Gk Questions- ସ୍ତ୍ରୀ ନିଜ ସ୍ଵାମୀକୁ ନିଜର ସବୁ କିଛି ଦେଇ ଦେଇଥାଏ, କିନ୍ତୁ ଗୋଟେ ଜିନିଷ କେବେ ବି ଦେଇ ନ ଥାଏ! କୁହ କଣ ?

ଆଇଏସ ଇଣ୍ଟରଭିୟୁରେ କେତେ ଥର ଇଣ୍ଟରଭ୍ୟୁଅର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁରେ କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭ୍ଯୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦେବା ପାଇଁ ପ୍ରୟାସ କରନ୍ତୁ ।

୧- ଏମିତି କଣ ଅଛି ଯାହାକୁ କାଟିବା ପରେ ଲୋକେ ଗୀତ ଗାଇଥାନ୍ତି ?

ଉତ୍ତର- ଜନ୍ମଦିନ କେକ

୨- କେଉଁ ଦେଶରେ ଗାଳି କରିଲେ ୫ବର୍ଷ ଦଣ୍ଡ ମିଳିଥାଏ ?

ଉତ୍ତର- କ୍ୟୁବା

୩- ସୁନାର ପାହାଡ କେଉଁ ଦେଶରେ ସ୍ଥିତି ଅଟେ ?

ଉତ୍ତର- କାଙ୍ଗୋ

୪- ସବୁଠାରୁ ଅଧିକ ଦିନ ଯାଏଁ କେଉଁ ଜୀବ ବଞ୍ଚିଥାଏ ?

ଉତ୍ତର- କଇଁଛ

୫- କେଉଁ ଦେଶରେ ଦୁଇଟି ବିବାହ କରିବା ଅନିବାର୍ଯ୍ୟ ଅଟେ ?

ଉତ୍ତର- ଆଇସଲ୍ୟାଣ୍ଡ

୬- ମୃତ୍ୟୁ ପରେ ମଣିଷର ମସ୍ତିସ୍କ କେତେ ସମୟ ଯାଏଁ ଜୀବିତ ରହିଥାଏ ?

ଉତ୍ତର- ୧୦ ମିନିଟ

୭- ଭାରତର ଦିତୀୟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବାରା

୮- ଏମିତି କେଉଁ ପ୍ରାଣୀ ଅଛି ଯାହାର ୩ଟି ହୃଦୟ ଓ ୯ଟି ମୁଣ୍ଡ ଥାଏ ?

ଉତ୍ତର- ଅକ୍ଟୋପସ

୯- ବିଶ୍ବରେ କଳା ହଂସ ଯେଉଁଠାରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୧୦- ଏମିତି କେଉଁ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହି ?

ଉତ୍ତର- ଧୋକା

୧୨- ଗରିବ ମାନଙ୍କର ବାଦାମ କାହାକୁ କୁହାଯାଏ ?

ଉତ୍ତର- ଚିନାବାଦାମ

୧୩- ଭାରତର ସବୁଠାରୁ ଉଚ୍ଚ ଇମାରତ କଣ ?

ଉତ୍ତର- ପ୍ଲେ ରୟାଲ

୧୪- କଳ୍ପନା ଚାବଳ ଅନ୍ତରିକ୍ଷରେ କେତେ ସମୟ ଅତିବାହିତ କରିଥିଲେ ?

ଉତ୍ତର- ୩୧ ଦିନ  ୧୪ ଘଣ୍ଟା ୫୪ ମିନିଟ

୧୫- ଏମିତି କଣ ଯାହା ନିମ ଓ କଲରା ଠାରୁ ଅଧିକ ପିତା ହୋଇଥାଏ ?

ଉତ୍ତର- ସତ କଥା

୧୬- ତାଜମହଲ ତିଆରି କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉତ୍ତର- ୩୨ କୋଟି

୧୭- ଭାରତର ସବୁଠାରୁ ଲମ୍ବା ଟ୍ରେନର ନାମ କଣ ?

ଉତ୍ତର- ସେସନାଗ

୧୮- ବିଶ୍ଵର ସବୁଠାରୁ ଉଚ୍ଚ ଇମାରତ ବୁର୍ଜ ଖାଲିଫାର ଉଚ୍ଚ କେତେ ?

ଉତ୍ତର- ୮୨୮ମିଟର

୧୯- ଭାରତର ଐତିହାସିକ ସ୍ମାରକ ଚାରମିନାର କେଉଁଠାରେ ଅଛି ?

ଉତ୍ତର- ହାଇଦ୍ରାବାଦ

୨୦- ନେପାଳର ସବୁଠାରୁ ଧନୀ ବ୍ୟକ୍ତି କିଏ ?

ଉତ୍ତର- ବିନୋଦ ଚୌଧୁରୀ

୨୦- ଦ ଗ୍ରେଟ ଖଲିଙ୍କ ଅସଲ ନାମ କଣ ?

ଉତ୍ତର- ଦିଲ୍ଲୀପ ସିଂ ରାଣା

୨୧- ଏମିତି କେଉଁ ଜୀବ ଅଛି ଯିଏ ମଣିଷ ପରି କାନ୍ଦିଥାଏ ?

ଉତ୍ତର- ଭାଲୁ

୨୨- ବିଶ୍ଵର ସବୁଠାରୁ ଖତରନାକ ଅସ୍ତ୍ର କଣ ?

ଉତ୍ତର- ପରମାଣୁ ବୋମା

୨୩- ଦୁନିଆର କେଉଁ ଜୀବର ୩ଟି ଆଖି ଅଛି ?

ଉତ୍ତର- ଟିଟୋରା

୨୪- ସ୍ତ୍ରୀ ନିଜ ସ୍ଵାମୀକୁ ନିଜର ସବୁ କିଛି ଦେଇ ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦେଇ ନ ଥାଏ କୁହ କଣ ?

ଉତ୍ତର-  ନିଜର ସର ନେମ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ   ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *