ଯଦି ଆପଣ ମଧ୍ୟ ଆପଣଙ୍କ ମିତ୍ରତା କୁ ପ୍ରେମରେ ପରିବର୍ତ୍ତନ କରିବା ପାଇଁ ଚାହନ୍ତି ତେବେ ଏହି ଖବର ନିଶ୍ଚିତ ପଢନ୍ତୁ

ଆପଣମାନେ ସେହି କଥା ଜାଣି ଥିବେ ଯେ ଗୋଟେ ଝିଅ ଓ ପୁଅ କେବେ ସାଙ୍ଗ ହୋଇ ପାରିବେ ନାହିଁ । ଏହି କଥା ର ଅର୍ଥ ରେ ଯେତେବେଳେ ବି ଗୋଟେ ଝି ଓ ପୁଅ ସାଙ୍ଗ ହୁଅନ୍ତି କିଛି ସମୟ ପରେ ଦୁହିଙ୍କ ମଧ୍ୟରୁ କାହାକୁ ଭଲ ପାଇବା ଅନୁଭବ ହୋଇ ଥାଏ । ତେବେ ଏହା ସ୍ଵାଭାବିକ ଅଟେ କିନ୍ତୁ ବହୁତ ଥର ଭଲ ପାଇବା ଜାଗାରେ ମିତ୍ରତା ମଧ୍ୟ ଭାଙ୍ଗି ଯାଇ ଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଦ୍ଵାରା ଆପଣ ନିଜ ମିତ୍ରତା କୁ ମଧ୍ୟ ବଞ୍ଚେଇ ପାରିବେ ଓ ନିଜ ମନ କଥା ଖୋଲିକି କହି ପାରିବେ ।

କୌଣସି ମିତ୍ରତା କୁ ଭଲ ପାଇବା ରେ ପର୍ବର୍ତିତ କରିବା ପାଇଁ ପ୍ରଥମ କଥା ଏହା ଯେ କଣ ସାମ୍ନା ଲୋକ ମଧ୍ୟ ଆପଣଙ୍କୁ ଭଲ ପାଇବା ନଜର ରେ ଦେଖେ ବା ନାହିଁ ? ଯଦି ହଁ ତେବେ ଆପଣଙ୍କୁ ନିଜ ତରଫରୁ ଆଗକୁ ବଢି ଭଲ ପାଇବା କଥା ଆରମ୍ଭ କରିବା ଉଚିତ । କିନ୍ତୁ ଯଦି ଆପଣ ସ୍ପଷ୍ଟ ଭାବରେ ଜାଣିଛନ୍ତି ଯେ ଭଲ ପାଇବା ଗୋଟେ ଆଡୁ ଅଛି ତେବେ ଆପଣଙ୍କୁ ନିଜ ମନ କଥା କହିବାରୁ ବଞ୍ଚିବା ଉଚିତ ଅଟେ କାହିଁକିନା ନିଜ ମନ କଥା କହିଲେ ଆପଣଙ୍କ ମିତ୍ରତା ଆଗ ଭଳି ରହିବନି ।

ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ମନ କଥା ଖୋଲିକି କହିବା ନିଜ ମନ ସାନ୍ତ କରିବା ଉପାୟ ବୁଝନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି । ଏମିତି ଲୋକଙ୍କୁ ଆମେ କେବଳ ଏତିକି କହିବା ପାଇଁ ଚାହୁଁ ଯେ ଆପଣ ନିଜ ମନ କୁ ଭଲ ଓ ଖରାପ ପରିଣାମ ପାଇଁ ରେଡି ରଖନ୍ତୁ । ଯଦି ସାମ୍ନା ଲୋକ ଆପଣଙ୍କ ମନ କଥା ଅନୁଯାଇ କହୁ ନାହିଁ ତେବେ ତା ଉପରେ ରାଗନ୍ତୁ ନାହିଁ ।

ଏହା ସହ ତା ପ୍ରେମ ରେ ଦେବଦାସ ହାବା ଆବଶ୍ୟକ ନୁହ, ଏହି ସବୁ କଥା ଭୁଲି ନୂଆ ଆରମ୍ଭ କରି ପାରନ୍ତି ଏବଂ ସମସ୍ତଙ୍କ ସହ ଖୁସି ରେ ରହି ପାରନ୍ତି । କୌଣସି କଥା ପାଇଁ ହଡ ବଡ ହୁଅନ୍ତୁ ନାହିଁ, ପ୍ରଥମେ ନିଜ ସାଙ୍ଗ ମନ କଥା ଜାଣିବା ପାଇଁ ଓ ତାଙ୍କୁ ଆଉ ଗଭୀରତା ରୁ ଚିହ୍ନିବା ପାଇଁ ତାଙ୍କ ସହ ସମୟ ବ୍ଯତୀତ କରନ୍ତୁ ଏବଂ ପୂର୍ଣ ସ୍ପଷ୍ଟି କରଣ ହେଲା ପରେ ନିଜ ମନ କଥା କୁହନ୍ତୁ ।

Leave a Reply

Your email address will not be published. Required fields are marked *