ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।
୧- ତିଆରି କରୁଥିବା ବ୍ୟକ୍ତି ବିକ୍ରି କରିଥାଏ କିଣୁଥିବା ବ୍ୟକ୍ତି ବ୍ୟବହାର କରେ ନାହି ବ୍ୟବହାର କରୁଥିବା ବ୍ୟକ୍ତିକୁ ଜଣ ନ ଥାଏ କୁହ ତାହା କଣ ?
ଉତ୍ତର- କଫନ
୨- କେଉଁ ପକ୍ଷୀକୁ ଛୁଇଁ ଦେଲେ ମ-ରି-ଯା-ଏ ?
ଉତ୍ତର- ଟିଟୋନୀ ପକ୍ଷୀ
୩- ଏମିତି କେଉଁ ଜିନିଷ ଅଛି ଯାହାକୁ ଧୋଇ ଦେଲେ ମଇଳା ହୋଇଯାଏ ?
ଉତ୍ତର- ପାଣି
୪- ୧୦ ଟଙ୍କାରେ ଏମିତି କଣ କିଣିଲେ ଘର ଭରି ଯିବ ?
ଉତ୍ତର- ଅଗରବତୀ
୫- ଏମିତି କଣ ଜିନିଷ ଅଛି ଯାହାକୁ ଆମେ ପିନ୍ଧିବା ସହ ଖାଇଥାଉ ?
ଉତ୍ତର- ଲବଙ୍ଗ
୬- ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର କେବେ ହଁ ହୋଇ ପାରିବ ନାହି ?
ଉତ୍ତର- କଣ ଆପଣ ସୋଇଛନ୍ତି
୭- ଇଂରାଜୀର କେଉଁ ଶବ୍ଦ ଅଛି ଯାହା ଭୁଲ ପଢାଯାଏ ?
ଉତ୍ତର- wrong
୮- ମାନବ ଶରୀରରେ କେଉଁ ଅଙ୍ଗରେ ଝାଳ ଆସେ ଅନହି ?
ଉତ୍ତର- ଓଠ
୯- ଏମିତି କଣ ଅଛି ଯାହା ଯବାନକୁ ବୁଢା ଓ ବୁଢାକୁ ଯବାନ କରିଥାଏ ?
ଉତ୍ତର- ବୟସ
୧୦- ଏମିତି କଣ ପ୍ରଶ୍ନ ଅଛି ଯାହାର ଉତ୍ତର ଲଗାତାର ବଦଳିଥାଏ ?
ଉତ୍ତର- ସମୟ
୧୧- ଏମିତି କଣ ଫଳ ଅଛି ଯାହା ମିଠା ହେବା ସତ୍ବେ ବଜାରର ବିକ୍ରି ହୁଏ ନାହି ?
ଉତ୍ତର- ପରିଶ୍ରମର ଫଳ
୧୨- ମୟୁର ଏକ ପକ୍ଷୀ କିନ୍ତୁ ଅଣ୍ଡା ଦିଏ ନାହି ତେବେ ତାର ଛୁଆ କେମିତି ହୋଇଥାଏ ?
ଉତ୍ତର- ମୋରଣୀ ଛୁଆ ଦେଇଥାଏ
୧୩- ମଣିଷର ଶରୀରର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ବଦଳିଥାଏ ?
ଉତ୍ତର- ଆଇବ୍ରୋ
୧୪- ବିଶ୍ଵର କେଉଁ ଷ୍ଟେସନକୁ ଗଲେ ଲୋକଙ୍କୁ ଜୋ-ରି-ମା-ନା ଦେବାକୁ ପଡିଥାଏ ?
ଉତ୍ତର- ମାସ୍କୋ
୧୫- କେଉଁ ଦେଶରେ ଅଧିକ ଦୁ-ର୍ଘ-ଟ-ଣା ଘଟିଥାଏ ?
ଉତ୍ତର- ଭାରତ
୧୬- ପୁରା ବିଶ୍ବରେ ସବୁଠାରୁ ମହଙ୍ଗା ଖେଳ କଣ ?
ଉତ୍ତର- କାର ରେସିଙ୍ଗ
୧୭- ଭାରତର ପ୍ରଥମ ଫିଲ୍ମ ର ନାମ କଣ ?
ଉତ୍ତର- ଆଲାମ ଆରା
୧୮- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ସାପ ମାନଙ୍କ ଠାରୁ ମଶାଚ କରାଯାଏ ?
ଉତ୍ତର- ଇଯିପ୍ଟ
୧୯- କେଉଁ ଦେଶରେ ପକ୍ଷୀ ମାନଙ୍କର ବସାରୁ ସୁପ ପିଆଯାଏ ?
ଉତ୍ତର- ଚୀନ
୨୦ କେଉଁ ଝିଟିପିଟି ଆକାଶରେ ଉଡିଥାଏ ?
ଉତ୍ତର- ଡେରକୋ
୨୧- କେଉଁ ଦେଶ ସବୁଠାରୁ ଗରିବ ଅଟେ ?
ଉତ୍ତର- ଦକ୍ଷିଣ ଆଫ୍ରିକା
୨୨- ପୁଅ କରିଲେ ମାଙ୍କୁ ଖରାପ ଲାଗିଥାଏ ଓ ଜ୍ଵାଇଁ କରିଲେ ତ ବହୁତ ଖରାପ ଲାଗିଥାଏ କୁହ ତାହା କଣ ?
ଉତ୍ତର- ସ୍ତ୍ରୀର ଗୁଲାମି
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।