ବିଚ ରାସ୍ତାରେ ହାଇଡ୍ରାମା, ଗୋଟେ ବ୍ୟକ୍ତି ପାଇଁ ଦୁଇ ମହିଳା କଣ କରୁଛନ୍ତି ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ । ଏହି ଭିଡିଓ ରେ ଭଉଣୀ ଜଣକ ଚପଲ ରେ ମାରୁଛନ୍ତି ଆଉ ଭାଇ ତାଙ୍କୁ ହାତ ଉଠାଇ ଚଟକଣି ମାରୁଛନ୍ତି । ଅନ୍ୟ ଜଣେ ମହିଳା ଆସି ଭାଇ ଙ୍କୁ ଚପଲ ମାରୁଥିବା ବ୍ୟକ୍ତିଙ୍କୁ ମହିଳା ଙ୍କୁ ଚପଲ ଦେଖାଇ ମାଡ ମାରିବାକୁ ବାହାରି ପଡିଛନ୍ତି । ଅନ୍ୟ ଜଣେ ମହିଳା ଙ୍କର ଏଭଳି ରୂପ ଦେଖି ସାମ୍ବାଦିକ ମାନେ ମଧ୍ୟ ପଛ ଘୁଞ୍ଚା ଦେଲେଣି । ଦୁଇ ମହିଳା ଜଣକ କହୁଛତି ତୁ କିଏ ବେ ତୁ କିଏ ବେ କହି ଝଗଡା କରିବାରେ ଲାଗିଛନ୍ତି ।

ଯେଉଁ ମହିଳା ଚୁଡିଦାର ପିନ୍ଧିଛନ୍ତି ସେ କହୁଛନ୍ତି ମୋ ଶ୍ଵଶୁର କିଏ ଜାଣିଛୁ ? ଅନ୍ୟ ଜଣେ ଶାଢୀ ପିନ୍ଧା ମହିଳା ଜଣକ କହୁଛନ୍ତି ମୁଁ ସୁପ୍ରିମ କୋର୍ଟ ଯିବୀ ଦିଲ୍ଲୀ କୁ । ସୂଚନା ଅନୁଯାୟୀ ଚୁଡିଦାର ପିନ୍ଧିଥିବା ମହିଳା ଜଣକ ମାଡ ଖାଉଥିବା ବ୍ୟକ୍ତିଙ୍କର ପୂର୍ବ ବନ୍ଧୁ ଆଉ ଶାଢୀ ପିନ୍ଧିଥିବା ମହିଳା ଜଣକ ବର୍ତ୍ତମାନର ବନ୍ଧୁ ଅଟନ୍ତି । ଚୁଡିଦାର ପିନ୍ଧିବା ମହିଳା ଜଣକ କହିଛନ୍ତି ବ୍ୟକ୍ତି ଜଣକ ତାଙ୍କୁ ମିଡିଆ ରେ କାମ କରିବାକୁ ଭଉଣୀ ବୋଲି କହି ଆଣିଥିଲେ । ଏହା ପରେ ତାଙ୍କ ସହ ଦୀର୍ଘ ୫ ବର୍ଷ ହେବ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି ବ୍ୟକ୍ତି ମହାଶୟ ଜଣକ ।

ବ୍ୟକ୍ତି ଜଣକ ମହିଳା ଙ୍କୁ ଚାକିରି ଦେବେ କହି ଆଣି ଶାରୀରିକ ସମ୍ପର୍କ ରଖି ଏବେ ତାଙ୍କର ଫୋଟୋ ସବୁ ଭାଇରାଲ କରିଛନ୍ତି । ବ୍ୟକ୍ତି ଜଣକ ନିଜର ପ୍ରତିକ୍ରିୟା ରେ କହିଛନ୍ତି ଏ ସବୁ ଅଭିଯୋଗ ମିଛ ଆଉ ଫୋଟୋ ଯାହା ରହିଛି ସେ ସବୁ ଖୁସି ରେ ମୁଁ ରଖିଛି । ବ୍ୟକ୍ତି କହିଛନ୍ତି ଜଣେ ସ୍ତ୍ରୀ ର ସ୍ଵାମୀ ଥାଇକି ସେ କେମିତି ଛାଡିକି ଆସି ପାରିଲା ଏହା ଅସମ୍ଭବ ଅଟେ ।

ଶାଢୀ ପିନ୍ଧା ମହିଳା ଜଣକ ଏତେ ଜୋର ରେ ଚିଲାଉଛନ୍ତି କି ରାସ୍ତା ମଝି ରେ ହାଇ ଡ୍ରାମା ଆରମ୍ଭ ହୋଇଛି । ଯାହା ପାଇଁ ଶେଷରେ ସାମ୍ବାଦିକ ମାନେ ମଧ୍ୟ ଚିଡି ଯାଇ ତାଙ୍କୁ କହୁଛନ୍ତି ଧୀରେ ପାଟି କରିବାକୁ । ଶାଢୀ ପିନ୍ଧା ମହିଳାଙ୍କର ଅଭିଯୋଗ ରହିଛି ଚୁଡିଦାର ପିନ୍ଧିଥିବା ମହିଳା ଜଣକ କୁଆଡେ ପୁରୁଷ ମାନଙ୍କୁ ବ୍ଳାକମେଲ କରେ । ସାମ୍ବାଦିକ ମାନଙ୍କୁ ଶାଢୀ ପିନ୍ଧା ମହିଳା କହୁଛନ୍ତି ଆପଣ ବର୍ତ୍ତମାନ ମୋ ମୋବାଇଲ ନେଇ ଯାଆନ୍ତୁ । ଶାଢୀ ପିନ୍ଧା ମହିଳା ଯାଇ କହୁଛନ୍ତି ତୋ ଯୋଗ୍ୟତା କେତେ ମୋତେ ସାର୍ଟିଫିକେଟ ଦେଖା ।

ଏହାରି ମଧ୍ୟରେ ଯାହା ପାଇଁ ଝଗଡା ଲାଗିଛି ଆଉ ହାଇ ଡ୍ରାମା ଆରମ୍ଭ ହୋଇଛି ବ୍ୟକ୍ତି ଜଣକ ନିଜ ଗାଡି ଧରି ଫେରାର ହୋଇଛନ୍ତି । କିନ୍ତୁ ଦୁଇ ବନ୍ଧୁ ମହିଳା ଙ୍କ ଭିତରେ କଳହ ବନ୍ଦ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *