IAS ଇନ୍ଟରଭିଉ ରେ ଜଣେ ଝିଅକୁ ପଚରାଗଲା ପ୍ରଶ୍ନ, ସେଇଟା କେଉଁ ଜିନିଷ ଯାହାର ନାମ ନେଲେ ସେଇଟା ଭାଙ୍ଗି ଯାଏ ?

ଆମ ଦେଶର ସବୁ ପରୀକ୍ଷା ମଧ୍ୟରୁ IAS କୁ ସବୁଠୁ କଠିନ ମାନା ଯାଇଛି । ଏହାର ଖାସ କାରଣ ଏହି ପାଠରେ ମହାରଥୀ ହେଇକି ଏହାକୁ ହାସିଲ କରିବା । ଯଦି ଆପଣ ଏହାର ଲିଖିତ ପରୀକ୍ଷାରେ ପାସ ହେଇଗଲେ ତେବେ ଲିଖିତ ଠାରୁ କଠିନ ଏହାର ଇଣ୍ଟରଭିୟୁ ଅଟେ ଯେଉଁଠି ଆପଣଙ୍କ ବ୍ରେନର ପରୀକ୍ଷା କରାଯାଇଥାଏ । ଏହି ଇଣ୍ଟରଭିୟୁରେ ଏମିତି ପ୍ରଶ୍ନ ପଚାରାଯାଏ ଯାହାର ଜବାବ ଆପଣଙ୍କୁ ବହୁତ ଜଲଦି ଏବଂ ଠିକ ଦେବାର ଅଛି । IAS ଇଣ୍ଟରଭିଉରେ ପଚରା ଯାଉଥିବା ପ୍ରଶ୍ନ ଏତେ ମଜା ଲାଗିଥାଏ କି ଯାହାର ଉତ୍ତର ଜାଣିବାକୁ ବହୁତ ଇଚ୍ଛା ହୁଏ ଏବଂ ତାହା ଆମର ନଲେଜ ବଢେଇଥାଏ ।

Image courtesy: Google

କିଛି ଆମର ଲଜିକ ତଥା ଭାବିବାର କ୍ଷମତା ବଢେଇ ଦେଇଥାଏ, ଗୋଟେ ପ୍ରଶ୍ନ ଏମିତି ବି ପଚରା ଯାଇଛି କି, ସେଇଟା କେଉଁ ଜିନିଷ ଯାହା ନାମ ନେଲେ ସେଇଟା ଭାଙ୍ଗି ଯାଏ । ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି IASରେ ପଚରା ଯାଇଥିବା ପ୍ରଶ୍ନ ଆଣିବୁ ଯାହା ଆପଣଙ୍କୁ ପସନ୍ଦ ଆସିବ ।

ପ୍ରଶ୍ନ- ଭାରତର ସମ୍ବିଧାନ କେବେ ଲାଗୁ ହେଇଥିଲା?

ଉତ୍ତର- ଭାରତର ସମ୍ବିଧାନ ୨୬ ଜାନୁୟାରୀ ୧୯୫୦ରେ ଲାଗୁ ହେଇଥିଲା ଯାହାକୁ ଆମେ ଗଣତନ୍ତ୍ର ଦିବସ ଭାବେ କହୁ ।

ପ୍ରଶ୍ନ- ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

ଉତ୍ତର- ଅବଦୁଲ ଗଫୁର ଖାନ ବିହାର ରାଜ୍ୟର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀ ।

Image courtesy: Google

ପ୍ରଶ୍ନ- କାହାର ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଦିବସ ଭାବେ ପାଳନ କରାଯାଏ ?

ଉତ୍ତର- ମହାତ୍ମା ଗାନ୍ଧୀଜୀଙ୍କ ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଦିବସ ଭାବେ ପାଳନ କରାଯାଏ ।

ପ୍ରଶ୍ନ- କେଉଁ ମଳଭୂମିକୁ ଏସିଆର ଛାତ କୁହନ୍ତି ?

ଉତ୍ତର- ପାମିର ମଳଭୂମିକୁ ଏସିଆର ଛାତ କୁହନ୍ତି ।

ପ୍ରଶ୍ନ- କେଉଁ ଗୱର୍ନର ଜନରଲ ‘ଇନାମ କମୀଶନ’ ର ସ୍ଥାପନା କରିଥଲେ ?

ଉତ୍ତର- ଲର୍ଡ ଡଲହୌଜୀ ।

ପ୍ରଶ୍ନ- କଣ କରିବେ ଆପଣ ଯଦି କୌଣସି ସକାଳୁ ଉଠି ଦେଖିବେ କି ଆପଣ ପ୍ରେଗେଣ୍ଟ ଅଛନ୍ତି ?

ଉତ୍ତର- ମୁଁ ବହୁତ ଖୁସି ହେବି ଏବଂ ଏହି କଥା ମୁଁ ଖୁସିରେ ମୋ ନିଜ ସ୍ଵାମୀଙ୍କୁ କହିବି ।

ପ୍ରଶ୍ନ- କୌଣସି ବ୍ୟକ୍ତି ୮ ଦିନ ବିନା ସୋଇକି କେମିତି ରହିପାରିବେ ?

Image courtesy: Google

ଉତ୍ତର- ସେହି ବ୍ୟକ୍ତି ରାତିରେ ସୋଇପାରିବେ ।

ପ୍ରଶ୍ନ- ଯଦି ୮ ଜଣ ବ୍ୟକ୍ତି ଗୋଟେ ଦିବାରକୁ ବନେଇବା ପାଇଁ ୧୦ ଘଣ୍ଟା ନିଅନ୍ତି ତେବେ ୪ ଜଣ ବ୍ୟକ୍ତି ସେହି ଦିବାରକୁ ବନେଇବା ପାଇଁ କେତେ ସମୟ ଲାଗିବ ।

ଉତ୍ତର- କୌଣସି ସମୟ ଲାଗିବା ହିଁ ନାହିଁ, କାରଣ ତାହା ଆଗରୁ ବନା ସାରିଥିବ ।

ପ୍ରଶ୍ନ- ଏହା କେଉଁ ଜିନିଷ ଅଟେ ଯାହାର ନାମ ନେଲେ ଏହା ଭାଙ୍ଗି ଯାଏ ?

ଉତ୍ତର- ନୀରବତା (Silence) ହିଁ ଏକ ଏଭଳି ଜିନିଷ ଯାହାର ନାମ ନେଲେ ଏହା ଭାଙ୍ଗି ଯାଏ ।

ପ୍ରଶ୍ନ- ଯଦି ଆପଣଙ୍କ ଗୋଟେ ହାତରେ ୩ଟି ଶେଉ ଓ ୪ ଟି କମଳା ଅଛି ଅନ୍ୟ ହାତରେ ୩ଟି କମଳା ଓ ୪ଟି ଶେଉ ଅଛି ତେବେ ଆପଣ କଣ ନେବାକୁ ଚାହିଁବେ ?

ଉତ୍ତର- ବଡ ହାତ , କାରଣ ମୁଁ ସବୁ ଶେଉ ଓ କମଳା ନେଇପାରିବି । ଆଗକୁ ଏମିତି ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *