IAS ଇଣ୍ଟରଭିୟୁରେ ପଚରା ଯାଇଥିବା ପ୍ରଶ୍ନ – ଝିଅ ମାନଙ୍କର ଏମିତି କେଉଁ ଜିନିଷ ଅଛି ଯାହା ସେମାନେ ନିଜେ ବି ଦେଖି ପାରନ୍ତି ନାହିଁ ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ସେଥିପାଇଁ ପ୍ରତେକ ବ୍ୟକ୍ତି ଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ ।

୧- ଏମିତି କଣ ଆସି ଯାହା ଗରିବଙ୍କ ପାଖରେ ରହିଥାଏ କିନ୍ତୁ ଧନୀ ମାନଙ୍କ ପାଖରେ ନ ଥାଏ ?

ଉତ୍ତର- ଦରିଦ୍ରତା

୨- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜେ ଆତ୍ମହତ୍ୟା କରିଥାଏ ?

ଉତ୍ତର- ସୁତୁରମୁର୍ଗ

୩- କେଉଁ ମସିହାରେ ଲୋକେ ସବୁଠାରୁ କମ ଶୋଇଥାନ୍ତି ?

ଉତ୍ତର- ଫେବୃଆରି

୪- କୁକୁର ମୁହଁରେ କେତୋଟି ଦାନ୍ତ ରହିଥାଏ ?

ଉତ୍ତର- ୩୨ଟି

୫- ଦୁନିଆରେ ସବୁଠାରୁ କମ ଜମି କେଉଁ ଦେଶରେ ଅଛି ?

ଉତ୍ତର- ଭ୍ୟାଟିକାନ ସିଟି

୬- ରାଷ୍ଟ୍ରପତି ଭବନ ଉପରୁ କାହିଁକି ଜାହାଜ ଉଡେ ନାହି ?

ଉତ୍ତର- ଭବନର କୌଣସି କ୍ଷତି ନ ହେଉ

୭- କେଉଁ ଜୀବ କେବଳ ଭାରତରେ ଦେଖା ଯାଇଥାଏ ?

ଉତ୍ତର- ଘଡିୟାଲ

୮- ଭାରତର କେଉଁ ରାଜ୍ୟରେ ଅଧିକ ଶିବ ମନ୍ଦିର ରହିଛି ?

ଉତ୍ତର- ବିହାର

୯- କେଉଁ ଦେଶରେ ଗୋଟିଏ ବି କୃଷି ନାହାନ୍ତି କଣ ଆପଣ ଜାଣିଛନ୍ତି ?

ଉତ୍ତର- ବେଟିକନ ସିଟି

୧୦- କେଉଁ ଦେଶରେ ଜେଲରୁ ପଳାୟନ କରିଲେ ଅପରାଧୀ ମାନାଯାଏ ନାହି ?

ଉତ୍ତର- ଜର୍ମାନ

୧୧- କୁକୁର କେଉଁ ରଙ୍ଗ ଦେଖିକି ରାଗିଯାଏ ?

ଉତ୍ତର- କଳା

୧୨- ଭାରତର କେଉଁ ରାଜ୍ୟରେ ଲୋକେ ଅଧିକ ଫିଲ୍ମ ଦେଖିଥାନ୍ତି ?

ଉତ୍ତର- ମହାରାଷ୍ଟ୍ର

୧୩- କେଉଁ ଦେଶକୁ ତମ୍ବାର ଦେଶ କୁହାଯାଏ ?

ଉତ୍ତର- ଜାମ୍ବିୟା

୧୪- ମୟୁରର ଆୟୁଷ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୫

୧୫- ଭାରତରେ ପ୍ରାୟ କେତୋଟି ଟିଭି ଚ୍ଯାନେଲ ରହିଛି ?

ଉତ୍ତର- ୮୯୨ଟି

୧୬- କେଉଁ ଦେଶର ଝିଅ ମାନେ ଅଧିକ ଲାମ୍ବା ହୋଇଥାନ୍ତି ?

ଉତ୍ତର- ନେଦରଲ୍ୟାଣ୍ଡ

୧୭- ଦୁନିଆର କେଉଁ ଦେଶ ପ୍ରଥମ ଗାଡିରେ ନମ୍ବର ପ୍ଳେଟ ଲଗାଇବା କିଏ ଆରମ୍ଭ କରିଥିଲେ ?

ଉତ୍ତର- ଫ୍ରାନ୍ସ

୧୮- କେଉଁ ଦେଶର ମହିଳା ମାନେ ପ୍ରଥମେ ଭୋଟ ଦେବା ଆରମ୍ଭ କରିଥିଲେ ?

ଉତ୍ତର- ନିଯୁଜ୍ଲ୍ୟାଣ୍ଡ

୧୯- ଭାରତରେ ଅଧିକ ଗହମର ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର- ପଞ୍ଜାବ

୨୦- ଭାରତ ଓ ପାକିସ୍ତାନ ଯୁଦ୍ଧ ସମୟରେ ଭାରତର ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର- ଏସ ରାଧାକୃଷ୍ଣ

୨୧- କେଉଁ ଜୀବ ନିଜ ମୁହଁରେ ପାଣି ପିଏ ନାହି ?

ଉତ୍ତର- ମେଢକ

୨୨- ଏମିତି କିଏ ଅଛି ଯାହାକୁ ବୁଡିବା ଦେଖି କେହି ବଞ୍ଚାଇବାକୁ ଯାଏ ନାହି ?

ଉତ୍ତର- ସୂର୍ଯ୍ୟ

୨୩- ତାରା ଉପରେ ଦୌଡୁଥିବା ଏମିତି କିଏ ଅଛି ଯିଏ ଆକାଶରେ ଖେଳିଥାଏ ?

ଉତ୍ତର- ବିଜୁଳି

୨୪- ଝିଅ ମାନଙ୍କର ଏମିତି କେଉଁ ଜିନିଷ ଅଛି ଯାହା ସେମାନେ ନିଜେ ଦେଖି ପାରନ୍ତି ନାହି ?

ଉତ୍ତର- ଆତ୍ମା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *