ଇଣ୍ଟରନେଟରେ ଭାଇରାଲ ହେଊଥିବା କିଛି କୌତୁକିଆ ଫଟୋ ଯାହାକୁ ଦେଖି ଆପଣ ହସି ହସି ବେଦମ ହେଇଯିବେ

ଆଜିର ଜୀବନ ଶୈଳୀରେ ଇଣ୍ଟରନେଟ ସମସ୍ତଙ୍କ ଜୀବନରେ ଏକ ଅବିଛେଦ୍ୟ ଅଂଶ ହୋଇ ରହି ଯାଇଛି । ଇଣ୍ଟରନେଟ ବୀନା ଗୋଟେ ମୁହୂର୍ତ ବି ଚଳିବା ଆମ ପକ୍ଷରେ କଷ୍ଟସାଧ୍ୟ ହେଇ ପଡୁଛି । ଇଣ୍ଟରନେଟକୁ ଆମେ କିଛି ଉଚିତ ମାର୍ଗରେ ଉପଯୋଗ କରିବା ସହ ଏହାର ଦୁରୂପଯୋଗ ମଧ୍ୟ କରିଥାଉ । ଏହି ଇଣ୍ଟରନେଟ ଆମକୁ ଏକ ଅଜଣା ବନ୍ଧନରେ ବାନ୍ଧି ରଖିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଖାଇବାକୁ ଯାଉଛୁ ଯାହା ଏହି ଇଣ୍ଟରନେଟ ମାଧ୍ୟମରେ ବହୁଳ ମାତ୍ରାରେ ଭାଇରାଲ ହେଇଛି ।

ଆମେ ଆଜି ଆପଣଙ୍କୁ କିଛି କୌତୁକିଆ ଚିତ୍ର ଦେଖାଇବୁ ଯାଉଛୁ ଯାହା ଆପଣ ଦେଖିଲେ ନିଜର ହସକୁ ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ।

ଏବେ ଆପଣ ଏହି ଚିତ୍ରଟିକୁ ଦେଖନ୍ତୁ । ମୋତେ ତ ଲାଗୁଛି ଏହି ବ୍ୟକ୍ତି ଜଣକ ସେଲଫି କିଙ୍ଗ ଅଟନ୍ତି । ଏହି ଚିତ୍ରଟିକୁ ନେଇ ଆପଣଙ୍କ ମତାମତ କଣ? କଣ ଏମାନେ ପରସ୍ପର ପାଇଁ ଉପଯୁକ୍ତ ଜୀବନ ସାଥି ଚୟନ କରିଛନ୍ତି? ମୋର ସମ୍ପୂର୍ଣ ଆଶା ଓ ଭରସା ଅଛି ଯେ ଆପଣ ଏହି ଅନୁଛେଦଟିକୁ ଅନ୍ତିମ ପର୍ଯ୍ୟନ୍ତ ପଢିବାର ମଜା ଉଠାଇ ପାରିବେ ।

ଏବେ ଏହି ଚିତ୍ରଟିକୁ ଦେଖନ୍ତୁ, କଣ ଆପଣ ଚିନ୍ତା କରିପାରୁଛନ୍ତି ଯେ ଏଠି କଣ ଘଟୁଛି? ଏଥିରେ ଏହି ଯୁବକ ଜଣକ ଗୋଟେ କୁକୁରକୁ ବିବାହ କରୁଛନ୍ତି । ଅତି କମରେ ଏହି କୁକୁରଟିକୁ ତ ଛାଡି ଦିଅନ୍ତୁ । ଏହି ଯୁବକକୁ ଗୋଟେ ଯୁବତୀ ସହ ବିବାହ କରିବା ଉଚିତ । ଆପଣ ଏସବୁ ଦେଖି ଆନନ୍ଦ ଉଠାଇବା ସହ ଏହାକୁ ଶେୟାର କରନ୍ତୁ ଏବଂ ଅନ୍ୟ ମାନଙ୍କୁ ଏହି ଅନନ୍ଦ ଉପଭୋଗ କରିବାକୁ ସାହାଜ୍ଯ କରନ୍ତୁ ।

ଏବେ ଏହି ଚିତ୍ରକୁ ଦେଖି ଆପଣ କଣ କହିବେ? ମୁ ଏପରି ଚିନ୍ତାଧାରା ଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରୁଛି । ତାଙ୍କ ପାଇଁ ଏହାଠାରୁ ସୁରକ୍ଷିତ ଲକ ମିଳିବ ନାହିଁ । ଏହି ଚିତ୍ରକୁ ନେଇ ଯଦି ଆପଣଙ୍କର କିଛି ମତାମତ ଅଛି ତେବେ ଆପଣ ଆମକୁ କମେଣ୍ଟ ବାକ୍ସରେ ଜଣାଇ ପାରିବେ ।

ଏବେ ଏହି ସୂଚନା ଫଳକର ଚିତ୍ରକୁ ଦେଖନ୍ତୁ ଯାହା ଏକ ଚିଡିଆଖାନାରେ ଅଛି । ଏହି ଫଳକରେ ଥିବା କୌତୁହଳପୂର୍ଣ ସୂଚନାକୁ ଦେଖିଲେ କେହିବି ନିଜର ହସକୁ ଲୁଚାଇ ପରିବେନି । ଏହି ସୂଚନାକୁ ନେଇ ଆପଣଙ୍କ ମତାମତ ଆମକୁ କମେଣ୍ଟ ବାକ୍ସ ମାଧ୍ୟମରେ ଜଣାଇବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *