ ଆପଣ ସଫଳତାର ନୂଆ ଶିଖରକୁ ପାଇ ପାରିବେ । ଆପଣଙ୍କ ମନ ଚିନ୍ତା ସମାପ୍ତ ହୋଇଯିବ ଓ ଆପଣ ମାନସିକ ରୂପ ରେ ପ୍ରଫୁଲ୍ଲିତ ଅନୁଭବ କରିବେ । କାମ କାର୍ଯ୍ୟ ନିଜ ଇଛା ଅନୁଯାଇ ପୂର୍ଣ କରିବେ, କୌଣସି ପ୍ରକାର ନକାରାତ୍ମକ ଭାବନା ଅସୁବିଧା କରି ପାରେ ।

ସିଂହ ରାଶି :

ପ୍ରେମ ରେ ସଫଳତା ପ୍ରାପ୍ତ ହେବ, ନିଜ ପାର୍ଟନର ସହ ଦୂରତା ଅସୁବିଧା କରି ପାରେ । ସନ୍ତାନ ସୁଖ ଦେଖି ମନ ଖୁସି ରହିବ, ଆର୍ଥିକ କାମରେ ଲାଭ ପ୍ରାପ୍ତ ହେବ । ଧନ ଜଡିତ ସମସ୍ୟା ଦୂର ହେବ, ଚାକିରି କ୍ଷେତ୍ର ରେ କରାଯାଇ ଥିବା ପ୍ରୟାସ ସଫଳ ହେବ ।

କନ୍ୟା ରାଶି :

ଆଜି ଆପଣ ମାଁ ବାପା ଓ କୁଟୁମ୍ବମାନଙ୍କ ଦ୍ଵାରା ଆର୍ଥିକ ସାହାଯ୍ୟ ପାଇବେ । ଛୁଆଙ୍କ ଅତ୍ୟାବଶ୍ୟକ କାମ ପୂର୍ଣ କରିବେ, ଆପଣଙ୍କୁ ଭବିଷ୍ୟତ ପାଇଁ ଟଙ୍କା ଯୋଗେଇବା ଉଚିତ ନଚେତ ବହୁତ ବଡ ଅସୁବିଧା ରେ ପଡି ପାରନ୍ତି । ଛୁଆଙ୍କ ରୋଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ, ଚାକିରିରେ ଉପର ଲୋକଙ୍କ କୃପା ଦ୍ରୁଷ୍ଟି ଦ୍ଵାରା ସମୟ ବଦଳି ପାରେ ।

ତୁଳା ରାଶି :

ଆଜି ପରିବାର ଚିନ୍ତା ରେ ରହିବ, ଆଜି ଆପଣ ଯାହା ଠାରୁ ସାହାଯ୍ୟ ଚାହାଁନ୍ତି ସେ ଆପଣଙ୍କୁ ସାହାଯ୍ୟ କରିବେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ, ନଦୀ ଝରଣା ଭଳି ଜଳ ସ୍ଥାନ ଦୂରେଇକି ରୁହନ୍ତୁ । କୌଣସି ଭଲ ଶିକ୍ଷିତ ଲୋକ ଦ୍ଵାରା ମହତ୍ବପୂର୍ଣ ଚିନ୍ତାଧାରା ପାଇ ପାରନ୍ତି, ତାଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ । ଆପଣଙ୍କ ପ୍ରାୟତଃ କାମ ବିନା କୌଣସି ଅସୁବିଧା ସଫଳ ହୋଇବ, ବିରୋଧୀ ପକ୍ଷ ଦୁର୍ବଳ ରହିବ ।

ବିଛା ରାଶି :

ଆଜି ଆପଣଙ୍କୁ କେହି ଭଡକେଇବା ପାଇଁ ଚେଷ୍ଟା କରି ପାରନ୍ତି ସାବଧାନ ରୁହନ୍ତୁ ଓ କାହା କଥାରେ ଆସି ନିଜସ୍ୱ ହରାନ୍ତୁ ନାହିଁ । କାର୍ଯ୍ୟ ସଫଳତା, ଆର୍ଥିକ ଲାଭ ଏବଂ ଭାଗ୍ୟ ବୃଦ୍ଧି ହେବାର ମଜବୁତ ଯୋଗ ହେଉଅଛି । କାର୍ଯ୍ୟ ପ୍ରତି ଜୋସ ଓ ଉତ୍ସାହ ବଢିବ, ନିଜ ମନ କଥା ଉପରେ ପୂର୍ଣତଃ ବିଶ୍ଵାସ ରଖନ୍ତୁ । କୌଣସି ବଡ ସରପ୍ରାଇଜ ଆଜି ଭଳି ଦିନ ରେ ପାଇବାର ଯୋଗ ଅଛି ।

ଧନୁ ରାଶି :

ଆପଣଙ୍କ ଭାବନା ପରିବର୍ତ୍ତନ ହେବ, ଯାହା ଦ୍ଵାରା ଆପଣଙ୍କୁ ସମ୍ମାନ ଓ ପ୍ରଶଂସା ପ୍ରାପ୍ତ ହେବ । ଆଜି ଆପଣଙ୍କ ପୁରୁଣା ସମ୍ପର୍କୀୟମାନଙ୍କ ସହ ଭେଟ କରିବାର ଅତ୍ୟନ୍ତ ଶୁଭ ସମୟ କରିଛନ୍ତି ଗଣେଶ ମହାପ୍ରଭୁ ସମସ୍ତଙ୍କ ସହ ଦେଖା ସାକ୍ଷାତ ଭଲ ରହିବ । ଆଜିର ଦିନ ବିଦ୍ୟାର୍ଥୀମାନଙ୍କ ପାଇଁ ବି ଅତ୍ୟନ୍ତ ଶୁଭକାରୀ ଅଟେ, କିଛି ଖୁସିଖବର ପାଇବାର ଯୋଗ ଅଛି ।

ମକର ରାଶି :

ଆଜି ଆପଣ କୌଣସି ସାନ୍ତ ସ୍ଥାନରେ ଏକା ବସି ଚିନ୍ତନ କରିବେ, ଆପଣଙ୍କ ପାର୍ଟନର ଅସ୍ଥିର ଅବସ୍ଥା ଆପଣଙ୍କ ରୋମାନ୍ସ କୁ ଖରାପ କରି ପାରେ । ଆଜି ଆପଣ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ ବହୁତ ବଡ ଆର୍ଥିକ ହାନି ହୋଇ ପାରେ ସମ୍ଭାଳିକାରି ନିଷ୍ପତ୍ତି ନିଅନ୍ତୁ ।

କୁମ୍ଭ ରାଶି :

ଆଜି ଦିନ ବ୍ୟସ୍ତ ରହିବେ, କିଛି ବଡ ନିଷ୍ପତ୍ତି କରିବା ଆଗରୁ ଘର ଲୋକଙ୍କ ସହ କଥା ହୁଅନ୍ତୁ । ଆପଣଙ୍କ ଖର୍ଚ ଆପଣଙ୍କ ଆଡୁ ଅଧିକ ହେବ, ବିନା କାରଣ ଖର୍ଚୃ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ । ଧନ ହାନି ସମ୍ଭାବନା ଅଟେ, ଭାବି ଚିନ୍ତି କରି ନିଷ୍ପତ୍ତି ନିଅନ୍ତୁ ସମୁଦିମାନଙ୍କ ଆଡୁ ଖୁସି ଖବର ଆସି ପାରେ ।

ମୀନ ରାଶି :

ଆଜି ଚାକିରି ଓ ବ୍ୟବସାୟ ପାଇଁ ଦିନ ଅତ୍ୟନ୍ତ ଶୁଭକାରୀ ଅଟେ, କାମରେ ବି ଆପଣଙ୍କ ମନ ଲାଗିବ । ଯଦି ଆପଣ କଳାକାର ଅଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ ସଫଳତା ମିଳିବ, ଗୋଟେ ବଡ ସଊଦା ଅନ୍ତିମ ରୂପ ନେଇ ପାରେ, ଆପଣ ଆଜି ନିଜ ଲୋକଙ୍କ ସହ ବୁଲିବା ପାଇଁ ଯାଇ ପାରନ୍ତି । କାହା ସହ ଝଗଡା ଖରାପ ହୋଇ ପାରେ, ଶରୀର ସ୍ଵସ୍ଥ ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *