କେବଳ ଗୋଟିଏ ମିନିଟ ପର୍ଯନ୍ତ ଜିଭକୁ ତାଲୁରେ ଲଗାନ୍ତୁ ଏବଂ ଦେଖନ୍ତୁ କମାଲ

ଆଜିକାଲି ଦୁନିଆରେ ସମସ୍ତେ କେବଳ ଟଙ୍କା ପଛରେ ଦୌଡୁଛନ୍ତି । କିନ୍ତୁ ସେ କୁହନ୍ତି ସୁସ୍ତ ଜୀବନ ହିଁ ମଣିଷର ବଡ ଧନ । ଏହି କଥାକୁ ଆଖିରେ ରାଖୀ ଆମେ ଆପଣଙ୍କୁ ଏମିତି ଏକ ସାଧାରଣ ଉପାୟ କହିବୁ ,ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହି ଉପାୟ ଅନୁସାରେ ଆପଣଙ୍କୁ ଆପଣଙ୍କ ଜିଭରେ ଆପଣଙ୍କ ତାଳୁକୁ ଛୁଇବେ ଏବଂ ନିଶ୍ଵାସ ନେବେ ।

ଯେଉଁ ଲୋକଙ୍କୁ ରାତିରେ ନିଦ ହୋଇନଥାଏ ,ସେମାନଙ୍କ ପାଇଁ ଏହି ଉପାୟ ବହୁତ ଲାଭକରି ଅଟେ । ଏହି ପ୍ରକାର ନିଶ୍ଵାସ ନେବା ସମୟରେ ଆପଣଙ୍କୁ ଟିକେ ଅବାଗିଆ ଲାଗିବ । କିନ୍ତୁ ଏହା ଠାରୁ ଭଲ ବାୟାମ ଆପଣଙ୍କୁ କୋଉଠୁ ମିଳିବ ନାହିଁ । ଏହାର ପ୍ରଭାବ ସିଧା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଆମେ ଏବେ ଆପଣଙ୍କୁ କହିବୁ ଏହାକୁ କେମିତି କରିବେ । ପ୍ରଥମେ ଆପଣଙ୍କ ଜିଭ ଅଗରେ ଆପଣଙ୍କ ତାଳୁକୁ ଛୁଅନ୍ତୁ ଏବଂ ନିଶ୍ଵାସ ନିଅନ୍ତୁ । ଏହା ପରେ ଭଲଭାବେ ଆପଣଙ୍କ ନିଶ୍ଵାସ ବାହାରକୁ ଛାଡ ।

ପୁଣି ଆପଣଙ୍କ ନାକ ଦ୍ଵାରା ନିଶ୍ଵାସ ନିଅ ଏବଂ ୪ ପର୍ଯନ୍ତ ଗଣ । ଏହାପରେ ଆପଣ ନିଶ୍ଵାସ ବନ୍ଦ କରିଦିଅନ୍ତୁ ଏବଂ ୭ ପର୍ଯନ୍ତ ଗଣ । ତାପରେ ଗୋଟେ ଲାମ୍ବା ନିଶ୍ଵାସ ନିଅ ଏବଂ ଆପଣଙ୍କ ମୁହଁକୁ ନିଶ୍ବାସରେ ଫୁଲାଇ ଦିଅ । ଏହାପରେ ୮ ପର୍ଯନ୍ତ ଗଣିଗଣି ମୁହଁରୁ ସିଟି ଭଳି ଶବ୍ଦ ବାହାର କର । ଏହି ପ୍ରକ୍ରିୟାକୁ ଚାରିଥର କର । ଡକ୍ଟର ଏଡରୀଉ ବେଲ କହିବା କଥା ଯଦି ଏହି ପକ୍ରିୟାକୁ ତିନି ମାସ ପର୍ଯନ୍ତ ଲଗାତାର କରନ୍ତି ତେବେ ଶାରୀରିକ କ୍ରିୟାର ବିଜ୍ଞାନ ସାହାଯ୍ୟରେ ଆପଣଙ୍କୁ ବହୁତ ଅସରଦାର ବଦଳିବା ଦେଖିବାକୁ ମିଳିବ ।

ଏହାଛଡା ଏହି ତରିକା ଆରାମ ଦେବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହି ସହଜ ଉପାୟ ଆପଣଙ୍କ ସ୍ନାୟୁ କୋଷକୁ ପ୍ରକୃତିକ ତାରିକାରେ ଠିକ କରିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *