ଏହି ଝିଅର ମୁଣ୍ଡରେ ପସିଛି ସନୀ ଲେଓନି ହେବାର ନିଶା, କରିଛି ଏମିତି କାମ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ସନୀ ଲିୟୋନିଙ୍କୁ ଆପଣ ସମସ୍ତେ ଜାଣିଥିବେ, ତାଙ୍କର ଲକ୍ଷେ ଫ୍ୟାନ୍ସ ଅଛନ୍ତି । ସନୀ ଲିୟୋନି ବଡ ବଡ ସୁପରଷ୍ଟାରଙ୍କ ସହିତ କାମ କରିସାରିଛନ୍ତି । ସନୀ ସାରୁହଖାନଙ୍କ ଫିଲ୍ମ ‘ରେସ’ରେ ବି ନିଜର ଲେଲା ବାଲି ଅବତାର ରେ ସମସ୍ତଙ୍କୁ ଦର୍ଶନ ଦେଇସାରିଛନ୍ତି । ଏହି ସନୀ ଲିୟୋନିଙ୍କୁ କଥା ଆପଣ ଜାଣିଥିବେ ହେଲେ ଭୋଜପୁରୀ ଫିଲ୍ମର ସନୀ ଲିୟୋନି ଆପଣ ଜାଣିନଥିବେ । ବଲିଉଡରେ ଫିଲ୍ମ କରିବା ପୂର୍ବରୁ ସନୀ ପର୍ନ ଷ୍ଟାର ଥିଲେ, ତାଙ୍କର ଲୁକ ରେ ସମସ୍ତେ ଫିଦା ହୋଇଯାନ୍ତି ।

ଆଜି ଏମିତି ଏକ ହେରୋଇନ ବିଷୟରେ କହିବାକୁ ଯାଉଛୁ ଯିଏ ସନୀ ଉପରେ ଏମିତି ଫିଦା ଯେ ସେ ସନୀ ପରି ହେବା ପାଇଁ ନିଜ ନାମ ବି ବଦଳେଇ ସନୀ ସିଂହ ରଖିଛି ।

ଏବେ ସମସ୍ତେ ତାଙ୍କୁ ସନୀ ଲିୟୋନ ତ ନୁହେଁ କିନ୍ତୁ ସନୀ ସିଂହ କହି ସମସ୍ତେ ଡାକୁଛନ୍ତି । ସନୀ ଭୋଜପୁରୀ ଫିଲ୍ମର ଅଭିନେତ୍ରୀ ଅଟନ୍ତି ତାଙ୍କୁ ଲାଗେ କି ତାଙ୍କ ଚେହେରା ସ ଲିୟୋନଙ୍କ ସହିତ ବହୁତ ମିଶୁଛି । ତାଙ୍କର ପ୍ରକୃତ ନାମ ପଲ୍ଲବୀ ସିଂହ ଅଟେ ,ଏହି ବିଷୟରେ ପଲ୍ଲବୀ କାହିଛନ୍ତି ତାଙ୍କର ସାଙ୍ଗମାନେ ତାଙ୍କୁ କୁହନ୍ତି କି ତୁ ସନୀ ଲିୟୋନ ଭଳି ଦେଖାଯାଉଛୁ ମୁଁ ଧ୍ୟାନ ଦେଲି ଆଉ ଏହା ସତ ବୋଲି ଜାଣିଲି ଏଥିପାଇଁ ମୁ ମୋ ନାମ ବଦଳାଇ ପଲ୍ଲବୀ ରୁ ସନୀ ସିଂହ କରିଦେଲି ।

ଏହା ସହିତ ସେ କହିଛନ୍ତି କି ସେ ୨୦୧୨ ମସିହାରେ ସନୀ ଲିୟୋନଙ୍କୁ ପ୍ରଥମେ ଟିଭିରେ ଦେଖି ସେ ଆଶ୍ଚଜ୍ୟ ହେଇଗଲେ । କାରଣ ସନୀଙ୍କ ଚେହେରା ତାଙ୍କ ସହ ବହୁତ ମିଶିଯାଉଛି । ଏହା ପରେ ସେ ସନୀ ଲିୟୋନଙ୍କ ରୋଲ କୁ ପୁରା କପି କରିବା ପାଇଁ ଚେଷ୍ଟା କଲେ । ସେ ଏହାବି କହିଥିଲେ କି ଯେତବେଳେ ସେ ଫିଲ୍ମ କରିବା ଆରମ୍ଭ କଲେ ତାଙ୍କ ପିତାମାତା କହିଲେ କି ଫିଲ୍ମ ବଦଳରେ ତୁ କିଛି ଚାକିର କର । କିନ୍ତୁ ମୋ ଜିଦ ଆଗରେ ସେମାନେ ହାରିଲେ ଏବଂ କହିଲେ ତୁ କାମ କର ,କିନ୍ତୁ ଟିକେ ସମ୍ଭାଳି ରହୁଥିବୁ ।

ଦେଖାଯାଏକି ଫିଲ୍ମରେ ନାମ କମାଇବା ପାଇଁ ସାରା ଜୀବନ ଲାଗିଯାଇଥାଏ କିନ୍ତୁ ପଲ୍ଲବୀ ବହୁତ କମ ସମୟରେ ଲୋକପ୍ରିୟତା ହାସିଲ କରିନେଲେ । ଫିଲ୍ମ ସହିତ ପଲ୍ଲବୀ ପାଠ ମଧ୍ୟ ପଢୁଛନ୍ତି । ଜଲ୍ଦି ତାଙ୍କର ଫିଲ୍ମ ‘ଚୋର ମଚାଏ ସୋର’ ଆସୁଅଛି । ଏଥିରେ ସେ ଏକ ସମର୍ଥନ ଝିଅର ଅଭିନୟ କରିଛନ୍ତି । ସେ ତାଙ୍କ ଫିଲ୍ମ ‘ଗଦର-୨’ର ଶୁଟିଙ୍ଗ ପୁରା କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *