ଘରକୁ ଆଣନ୍ତୁ ଏହି ଜିନିଷ ଛପରଫାଡି ଆସିବ ଘରକୁ ଟଙ୍କା, 100% କାମ ଦେବ… କରିକି ଦେଖନ୍ତୁ- Vastu Tips

ଲୋକ ମାନେ ଘରକୁ ନୂଆ ଜିନିଷ ଆଣିବା ସହ ଭଲ ଭଲ ଖାଇବା ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ମାନେ ଧନ ବୃଦ୍ଧି କରିବା ପାଇଁ ଘରେ ଅନେକ ପ୍ରକାର କାମ କରିଥାନ୍ତି । ଏମିତି କିଛି ଜିନିଷ ଅଛି ଯାହା ଘରକୁ ଆଣିଲେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଉନ୍ନତି କରିବାର ମାର୍ଗ ଖୋଲିଥାଏ । ଆଜି ଆମେ ଆପଣ ମାନଙ୍କୁକେଉଁ ଜିନିଷ ଘରକୁ ଆଣିଲେ ଖୁସିର ଆଗମନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଧାତୁରେ ତିଆରି କଇଁଛ : ୨୦୨୨ ବର୍ଷକୁ ସାନଦାର କରିବା ପାଇଁ ଧାତୁରେ ତିଆରି କଇଁଛ ବା ଘୋଡା ନାଲ ଘରକୁ ଆଣିଲେ ଶୁଭ ଫଳ ମିଳିଥାଏ । ଏହା ଦ୍ଵାରା ଘରେ ଖରାପ ଶକ୍ତିର ବିନାଶ ହୋଇ ସାକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଘରେ ସୁଖ ସମୃଦ୍ଧି ଲାଗି ରହିଥାଏ ।

୨- ଭଗବାନ କୁବେରଙ୍କ ମୂର୍ତ୍ତି : ଭଗବାନ କୁବେର ଦେବତାଙ୍କ ମୃତ୍ତି ଆଣିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କାରଣ ସେ ହେଉଛନ୍ତି ଧନର ଦେବତା । ପ୍ରତି ଦିନ ଘରେ କୁବେର ମହାରାଜାଙ୍କର ମୂର୍ତ୍ତି ଘରେ ପୂଜା କରିଲେ ସୁଖ ଶାନ୍ତି ରହିବା ସହ ଧନର ବୃଦ୍ଧି ହୋଇଥାଏ ।

୩- ଲାଫିଙ୍ଗ ବୁଦ୍ଧ : ୨୦୨୨ ବର୍ଷରେ ଆପଣ ନିଜ ଘରକୁ ଲାଫିଙ୍ଗ ବୁଦ୍ଧ ଆଣିଲେ ଶୁଭ ମାନାଯାଏ । ଏହାକୁ ଆପଣ ଘର ଉତ୍ତର ପୂର୍ବ କୋଣରେ ରଖନ୍ତୁ । ଏହା ଦ୍ଵାରା ଘରର ଉନ୍ନତି ହେବା ସହ ଆପଣ ଜୀବନରେ ସଫଳତାର ସହ ଆଗକୁ ବଢି ପାରିବେ ।

୪- ମା ଲକ୍ଷ୍ମୀଙ୍କ ଚରଣ ଚିହ୍ନ : ମା ଲକ୍ଷ୍ମୀଙ୍କ ଚରଣ ଚିହ୍ନ ଥିବା ଫୋଟୋ ଘରକୁ ଆଣିଲେ ଶୁଭ ଫଳ ମିଳିଥାଏ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ମାନ ସମାନରେ ଉନ୍ନତି ହୋଇଥାଏ ।

୫- ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି : ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଘରକୁ ଭଗବାନ ହନୁମାନଙ୍କ ମୃତ୍ତି ଆଣିବା ଉଚିତ । ଏହା ଦ୍ଵାରା ଆସୁଥିବା ବାଧା ଦୂର ହେବା ସହ ସବୁ ବିପଦରୁ ରକ୍ଷା ମିଳିଥାଏ ।

୬- ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି : ଚାନ୍ଦିର ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି ଆଣିଲେ ଘରେ ଧନ ଜନିତ ସମସ୍ଯା ଦୂର ହୋଇଥାଏ । ଆପଣଙ୍କର ଧନ ବୃଦ୍ଧି ହେବାରେ ଲାଗିବ ।

୭- ମୟୁର ପର : ନୂଆବର୍ଷ ରେ ଘରକୁ ୨ରୁ ୩ଟି ମୟୂର ପର ଆଣି ଭଗବାନ କୃଷ୍ଣଙ୍କ ମୁଣ୍ଡରେ ଲଗାଇଲେ ଘରେ ସବୁ ସମସ୍ଯା ଦୂର ହେବା ସହ ଧନର ବୃଦ୍ଧି ହୋଇଥାଏ ।

୮- ତୁଳସୀ ଗଛ : ନୂଆବର୍ଷରେ ଘରକୁ ତୁଳସୀ ଗଛ ଆଣି ଲଗାଇଲେ ଶୁଭ ଫଳ ମିଳିଥାଏ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *