ଯଦି ଆପଣ ମଧ୍ୟ ନିଜେ ଘରେ ସୋରିଷ ତେଲର ଦୀପ ବ୍ୟବହାର କରନ୍ତି ତେବେ… ସାବଧାନ!

ଆଜି ଆମେ ଆପଣଙ୍କୁ ସୋରିଷ ତେଲ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କିଛି ଆପାନଙ୍କୁ ଜଣା ଥାଇ ପାରେ କିନ୍ତୁ ସବୁ କଥା ଜାଣିନଥିବେ । ପ୍ରାୟତଃ ଲୋକ ପୂଜା ପର୍ବାଣିରେ ସୋରିଷ ତେଲ ବ୍ୟବହାର କରିଥାନ୍ତି, ତେବେ ଆପଣଙ୍କୁ ସୋରିଷ ତେଲ ବ୍ୟବହାର କରିବା ଆଗରୁ ବହୁତ କିଛି ଜାଣିବା ଉଚିତ ନଚେତ ଭଲ ହବା ବଦଳରେ ଖରାପ ମଧ୍ୟ ହୋଇପାରେ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ସୋରିଷ ତେଲ ଉଚିତ ବ୍ୟବହାର ଓ ଏହାର ଲାଭ ହାନି ବିଷୟରେ ଆପଣଙ୍କୁ କିଛି କହିବାକୁ ଯାଉଛୁ ।

Image Courtesy: Google

ଯଦି ଆପଣ ପୂଜାରେ ସବୁ ଦିନ ସୋରିଷ ତେଲ ବ୍ୟବହାର କରୁଛନ୍ତି ତେବେ ଏହା ଜାଣି ରଖନ୍ତୁ ଯେ ସୋମବାର, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଆପାନ ସୋରିଷ ତେଲ ଦୀପ ଭଗବାନ ପାଖରେ ଲଗାନ୍ତୁ ଓ ଅନ୍ୟ ବାରରେ ଆପଣ ଘିଅ ଦୀପ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ । ଘିଅ ହେଉ ବା ସୋରିଷ ତେଲ ଦୀପ ଘରେ ଜାଳିବା ଦ୍ଵାରା ଘର ସାତ୍ଵିକ ଊର୍ଜାରେ ପରି ପୂର୍ଣ ହୋଇଥାଏ କିନ୍ତୁ ଏହି ଊର୍ଜା ଘରେ ୪ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ତା ପରେ ସମାପ୍ତ ହୋଇଥାଏ ସେଥିପାଇଁ ଏହି ସମୟରେ ନିଜ ଭଲ କାର୍ଯ୍ୟ ପୂର୍ଣ କରନ୍ତୁ ।

Image Courtesy: Google

ଯଦି ଆପଣଙ୍କୁ ନିଜ ଶତ୍ରୁ ମାନଙ୍କ ଠାରୁ ବଞ୍ଚିବାର ଅଛି ବା ଶନିଙ୍କ ସାଢେ ସାତି ଆପଣଙ୍କ ଉପରେ ପଡିଛି ତେବେ ଆପଣଙ୍କୁ ଶନିବାର ଦିନ ତିଲ ତେଲ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଜାଳିବା ଉଚିତ ଏହା ଦ୍ଵାରା ଆପଣଙ୍କୁ ଆରାମ ମିଳିଥାଏ ଓ ଆପଣଙ୍କୁ ସୁଖ ଅନୁଭବ ହୋଇଥାଏ । ମଣିଷ ଭିତରେ ୭ତି ଚକ୍ର ହୋଇଥାଏ ଯାହା ମଣିଷ ଶରୀରକୁ ଚଳାଇଥାଏ ତେବେ ଯଦି ଆପଣ ଘିଅ ଦୀପ ଜଳାନ୍ତି ତେବେ ଆପଣଙ୍କ ସାତଟି ଚକ୍ରକୁ ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇଥାଏ ଏହା ଛଡା ଘିଅ ଦୀପ ଲିଭିଲା ପରେ ଯେଉଁ ଧୂଆଁ ବାହାରିଥାଏ ତାହା ଘରକୁ ସୁଧ କରିଥାଏ ।

Image Courtesy: Google

ଘରେ କୌଣସି ପୂଜା କରାଇଲେ ଆପଣଙ୍କୁ ଦୁଇଟି ଦୀପ ପ୍ରଜ୍ଵଳନ କରିବା ଉଚିତ ଆପଣ ଗୋଟେ ଦୀପ ସୋରିଷ ତେଲ ର ଜଳାନ୍ତୁ ଗୋଟେ ଘିଅ ଦୀପ ଜଳାନ୍ତୁ, ତେବେ ଶାସ୍ତ୍ର ଅନୁଯାଇ ବାଁ ହାତରେ ସୋରିଷ ତେଲ ଦୀପ ଓ ଡାହାଣ ହାତରେ ଘିଅ ଦୀପ ପ୍ରଜ୍ଵଳନ କରିବା ଉଚିତ ତେବେ ଏହି ଭଳି ପୂଜା କରିବା ଦ୍ଵାରା ଆପଣଙ୍କ ସୁଖ ସ୍ମୃଧି ସଠିକ ମାତ୍ରାରେ ପ୍ରାପ୍ତ ହୋଇଥାଏ ।

Image Courtesy: Google

ଯେଉଁ ମାନେ ସରସ୍ଵତୀ ମାଙ୍କ ପୂଜା କରନ୍ତି ଯେମିତିକି ବିଦ୍ୟାର୍ଥୀ ମାନେ କାହିଁକିନା ବିଦ୍ୟାର୍ଥୀ ସରସ୍ଵତୀ ମାଙ୍କୁ ପୂଜା କରନ୍ତି ତେବେ ଆପଣ ମାତା ସରସ୍ଵତୀ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଦୁଇ ମୁଖ୍ୟ ଦୀପ ଘିଅ ର ଦୀପ ପ୍ରଜ୍ଵଳିତ କରନ୍ତୁ ଦେଖିବେ ଆପନାଙ୍କୁ ମାତା ସରସବତୀଙ୍କ ଆଶୀର୍ବାଦ ନିଶ୍ଚିନ୍ତ ପ୍ରାପ୍ତ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *