ଯଦି ଦେଖାଦିଏ ଏହା ମଧ୍ୟରୁ କୌଣସି ବି ଗୋଟେ ସଂକେତ, ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ହେବାକୁ ଯାଉଛନ୍ତି ପ୍ରସନ୍ନ

ଆମ ହିନ୍ଦୁ ଧର୍ମରେ ଶାସ୍ତ୍ର ମହତ୍ଵ ବହୁତ ଅଟେ ଏବଂ ଆମ ହିନ୍ଦୁ ଧର୍ମରେ ଅନେକ ପ୍ରକାର ଦେବୀ ଦେବତାଙ୍କୁ ମଧ୍ୟ ପୂଜା କରା ଯାଏ, ତେବେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଭାରତୀୟ ଶାସ୍ତ୍ର ଅନୁଯାଇ ଦେବୀ ଲକ୍ଷ୍ମୀଙ୍କୁ ଧନ ଦେବୀ ମାନ୍ୟତା ଅଟେ, ଯଦି ମାତା ଲକ୍ଷ୍ମୀ କାହା ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ତା ଉପରେ ନିଜ କୃପା ଦ୍ରୁଷ୍ଟି ରଖନ୍ତି । ତେବେ ମାତାଙ୍କ କୃପା ଦ୍ଵାରା ମଣିଷ ଜୀବନ ସବୁ ପ୍ରକାର ଆର୍ଥିକ କଷ୍ଟ ଦୂର ହୋଇଥାଏ, ଓ ସେହି ଲୋକର ଘରେ କେବେ ଧନର ଅଭାବ ନଥାଏ । ତେବେ ଏହି କାରଣ ପାଇଁ ମଣିଷ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପ୍ରକାର ପ୍ରଯତ୍ନ କରିଥାନ୍ତି କିନ୍ତୁ ସମସ୍ତେ ସବୁ ଥର ସଫଳ ହୁଅନ୍ତି ନାହିଁ ।

ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ କହିବାକୁ ଯାଉଛୁ ।

# ଆଖୁ :

ସର୍ବ ପ୍ରଥମେ ଆଖୁ ଅଟେ ତେବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ଆଖୁ ରସ ସିଧିବିନାୟକ ଗଣେଶ ଭଗବାନ ଉପରେ ଅର୍ପିତ କଲେ ମାତା ଲକ୍ଷ୍ମୀ ବହୁତ ପ୍ରଶନ ହୁଅନ୍ତି, ଯଦି ସକାଳ ସମୟରେ ଆପଣଙ୍କୁ ଆଖୁ ଦେଖା ଯାଏ ତେବେ ବୁଝି ଯାନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଶନ ଅଛନ୍ତି ଏବଂ ଭବିଷ୍ୟରେ ଆପଣଙ୍କୁ ବହୁତ ବଡ ଧନ ଲାଭ ହବାକୁ ଯାଉଛି ।

# ଶଙ୍ଖ :

ଶଙ୍ଖ ମହତ୍ଵ ହିନ୍ଦୁ ଶାସ୍ତ୍ରରେ ବହୁତ ଅଧିକ ଅଟେ, ଶଙ୍ଖ ପୂଜା କର୍ମ ପାଇଁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ଅଟେ, ଯଦି ସକଳ ସମୟରେ ଆପଣଙ୍କ କାନରେ ଶଙ୍ଖ ଶବ୍ଦ ସୁବିଥାଏ ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ଖୁବ ଶୀଘ୍ର ହବାକୁ ଯାଉଛି । ଏମିତି ସବୁ ସଂକେତ ଆଡେଇ ଦବା କଥା ନୁହ ଏହାକୁ ଧ୍ୟାନ ଦବା ଉଚିତ ଅଟେ ।

# ଝାଡୁ :

ତେବେ ଝାଡୁ ରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ମାନ୍ୟତା ଅଟେ, ଯଦି ସକାଳ ସମୟରେ କେହି ଆପଣଙ୍କୁ ଘରେ ବା ବାହାରେ ଝାଡୁ ଲଗେଇବାର ଦେଖା ଯାନ୍ତି ତେବେ ଏହା ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ, ମାତା ଲକ୍ଷ୍ମୀ ଆପଣଙ୍କ ଘରେ ରହିଲେ ଆପଣଙ୍କୁ କେବେ ଟଙ୍କା ଅଭାବ ହବ ନାହିଁ ।

# ସବୁଜ ଗଛ :

ତେବେ ଏହା ମଧ୍ୟ ମାନ୍ୟତା ଅଛି ଯେ ପୁରା ଗହବା ଗଛ ସୁନ୍ଦର ଗଛ ଦେଖିଲେ ମଧ୍ୟ ଏହା ସଂକେତ ଅଟେ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରିବେ । ପେଚା ଦେଖିଲେ ମଧ୍ୟ ଶୁଭ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ସବୁ କଷ୍ଟ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନଦ ଆସିଥିବ । ପସନ୍ଦ ଆସିଲେ ଗୋଟେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *