IAS ଇନ୍ଟରଭିୟୁ ରେ ପଚରା ଗଲା- “ଝିଅଟିର ସାର୍ଟ ରେ ପକେଟ କଣ ପାଇଁ ନାହିଁ “, ପୁଅଟିର ଉତର ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ

ଏହି କଥା ରେ ଆପଣ ସବୁ ସହମତ ହେବେ କି ଆମ ଦେଶରେ ସବୁଠୁ କଠିଣ ଅଧିକ ପ୍ରଶ୍ନ ୟୁପିଏସସି ପରୀକ୍ଷାରେ ପଚରା ଯାଇଥାଏ । ଆଜି ଆମେ ଆପଣଙ୍କୁ ଆଇଏସ ଇନ୍ଟାରଭିଉ ରେ ପଚରା ଯାଇଥିବା କିଛି ଏମିତି ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ ହୋଇଯିବେ । ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ଦ୍ଵାରା ଆପଣଙ୍କୁ ଆଇ ଏସ ଇନ୍ଟାରଭିଉ ରେ ପଚରା ଯାଇଥିବା କିଛି ପ୍ରଶ୍ନ ଏବଂ ତାହାର ଠିକ ଉତର ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣଙ୍କ ହୋସ ଉଡିଯିବ ।

ପ୍ରଥମ ପ୍ରଶ୍ନ ରୂପେ ଆଇ ଏସ ଇଣ୍ଟରଭିଉ ପାଇଁ ଯୁବକକୁ ପଚରା ଗଲା କି ବ୍ଲେଡ ଭିତରେ ଖାଲି ଜାଗା କଣ ପାଇଁ ଥାଏ ?

ଏବେ ଯୁବକ ଏହାର ଯାହା ଉତର ଦେଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବକ କହିଲା କି ବ୍ଲେଡ ଆମେ ସେଭିଙ୍ଗ ପାଇଁ ବ୍ୟବହାର କରିଥାଉ ,ବ୍ଲେଡ ର ସେଫ ଏପରି ହୋଇଥାଏ କି ସେଭିଙ୍ଗ ଜିଲେଟ ରେ ଠିକ ସେ ଫିଟ ହେଇପାରିବ ସେଥିପାଇଁ ବ୍ଲେଡ ରେ ଖାଲି ଜାଗା ଥାଏ । ଏହା ପରେ ଦିତୀୟ ପ୍ରଶ୍ନ ପଚରା ଗଲା କି ଡିଯେ ର ଫୁଲ ଫର୍ମ କଣ ହୋଇ ପାରିବ । ଇଣ୍ଟରଭିଉ ଦେବାକୁ ଆସିଥିବା ଯୁବକ ଏହାର ସଠିକ ଉତରା ଦେଲା କି ଡିଯେ ର ଫୁଲ ଫର୍ମ ଡିସ୍କ ଜକି ।

ଏଥିରେ ତୃତୀୟ ପ୍ରଶ୍ନ ପଚରା ଗଲା କି ବଡିଗାର୍ଡ ମାନେ କଳା ଚଷମା କାହିଁ ପିନ୍ଧନ୍ତି ? ସେ ଏହି ପ୍ରଶ୍ନର ଉତରା ଦେଲା କି ଜେତାବେଳେ ବାଦିଗାର୍ଡ କାହାର ସୁରକ୍ଷା ପାଇଁ ତା ସହ ଯାଉଥାଏ କି ତା ପାଖରେ ଠିଆ ହୋଇଥାଏ ତାର ନଜର ସମସ୍ତଙ୍କ ଉପରେ ରହିଥାଏ , ଏହି କଥା କୌଣସି ବ୍ୟକ୍ତିକୁ ଜଣା ନ ପଡୁ କି ସେ କାହାକୁ ଓ କୋଠିକି ଦେଖୁଛି ସେଥି ପାଇଁ ସେ କଳା ଚଷମା ପିନ୍ଧିଥାଏ ।

ଏବେ ସବୁଠୁ ବଡ ପ୍ରଶ୍ନ ଯାହାକୁ ଆପଣମାନେ ଅପେକ୍ଷା କରିଛନ୍ତି କି ଝିଅ ମାନଙ୍କ ସାର୍ଟ ରେ ପକେଟ କଣ ପାଇଁ ନ ଥାଏ ? ଏବେ ଏହାର ଉତରା ବି ଶୁଣିନିଅ ଝିଅମାନଙ୍କର ସାର୍ଟ ରେ ପକେଟ ନ ଥିବାର କାରଣ ହେଉଛି ତାର ସୁନ୍ଦରତା । ଯଦି ଝିଅମାନଙ୍କ ସାର୍ଟ ରେ ପକେଟ ରହିବ ତାହେଲେ ସେମାନେ ସେଥିରେ କିଛି ନା କିଛି ରଖିବେ ଯାହା ଦ୍ଵାରା ତାଙ୍କର ସୁନ୍ଦରତା ନଷ୍ଟ ହେଇଯିବ ,ସେଥି ପାଇଁ ଝିଅ ମାନଙ୍କ ସାର୍ଟ ରେ ପକେଟ ନଥାଏ । ତେଣୁ ଆଇ ଏସ ଇନ୍ଟାରଭିଉ ରେ ପଚରା ଯାଇଥିବା ପ୍ରଶ୍ନ କଷ୍ଟ କିନ୍ତୁ ଠିକ ସେ ବୁଝିଲେ ଏହାର ଅର୍ଥ ସହଜ ହୋଇଥାଏ ।

Leave a Reply

Your email address will not be published. Required fields are marked *