ଜାଣନ୍ତୁ ଭାରତର ୭ ସବୁଠାରୁ ବୁଦ୍ଧିମାନ ବ୍ୟକ୍ତିମାନଙ୍କ ବିଷୟରେ, ପ୍ରଥମ ଜଣଙ୍କୁ ତ ଭାରତର ସାନ୍ କୁହାଯାଏ

ଆଜି ଭାରତୀୟ ଲୋକ ନିଜ ବୁଦ୍ଧିମାନି ଏବଂ ତେଜ ମତିଷ୍କ ପାଇଁ ପୁରା ଦୁନିଆରେ ଜଣା ଯାଉଛନ୍ତି । ଏଠାରେ କ୍ରମିକତା ବର୍ଷରୁ ଚାଲି ଆସୁଛି ଯେତବେଳେ ଭାରତୀୟ ଲୋକମାନେ ନିଜ ବୁଦ୍ଧିମାନି ରେ ପୁରା ଦୁନିଆରେ ଭାରତର ନାମକୁ ଉଜ୍ଵଳ କରିଛନ୍ତି । ଆଜି ଆମେ ଆପଣଙ୍କୁ ଆମର ଏହି ପୋଷ୍ଟରେ ଭାରତର ୭ ଜଣ ସବୁଠାରୁ ବୁଦ୍ଧିମାନ ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଭାରତର ଲୋକମାନଙ୍କ ସହିତ ପୁରା ଦୁନିଆ ଆଜି ବି ମନେ ପକାଉଛନ୍ତି ।

୧ -ଏପିଜେ ଅବ୍ଦୁଲ କାଲାମ

ପୂର୍ବ ରାଷ୍ଟ୍ରପତି ଏବଂ ମିସାଇଲ ମ୍ୟାନ ନାମରେ ଜଣାଯାଉଥିବା ଏପିଜେ ଅବ୍ଦୁଲ କାଲାମ ‘ଇଣ୍ଡିୟନ ସ୍ପେସ ରିସର୍ଚ ଅର୍ଗାନାଇଜେସନ ’ର ଅଡର ଭାରତ ପାଇଁ ବହୁତ ସାନଦାର ମିସାଇଲ ବନାଇଥିଲେ । ଆଜି ବି ଏପିଜେ ଅବ୍ଦୁଲ କାଲାମ ଙ୍କୁ ଭାରତର ଶାନ ବୋଲି ମାନାଯାଉଛି ।

୨ -ଶ୍ରୀନିବାସ ରାମାନୁଜନ

ରାମାନୁଜନ ଙ୍କୁ ତାଙ୍କର ଗାଣିତିକ ଜ୍ଞାନ ପାଇଁ ଜଣା ଯାଇଥାଏ । ଜାଣିବା ପାଇଁ କହୁଛୁ କି ସେ ବହୁତ ମ୍ୟାଥମେଟିସ ଏନାଲିସିସ ,ନମ୍ବର ଥିଓରି ,ଇନଫିନିଟି ସିରିଜ ଏବଂ କଣ୍ଟିନିଉଟି ଫ୍ରାକ୍ସନ ଭଳି ମ୍ୟାଥମେଟିକାଲ ଟର୍ମସ ରେ ବହୁମୂଲ୍ୟ ଯୋଗଦାନ ଦେଇଥିଲେ ।

୩ -ଚାଣକ୍ୟ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କ ସମୟରେ ଚାଣକ୍ୟ ବହୁତ ପପୁଲାର ଥିଲେ । ତାଙ୍କୁ ରାଜନୀତି ଏବଂ ଅର୍ଥନୀତି ର ଜ୍ଞାନୀ ବୋଲି କୁହାଯାଇଥାଏ ।

୪ -ସ୍ଵାମୀ ବିବେକାନନ୍ଦ

ସ୍ଵାମୀ ବିବେକାନନ୍ଦ ଙ୍କୁ ବେଦାନ୍ତ ଏବଂ ଉପନିଷେଧ ଭଳି ଭାରତର ବହୁ ମୂଲ୍ୟ ଜିନିଷକୁ ୱଷ୍ଟର୍ନ ଦେଶକୁ ନେଇଯିବାର ଶ୍ରେୟ ଦିଆଯାଉଛି । ତାଙ୍କୁ ହିନ୍ଦୁ ସ୍କୃପୁରେଶ ,ରିଲିଜନ ଏବଂ ୱେସ୍ଟର୍ନ ଫିଲୋସୋଫି ର ଜ୍ଞାନଦାତା ବୋଲି କୁହାଯାଇଥାଏ ।

୫ -ଆର୍ଯ୍ୟଭଟ

ଆର୍ଯ୍ୟଭଟ ବିଜ୍ଞାନ ଏବଂ ଏଷ୍ଟ୍ରୋନାମୀ ରେ ଯୋଡା ହୋଇଥିବା ବହୁତର ଅନୁସନ୍ଧାନ କରିଥିଲେ ,ଯାହାକୁ କେନ୍ଦ୍ର କରି ଆଜି ବି ନାସା ଭଳି ବଡ ସ୍ପେସ ରିସର୍ଚ ଅନୁଷ୍ଠାନ ନିଜ ସ୍ପେସ ସ୍ୟାଟେଲାଇଟ ତିଆରି କରି ତାକୁ ଅନ୍ତରୀକ୍ଷକୁ ପଠାଉଛି । ଆର୍ଯ୍ୟଭଟ ଶୁନର ଅନୁସନ୍ଧାନ କରିଥିଲେ ,ଯାହାକୁ କେନ୍ଦ୍ର କରି ସବୁ ଗାଣିତିକ ହିସାବ କରାଯାଇଥାଏ ।

୬ -ଭିମ ରାଓ ଆମ୍ବେଦକର

ଭିମ ରାଓ ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନ ଲେଖିଥିବା କୁହାଯାଇଛି । ସେ ନିଜେ ଭାରତୀୟ ସମ୍ବିଧାନର ରଚନା କରିଥିଲେ ,ଯାହା ଦୁନିଆର ସବୁଠାରୁ ବଡ ଲିଖିତ ସମ୍ବିଧାନ ଅଟେ ।

୭ -ସି ବି ରମନ

ସି ବି ରମନ ପ୍ରଥମେ ଭାରତୀୟ ଥିଲେ ,ଯାହାଙ୍କୁ ନୋବେଲ ପୁରସ୍କାର ଦ୍ଵାରା ସଂମ୍ମାନିତ କରାଯାଇଥିଲା । ତାଙ୍କୁ ଏହି ପୁରସ୍କାର ପଦାର୍ଥ ବିଜ୍ଞାନରେ ବିଶେଷ ଯୋଗଦାନ ପାଇଁ ମିଳିଥିଲା ।

Leave a Reply

Your email address will not be published. Required fields are marked *