J ନାମ ଥିବା ଲୋକଙ୍କ ଗୁପ୍ତ ରହସ୍ୟ, ଆପଣଙ୍କ ପାଖରେ ଅଛନ୍ତି କି ‘J’ ନାମର ଲୋକ ତେବେ ନିଶ୍ଚୟ ଦେଖନ୍ତୁ

ନାମର ପ୍ରଥମ ଅକ୍ଷର ଆମକୁ ବହୁତ କିଛି କହି ଥାଏ । ତେବେ ଆମକୁ ଯଦି ଆମ ଜାଣି ପାରିବା କି ଏହା ଆମକୁ ଆମ ଜୀବନର ସତ୍ୟତା ଆମେ ଜାଣି ପାରିବା । ଆଜି ଆମେ କହିବା କି ଆପଣ ଙ୍କ ନାମ ଯଦି “J” ନାମରୁ ଆରମ୍ଭ ହୋଇଛି ତେବେ ଏହା କେଉଁ ଭଳି ସ୍ଵଭାବ କୁ ଦେଖାଇ ଥାଏ । ଏହାଙ୍କ ମୁହଁ ପ୍ରଫୁଲିତ ଦେଖା ଯାଇଥାଏ । ଏମାନେ ସବୁ ବେଳେ ବୁଲିବା ପାଇଁ ବହୁତ ଭଲ ପାଇ ଥାନ୍ତି ମାତ୍ର ଏମାନେ ବଗିଚା ରେ3 ବୁଲିବା ପାଇଁ ବେସୀ ଭଲ ପାଇ ଥାନ୍ତି ।

ଯାଙ୍କୁ ପ୍ରାକୃତିକ ଜାଗା ବହୁତ ଭଲ ଲାଗି ଥାଏ । ଏମାନେ ଯାହାକୁ ଯାହାଭି ଦେଇ ଥାନ୍ତି ତା ଠାରୁ ତାକୁ ଆଣିବା ପାଇଁ ଭଲ ପାଇଁ ଭଲ ପାଇ ନଥାନ୍ତି । ଏମାନେ ସବୁ ବେଳେ ହସ ହସ ରହିବା ଭଲ ପାଇ ଥାନ୍ତି ଏମାନେ ଦେଖିବା ପାଇଁ ଯେତେ ଭଲ ହୋଇ ଥାନ୍ତି ।

ମନରୁ ମଧ୍ୟ ସେତିକି ଭଲ ହୋଇ ଥାନ୍ତି ଏହାଙ୍କ ପାଇ ଅନେକ ଲୋକମାନେ ମନରେ କିଛି ଅନୁଭବ କରି ଥାନ୍ତି । ଏହା ସହ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏମାନେ ମନରୁ ସୁନ୍ଦର ଥାନ୍ତି ମାତ୍ର ଏହାକୁ କାହାକୁ ଦେଖାଇବା ପାଇଁ ଏମାନେ ଚାହିଁ ନଥାନ୍ତି ।

ଏମାନେ ଭଲ ଶରୀର ପାଇ ଥାନ୍ତି । ଏମାନେ ଟିକେ ଜିଦିଆ ହୋଇ ଥାନ୍ତି । ଏମାନେ ଯାହା ପାଇବା ପାଇଁ ଚାହିଁ ଥାନ୍ତି ତାକୁ ନିଜ ବୁଦ୍ଧି ବଳରେ ତାକୁ ପାଇ ଯାଇ ଥାନ୍ତି । ଏମାନେ ସବୁ ବେଳେ ଅନ୍ୟ କଥାକୁ ବୁଝି ଥାନ୍ତି । କିନ୍ତୁ ଏମାନେ ସ୍ଵତନ୍ତ୍ର ଚିନ୍ତା ଧାର ରଖୁଥିବା ହେତୁ କିଛି କ୍କିଛି ସମୟ ଏମାନେ ନିଜ ସହ ବିତାଇ ଥାନ୍ତି ।

ଏମାନେ ନିଜକୁ ଯେଉଁ ଭଳି ଋଅହନ୍ତି ଅନ୍ୟ କୁ ମଧ୍ୟ ସେହି ଭଳି ରହିବା ପାଇଁ କହି ଥାନ୍ତି । ଏମାନେ ନିଜର କାରିୟର ଓ କାମକୁ ନେଇକି ସଚେତନ ରହି ଥାନ୍ତି । ଏମାନେ ବହୁତ ସଫଳ ହୋଇ ଥାନ୍ତି । ଏମାନେ କିଛି ଭି କାମକୁ ଏକ ଚ୍ୟାଲେଞ୍ଜ ଭଳି ନେଇ ଯାଇ ଥାନ୍ତି ।

ଏହା ସହ ଏମାନେ ଯାହାକୁ ଭି ଯେଉଁ କାମ ଦେଇ ଥାନ୍ତି ତା ଠାରୁ ସେହି କାମ ସମୟ ଅନୁସାରେ ଆଣି ଥାନ୍ତି । ଯେଉଁ ମାନେ ଏହାଙ୍କୁ ବୁଝିବା ପାଇଁ ଚେଷ୍ଟା କରି ଥାନ୍ତି ଅଳ୍ପ କିଛି ଜାଣି ପରି ଥାନ୍ତି । କାରଣ ଏମାନେ ସାନ୍ତ ରହୁ ଥିବାରୁ ଓ ସବୁ ଉତ୍ତର ଭାବି ଚିନ୍ତି ଦେଉ ଥିବାରୁ ଏତେ ସହଜରେ ଏହାଙ୍କୁ ଧାରିଆବା ସମ୍ଭବ ହୋଇ ନଥାଏ । ଏମାନେ ପୋଲିସ କିମ୍ବା ଡିଟେକ୍ତିଭ କେଟରରେ ଭଲ କାମ କରୀ ପାରନ୍ତି ।

ଏମାନେ ବହୁତ ଜ୍ଞାନ ଧାରଣ ଅକ୍ରିୟ ଥାନ୍ତି ମାତ୍ର ସବୁ କଥାରେ ଏମାନେ ମୁଣ୍ଡ ଖେଳାଇ ନଥାନ୍ତି । ଏମାନଙ୍କୁ ଯିଏ ଭି ପାଇ ଥାଏ ସେ ଭାଗ୍ଯବାନ ଅଟେ । କାରଣ ସୁନ୍ଦର ସହ ଜୀବନର ପ୍ରତେକ ପରିସ୍ଥିତି ର ସାମନା କରିବା ଭଳି ସାହାଶ ୟାଙ୍କ ପାଖରେ ଥାଏ । ଏମାନେ ଟିକେ ସରଲ ଥିବାରୁ କେହି ଭି ୟାଙ୍କାଉ ନିଜ ପ୍ରେମ ଜାଲରେ ପକାଇବା ସହଜ ହୋଇ ଥାଏ ।

Leave a Reply

Your email address will not be published. Required fields are marked *