ସ୍ଵାମୀଙ୍କର ଏହି କଥାକୁ ଶୁଣିବା ପାଇଁ ସ୍ତ୍ରୀ ରହିଥାଏ ବ୍ୟାକୁଳ ,ଗୋଟେ ଥର କହିକି ତ ଦେଖନ୍ତୁ, ପୁଣି ଦେଖନ୍ତୁ କମାଲ

ଆଜିର ଉତ୍ଥାନପତ୍ତନ ଜୀବନରେ ସମୟର ସବୁଠାରୁ ଅଧିକ ଅଭାବ ହୋଇଥାଏ । ସମ୍ପର୍କକୁ ସୁଦୃଢ ବନାଇ ରଖିବା ପାଇଁ ଜରୁରୀ ହୋଇଥାଏ ,ବିବାହର ସମ୍ପର୍କ ଭଲପାଇବା ଏବଂ ଭରସା ଉପରେ ନିର୍ଭର କରିଥାଏ । ଏଥିରେ ଭଲପାଇବା ଏବଂ ସମର୍ପଣ ଆଣିବା ପାଇଁ ଦୁଇଜଣଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ । ଯଦି ଗୋଟିଏ ଛୋଟ କଥା ଦୁଇ ଜଣଙ୍କ ଭିତରେ ଝଗଡା ଏବଂ କଳହ ସୃଷ୍ଟି କରିପାରିଥାଏ ।

ଆଉ କିଛି କଥାକୁ ଶୁଣିବା ପାଇଁ ସ୍ତ୍ରୀମାନେ ଆପଣଙ୍କ ଉପରେ ମୋହିତ ହେଇଯିବେ । ତାହେଲେ ଆଗକୁ ଆପଣଙ୍କ ସ୍ତ୍ରୀକୁ ଥରେ ଏହି କଥା କୁହନ୍ତୁ ,ପୁଣି ଦେଖିବେ କଣ ଜାଦୁ ହେଉଛି ।

ତୁମର ଦିନ କେମିତି କଟିଲା

ସବୁବେଳେ ସ୍ତ୍ରୀମାନେ ନିଜ ସ୍ଵାମୀଙ୍କୁ ତାଙ୍କ ଦିନସାରାର ଖବର ପଚାରିଥାନ୍ତି ଆପଣ ବି କେବେ ଆପଣଙ୍କ ସ୍ତ୍ରୀ କୁ ପଚାରି ପାରିବେ । ଏବଂ ତାଙ୍କ କଥାକୁ ଧ୍ୟାନରେ ଶୁଣିବେ । ମହିଳାମାନଙ୍କୁ ଖୁସି ଲାଗିଥାଏ କି ତାଙ୍କ ସ୍ଵାମୀ ତାଙ୍କର କଥା ଉପରେ ଧ୍ୟାନ ଦେଇଛନ୍ତି । ଏହା ସହିତ କୌଣସି କଳହର ସମାଧାନ କରିଦେଲେ ତାଙ୍କୁ ଖୁସି ବି ମିଳିବ ।

କିଛି କଥା ନାହିଁ ତୁମେ ଚିନ୍ତିତ ହୁଅ ନାହିଁ

ଯଦି ସ୍ତ୍ରୀ ଦ୍ଵାରା କିଛି ଭୁଲ ହୋଇଯାଏ ତାହେଲେ ସ୍ଵାମୀ ମାନେ ସାଙ୍ଗେ ସାଙ୍ଗେ ରାଗି ଯାଇଥାନ୍ତି । କିନ୍ତୁ ଥରେ ଭଲରେ କହିକି ଦେଖନ୍ତୁ କି କିଛି କଥା ନାହିଁ କେବେ କେବେ ଏମିତି ଭୁଲ ହୋଇଯାଇଥାଏ । ତୁମେ ଚିନ୍ତା କର ନହିଁ ମୁଁ ସବୁ ଠିକ କରିଦେବି । ଆପଣଙ୍କର ଏତିକି କଥା ଶୁଣିବା ପରେ ସ୍ତ୍ରୀ ହୃଦୟରେ ଆପଣଙ୍କ ପାଇଁ ଭଲପାଇବା ଏବଂ ଇଜ୍ଜତ ବଢିଯାଇଥାଏ ।

ଫୋନ କରିଦେବେ

ଯେତବେଳେ ବି ଆପଣଙ୍କ ସ୍ତ୍ରୀ ଘରୁ ବାହାରକୁ ଯାଉଛନ୍ତି ତାହେଲେ ଆପଣ ତାଙ୍କୁ ଏହା କହିଦିଅ କି ପହଞ୍ଚିକି ହିଁ ଫୋନ କରିବ ବା ମେସେଜ କରିଦେବ ତାହେଲେ ଆପଣଙ୍କ ସ୍ତ୍ରୀକୁ ଲାଗିବ କି ଆପଣ ତାଙ୍କର କେତେ ଚିନ୍ତା କରୁଛନ୍ତି ,ଏହା କହି ଆପଣ ଆପଣଙ୍କ ସ୍ତ୍ରୀଙ୍କ ନଜରରେ ଆହୁରି ବି ଉପରକୁ ଉଠିଯିବେ । ଏହା କଲେ ତାଙ୍କ ହୃଦୟରେ ଆପଣଙ୍କ ପାଇଁ ଭଲପାଇବା ଆହୁରି ବି ବଢିଯିବ ।

ମୁଁ କରିଦେଉଛି

ଯେତବେଳେ ଆପଣଙ୍କ ସ୍ତ୍ରୀ ବହୁତ ସାରା କାମ କରୁଥିବେ ,ସେତବେଳେ ଯଦି ଆପଣ କାମରେ ତାଙ୍କର ସାହାଯ୍ୟ କରିବା ପାଇଁ କହିବେ ମୁଁ କରିଦେଉଛି ,ଏହା ଶୁଣି ସେ ବହୁତ ଖୁସି ହୋଇଯିବେ ଏହା ଭାବି କି ତୁମେ ତାଙ୍କର କଷ୍ଟକୁ ବୁଝିପାରୁଛ ଏବନହ ତାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛ ।

ତୁମ ସହିତ ସମୟ କାଟିବାକୁ ଭଲ ଲାଗୁଛି

ଯଦି ଆପଣ ସାଙ୍ଗମାନଙ୍କ ସହିତ ନଯାଇ ଆପଣଙ୍କ ସ୍ତ୍ରୀଙ୍କ ସହିତ ରହିବେ ଏବଂ ତାଙ୍କୁ କହିବେ କି ତୁମକୁ ତାଙ୍କ ସହିତ ସମୟ ବିତାଇବା ପାଇଁ ବହୁତ ଭଲ ଲାଗେ ,ଏହା ଶୁଣିବା ପରେ ତାଙ୍କୁ ବହୁତ ସ୍ପେଶାଲ ଫିଲ ହେବ ,କାରଣ ସବୁବେଳେ ଏହି କଥାକୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ । ଆମେ ଏହା ବିଲକୁଲ କହୁନୁ କି ଆପଣ ଆପଣଙ୍କ ସାଙ୍ଗମାନଙ୍କୁ ସମୟ ଦେବେ ନାହିଁ ବୋଲି ।

Leave a Reply

Your email address will not be published. Required fields are marked *