ସ୍ଵାମୀଙ୍କୁ ନିଦରେ ଶୁଆଇ ସ୍ତ୍ରୀ ଘରକୁ ଡାକୁଥିଲା ଯୁବକଙ୍କୁ, ତା ସହିତ ରଖୁଥିଲା ସମ୍ପର୍କ, ଏବଂ ପୁଣି ଗୋଟେ ଦିନ ଖଟ ଉପରେ …

ନିଜର ଖରାପ ଅଭ୍ଯାସ ପାଇଁ ଏକ ଯୁବତୀ ଏମିତି ଖାତରନାକ କଦମ ଉଠାଇଲା ଯାହା ହୃଦୟକୁ ହଲାଇ ଦେଲା ଭଳି ଥିଲା । ଯୁବତୀ ତାଙ୍କ ମହୋଲାର ହିଁ ଯୁବକମାନଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିଲା ଏବଂ ବିବାହ ପରେ ବି ସେ ନିଜର ଅଭ୍ୟାସକୁ ଜାରି ରଖିଲେ । କିଛି ଦିନ ପରେ ଯୁବତୀ ଉପରେ ରାଗି ତାଙ୍କ ସ୍ଵାମୀ ତାଙ୍କୁ ଘରୁ ବାହାର କରିଦେଲେ । କିନ୍ତୁ ବାପଘରେ ପହଞ୍ଚିବା ପରେ ବି ସେ ନିଜର ଖରାପ କାମକୁ ଜାରି ରଖିଲେ । ଯୁବତୀ ନିଜ ବାପଙ୍କ ଖାଇବାରେ ନିସା ମିଶାଇ ତାଙ୍କୁ ବେହୋଶ କରିଦେଉଥିଲା ଏବଂ ପୁଣି ଯୁବକମାନଙ୍କ ସହିତ ଅବ୍ୟେଧ୍ୟ ସମ୍ପର୍କ ରଖୁଥିଲା । ଗୋଟେ ଦିନ ଯୁବତୀ ବାପା ତାକୁ ଯୁବକମାନଙ୍କ ସହିତ ସିଧା ଧରିଲେ ଏବଂ ବହୁତ ବାଡେଇଲେ ବି ।

Image Courtesy: Google

ଯାହାପରେ ଯୁବତୀ ନିଜ ସ୍ଵାମୀଙ୍କୁ କ୍ଷମା ମାଗି ପୁଣି ଶାଶୁ ଘରକୁ ଚାଲିଗଲା । କିନ୍ତୁ ଯେତବେଳେ ତା ସ୍ଵାମୀ ତାକୁ ଆଉଥରେ ଧରିଲା ,ଗୋଟେ ଦିନ ସେ ସ୍ଵାମୀକୁ ନିଶା ପଦାର୍ଥ ଖୁଆଇ ବେହୋଶ କରିଦେଲା ଏବଂ ଖଟ ରେ ବାନ୍ଧି ତାଙ୍କ ହତ୍ୟା କଲା । ଏହି ସଂପୂର୍ଣ୍ଣ ଘଟଣା କୋତବାଲି ମଲ୍ଲାବା ଇଲାକାର ଅଟେ । ଏଠାରେ ରହୁଥିବା ଆଶିକ ହୁସେନଙ୍କ ବିବାହ ୨୦୧୪ ରେ ନୂରୀ ନାମକ ଯୁବତୀ ସହିତ ହୋଇଥିଲା । ବିବାହର କିଛି ଦିନ ପରେ ଆଶିକ ହୁସେନ ସ୍ତ୍ରୀ ନୂରୀ ଙ୍କ ଘରେ ଅଭିଯୋଗ କରି ତାଙ୍କୁ ଘରୁ ବାହାର କରିଦେଲେ । ୧୫ ବର୍ଷ ରହିଲା ପରେ ନୂରୀ ପୁଣି ଠାରେ ଶାଶୁ ଘରକୁ ଫେରି ଆସିଥିଲା ।

Image Courtesy: Google

ହତ୍ୟାକୁ ଦୁର୍ଘଟଣା ରେ ଦେଖାଇବା ପାଇଁ ନୂରୀ ସେହି ଖାଟର ଗୋଡକୁ କାଟି ଲୁଚାଇ ଦେଲା ଏବଂ ଯେଉଁଠି ସ୍ଵାମୀର ରକ୍ତ ପଡିଥିଲା ସେଠାରେ ମାଟିକୁ ଖୋଳି ଦେଲା । କିନ୍ତୁ ଏହି ଘଟଣାର ସାକ୍ଷୀ ନୂରୀର ୧୫ ବର୍ଷର ଝିଅ ସବୁ ଗୁମର ଖୋଲି ଦେଲା । ନୂରୀର ଝିଅ କହିଛି କି ତାର ମାଆ ମହଲର ଯୁବକମାନଙ୍କୁ ଘରକୁ ଡାକି ତାଙ୍କ ସହିତ ଅବ୍ୟେଧ୍ୟ ସମ୍ପର୍କ ରଖୁଥିଲା ।

ଝିଅ ଟି କହିଛି କି ତାର ମାଆ ତା ଅଜାଙ୍କ ଖାଇବାରେ କିଛି ମିଶାଇ ତାଙ୍କୁ ବେହୋସ କରିଦେଉଥିଲା ଏବଂ ତାପରେ ମହଲର ଯୁବକମାନଙ୍କୁ ଘରକୁ ଡାକି ତାଙ୍କ ସହିତ ଖରାପ କାମ କରୁଥିଲା । ଗୋଟେ ଦିନ ଅଜା ତାଙ୍କ ମାଆକୁ ଧରି ପକାଇଲେ ଏବଂ ବହୁତ ମାରିଲେ । ଏହାପରେ ସେ ପୁଣିଥରେ ବାପାଙ୍କ ଘରକୁ ଚାଲିଗଲେ । ଝିଅର ବୟାନ ପରେ ପୋଲିସ ନୂରୀକୁ କଷ୍ଟଡି କୁ ନେଇଗଲା ଏବଂ ସେ ନିଜର ଦୋଷ ବି ମାନିଗଲେ ।

Leave a Reply

Your email address will not be published. Required fields are marked *