କେବେ ଚୀନ ସଙ୍ଗେ ଭାରତ LAC କୁ ନେଇ ବିବାଦ ତ କେବେ ପାକିସ୍ତାନ ସହିତ LOC କୁ ନେଇ ବିବାଦ । ଏହି ବିବାଦର ଜଡକୁ ବୁଝିବା ପାଇଁ ବହୁତ ଜରୁରୀ ଅଟେ କି ଆମେ ଦେଶର ସୀମା ବିଷୟରେ ଜାଣିବା ଦରକାର । କଣ ଆପଣ ଜାଣିଛନ୍ତି ଦେଶର ବର୍ଡର ୩ ଭାଗରେ ବିଭକ୍ତ ହୋଇଛି । ଏହି ସୀମାକୁ କେଉଁଠି LOC,ଆଉ କେଉଁଠି LAC ଓ ଅନ୍ତରାଷ୍ଟ୍ରୀୟ ସୀମା କୁହାଯାଉଛି । ଆସନ୍ତୁ ଜାଣିବା ଏହି ୩ଟି ସୀମର ଅନ୍ତର ଓ କଣ ପାଇଁ ପଡୋଶିଦେଶ ସହିତ ଏହାକୁ ନେଇ ସବୁବେଳେ ବିବାଦ ହେଉଛି ।
ଅନ୍ତରାଷ୍ଟ୍ରୀୟ ସୀମା
ଅନ୍ତରାଷ୍ଟ୍ରୀୟ ସୀମା କୌଣସି ଦେଶର ସେହି ବର୍ଡର କୁ କୁହାଯାଏ ଯାହା ସେହି ଅନ୍ୟ ପଡୋଶୀ ଦେଶ ସହ ସ୍ପଷ୍ଟ ଭାବରେ ଅଲଗା ରଖେ । ଇନ୍ଟରନ୍ଯାଶନାଲ ବର୍ଡର,ରେଡକ୍ଲିକ ଲାଇନ ଉପରେ ସ୍ଥିତ ଅଟେ । ଏହାକୁ ଅନ୍ତରାଷ୍ଟ୍ରୀୟ ଏଇଥି ପାଇଁ କୁହାଯାଉଛି କାରଣ ଦୁନିଆର ସବୁଆଡୁ ଏହାକୁ ଶୀକୃତି ମିଳିଥାଏ । ମାନେ ଏହା ଏକ ସ୍ପଷ୍ଟ ବର୍ଡର ଅଟେ,ଯାହାକୁ ନେଇ ପଡୋଶୀ ଦେଶ ସହିତ କିଛି ବିବାଦ ହୁଏନାହିଁ । ଭାରତର ଅନ୍ତରାଷ୍ଟ୍ରୀୟ ସୀମା ଗୁଜୁରାଟର ସମୁଦ୍ରରୁ ଆରମ୍ଭ ହୋଇ ରାଜସ୍ଥାନ,ପଞ୍ଜାବ ଓ ଜାମୁ ପର୍ଯ୍ୟନ୍ତ ଯାଉଛି । ଅନ୍ତରାଷ୍ଟ୍ରୀୟ ସୀମା ଭାରତକୁ ପାକିସ୍ତାନର ଚାରି ପ୍ରାନ୍ତରୁ ଅଲଗା କରୁଛି । ପ୍ରାନ୍ତ ଗୁଡିକ କାଶ୍ମୀର, ୱାଘା, ଓ ଭରତ ଏବଂ ପାକିସ୍ତାନର ପଞ୍ଜାବ କ୍ଷେତ୍ର । ଭରତ ଏବଂ ପାକିସ୍ତାନ ଛଡା ଦେଶର ଅନ୍ତରାଷ୍ଟ୍ରୀୟ ସୀମା ମିଆଁମାର,ବାଙ୍ଗଲାଦେଶ ଓ ଭୁଟାନ ସହିତ ମିଳୁଛି ।
LOC(ନିୟନ୍ତ୍ରଣ ରେଖା)
ନିୟନ୍ତ୍ରଣ ରେଖା ବା ଲାଇନ ଅଫ କଣ୍ଟ୍ରୋଲ,ଦୁଇଦେଶ ଭିତରେ ସୈନ୍ୟ ବୁଝାମଣା ଦ୍ଵାରା ଅଧିକାରିକା ଭାବେ ନିର୍ଧାରିତ ହୋଇଛି ବର୍ଡର । ଅନ୍ତର୍ରାଷ୍ଟ୍ରୀୟ ସମୁଦାୟ ଏହାକୁ ମାଣନ୍ତି ନହିଁ । ଭରତ ଓ ପାକିସ୍ଥାନ ମଧ୍ୟରେ ରହିଥିବା ଜାଗାକୁ ଲାଇନ ଅଫ କଣ୍ଟ୍ରୋଲ କୁହାଯାଉଛି । ବର୍ଷ ୧୯୪୭ ରେ ଭରତ ଓ ପାକିସ୍ଥାନର ଭାଗ ବାଣ୍ଟ ହୋଇଥିଲା, ସେତେବେଳେ ପୁରା କାଶ୍ମୀର ଭାରତର ଭାଗ ଥିଲା । ଲଗାତର ସୀମା ବିବାଦକୁ ଦେଖି ବର୍ଷ ୧୯୪୮ ରେ ଦୁଇଦେଶ ନିଜ ସହମତିରେ ଲାଇନ ଅଫ କଣ୍ଟ୍ରୋଲର ନିର୍ଧାରଣ କରିଥିଲେ । ଏହା ପରେ ବି ପାକିସ୍ଥାନ ତାର ବଦମାସିରୁ ଓହରିଲା ନହିଁ,ଓ ବର୍ଷ ୧୯୭୧ରେ ସେ କାଶ୍ମୀର ବଦ ଭାଗ ଉପରେ ଜବାର ଦାଖଲ କରିଥିଲା, ଯେମିତି ପାକିସ୍ଥାନର କବଜାରେ କାଶ୍ମୀର ଭାବେ ଜଣା ଯାଉଛି । ଏହି ଯୁଧ୍ୟ ପରେ ବର୍ଷ ୧୯୭୨ରେ ଭରତ ପାକିସ୍ଥାନ ଭିତରେ ଶିମଳାର ବୁଝାମଣା ହୋଇଥିଲା । ଯେଉଁଥିରେ ଦୁଇସେନା ନକ୍ସାରେ ଲାଇନ ବନାଇ ଲାଇନ ଅଫ କଣ୍ଟ୍ରୋଲ ନିର୍ଧାରିତ କରିଥିଲେ । କିନ୍ତୁ ଏହା ଅଧିକାରୀକ ସୀମା ନୁହେଁ,LOC ସୈନ୍ୟ ନିୟତ୍ରଣ ବାଲାସେହି ଭାଗ ଅଟେ,ଯାହା ବିବାଦିତ ଭାଗକୁ ଦୂରରେ ରଖିବା ପାଇଁ ନିର୍ଧାରିତ ହୋଇଛି ।
ବାସ୍ତବିକ ନିୟନ୍ତ୍ରଣ ରେଖା (LAC)
ବାସ୍ତବିକ ନିୟନ୍ତ୍ରଣ ରେଖା,ନିୟନ୍ତ୍ରଣ ରେଖା ଠୁ ଅଲଗା ଅଟେ,ଭରତ ଚୀନ ମଧ୍ୟରେ ୪୦୫୭ କିମିର ଲମ୍ବା ବର୍ଡରକୁ ବାସ୍ତବିକ ନିୟନ୍ତ୍ରଣ ରେଖା କୁହାଯାଏ । ଦୁଇଦେଶ ମଧ୍ୟରେ ରହିଥିବା ଏଲଏସି ଭାରତୀୟ ରାଜ୍ୟ ଲଦ୍ଦାଖ,ଜମ୍ମୁ- କାଶ୍ମୀର,ଉତ୍ତରଖଣ୍ଡ,ହିମାଲୟ,ସିକ୍କିମ।ଅରୁଣାଚଳ ପ୍ରଦେଶ ହୋଇ ବାହାରୁଛି । LOCଭଳି ଏହା ବି ଦୁଇଦେଶ ଦ୍ଵାରା ଠିକ କରାଯାଇଥିବା ଗୋଟେ ପ୍ରକାର ଯୁଧ୍ୟ ବିରାମ ରେଖା ଅଟେ । ଦୁଇଙ୍କ ମଧ୍ୟରେ ପାର୍ଥକ୍ୟା ଏଇଆକି ଏଲୋସି ଯେଉଁଠି ମ୍ୟାପରେ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି,ସେଠାରେ ଏଲ ଏ ଶି ର ସ୍ପଷ୍ଟ ନିର୍ଧାରଣ କରାଯାଇନି । ଏହା କାରଣ ଅଟେ କି ୟାକୁ ନେଇ ସବୁବେଳେ ବିବାଦ ଚାଲିଛି । ବର୍ଷ ୧୯୬୨ ଯୁଧ୍ୟପରେ ଚିନର ସେନା ଯେଉଁଠି ଥିଲେ,ତାକୁ ହିଁ ବାସ୍ତବିକ ନିୟନ୍ତ୍ରଣ ରେଖା ମନାଯାଇଥିଲା। ଏହି ଯୁଧ୍ୟରେ ଚୀନ ଭାରତର ଅଧିକାର କ୍ଷେତ୍ର ବାଲା ଅକସାଇ ଚୀନ ଉପରେ କବଜା କରିଥିଲା । ଏହାହିଁ କାରଣ ଅଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏଲ ଏ ସି କୁ ମାନୁ ନହିଁ ।
ସାତିର ଡ୍ରାଗନ ମାନନ୍ତି ନହିଁ ମୌକମୋହନ ଲାଇନ
କାର୍ଗିଲ ବାର ସହିଦ କ୍ୟାପଟେନ ବିଜୟନ୍ତ ଥାପରଙ୍କ ପିତା କାରନାଲ ବିଏମ ଥାପରଙ୍କ ମୁତାବିକ ବ୍ରିଟିଶ ଶାସନ କାଳରେ ଇଂରେଜ ମାନେ ଭରତ ଓ ଚୀନ ମଧ୍ୟରେ ବର୍ଡର ର ନିର୍ଧାରଣ କରିଥିଲା, ଯାହାକୁ ମୌକ ମୋହନ ନାରରେ ଜଣା ଯାଉଛି । ଏହା ସହିତ ଅକସାଇ ଚୀନ ଭାରତର ଭାଗ ଥିଲା । କିନ୍ତୁ ଚାଲବାଜ ଚୀନ ଏବେ ମୌକମୋହନ ଲାଇନକୁ ଅବଏ ମାନୁନି । ୧୯୬୨ ଲଢେଇର ଭାରତର ଜମିକୁ କବଜା କରିଥିଲା । ଏହା ପୂର୍ବରୁ ଗଲବନ ଘାଟି ସମେତ ପାଖାପାଖି ପୁରା ଜାଗା ଭାରତର ଭାଗ ଥିଲା । ଏହି ଗଲବନ ଘାଟିରେ ଚିନ ଏବେ ଦାବି କରୁଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।