Interesting Gk Questions – ପୁଅ କରିଲେ ମା’ କୁ ଖରାପ ଲାଗିଥାଏ ଓ ଜ୍ଵାଇଁ କରିଲେ ଭଲ ଲାଗିଥାଏ! କୁହ ତାହା କଣ ?

ଆଜି ଆମେ ଆପଣ ମାନଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ । କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସିଥାଏ ସେହି ସମୟରେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏହି ସବୁ ପ୍ରଶ୍ନ ଉତ୍ତର ନେଇ ଆସିଛୁ । ଯାହାକୁ କୌଣସି ନାଁ କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଉତ୍ତର ଦେଇ ପାରିବେ ।

୧- ତିଆରି କରୁଥିବା ବ୍ୟକ୍ତି ବିକ୍ରି କରିଥାଏ କିଣୁଥିବା ବ୍ୟକ୍ତି ବ୍ୟବହାର କରେ ନାହି ବ୍ୟବହାର କରୁଥିବା ବ୍ୟକ୍ତିକୁ ଜଣ ନ ଥାଏ କୁହ ତାହା କଣ ?

ଉତ୍ତର- କଫନ

୨- କେଉଁ ପକ୍ଷୀକୁ ଛୁଇଁ ଦେଲେ ମ-ରି-ଯା-ଏ ?

ଉତ୍ତର- ଟିଟୋନୀ ପକ୍ଷୀ

୩- ଏମିତି କେଉଁ ଜିନିଷ ଅଛି ଯାହାକୁ ଧୋଇ ଦେଲେ ମଇଳା ହୋଇଯାଏ ?

ଉତ୍ତର- ପାଣି

୪- ୧୦ ଟଙ୍କାରେ ଏମିତି କଣ କିଣିଲେ ଘର ଭରି ଯିବ ?

ଉତ୍ତର- ଅଗରବତୀ

୫- ଏମିତି କଣ ଜିନିଷ ଅଛି ଯାହାକୁ ଆମେ ପିନ୍ଧିବା ସହ ଖାଇଥାଉ ?

ଉତ୍ତର- ଲବଙ୍ଗ

୬- ଏମିତି କେଉଁ ପ୍ରଶ୍ନ ଅଛି ଯାହାର ଉତ୍ତର କେବେ ହଁ ହୋଇ ପାରିବ ନାହି ?

ଉତ୍ତର- କଣ ଆପଣ ସୋଇଛନ୍ତି

୭- ଇଂରାଜୀର କେଉଁ ଶବ୍ଦ ଅଛି ଯାହା ଭୁଲ ପଢାଯାଏ ?

ଉତ୍ତର- wrong

୮- ମାନବ ଶରୀରରେ କେଉଁ ଅଙ୍ଗରେ ଝାଳ ଆସେ ଅନହି ?

ଉତ୍ତର- ଓଠ

୯- ଏମିତି କଣ ଅଛି ଯାହା ଯବାନକୁ ବୁଢା ଓ ବୁଢାକୁ ଯବାନ କରିଥାଏ ?

ଉତ୍ତର- ବୟସ

୧୦- ଏମିତି କଣ ପ୍ରଶ୍ନ ଅଛି ଯାହାର ଉତ୍ତର ଲଗାତାର ବଦଳିଥାଏ ?

ଉତ୍ତର- ସମୟ

୧୧- ଏମିତି କଣ ଫଳ ଅଛି ଯାହା ମିଠା ହେବା ସତ୍ବେ ବଜାରର ବିକ୍ରି ହୁଏ ନାହି ?

ଉତ୍ତର- ପରିଶ୍ରମର ଫଳ

୧୨- ମୟୁର ଏକ ପକ୍ଷୀ କିନ୍ତୁ ଅଣ୍ଡା ଦିଏ ନାହି ତେବେ ତାର ଛୁଆ କେମିତି ହୋଇଥାଏ ?

ଉତ୍ତର- ମୋରଣୀ ଛୁଆ ଦେଇଥାଏ

୧୩- ମଣିଷର ଶରୀରର କେଉଁ ଅଙ୍ଗ ପ୍ରତି ଦୁଇ ମାସରେ ବଦଳିଥାଏ ?

ଉତ୍ତର- ଆଇବ୍ରୋ

୧୪- ବିଶ୍ଵର କେଉଁ ଷ୍ଟେସନକୁ ଗଲେ ଲୋକଙ୍କୁ ଜୋ-ରି-ମା-ନା ଦେବାକୁ ପଡିଥାଏ ?

ଉତ୍ତର- ମାସ୍କୋ

୧୫- କେଉଁ ଦେଶରେ ଅଧିକ ଦୁ-ର୍ଘ-ଟ-ଣା ଘଟିଥାଏ ?

ଉତ୍ତର- ଭାରତ

୧୬- ପୁରା ବିଶ୍ବରେ ସବୁଠାରୁ ମହଙ୍ଗା ଖେଳ କଣ ?

ଉତ୍ତର- କାର ରେସିଙ୍ଗ

୧୭- ଭାରତର ପ୍ରଥମ ଫିଲ୍ମ ର ନାମ କଣ ?

ଉତ୍ତର- ଆଲାମ ଆରା

୧୮- ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ସାପ ମାନଙ୍କ ଠାରୁ ମଶାଚ କରାଯାଏ ?

ଉତ୍ତର- ଇଯିପ୍ଟ

୧୯- କେଉଁ ଦେଶରେ ପକ୍ଷୀ ମାନଙ୍କର ବସାରୁ ସୁପ ପିଆଯାଏ ?

ଉତ୍ତର- ଚୀନ

୨୦ କେଉଁ ଝିଟିପିଟି ଆକାଶରେ ଉଡିଥାଏ ?

ଉତ୍ତର- ଡେରକୋ

୨୧- କେଉଁ ଦେଶ ସବୁଠାରୁ ଗରିବ ଅଟେ ?

ଉତ୍ତର- ଦକ୍ଷିଣ ଆଫ୍ରିକା

୨୨- ପୁଅ କରିଲେ ମାଙ୍କୁ ଖରାପ ଲାଗିଥାଏ ଓ ଜ୍ଵାଇଁ କରିଲେ ତ ବହୁତ ଖରାପ ଲାଗିଥାଏ କୁହ ତାହା କଣ ?

ଉତ୍ତର- ସ୍ତ୍ରୀର ଗୁଲାମି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *