ଯଦି ଆପଣବି ପାର୍ଟନରଙ୍କ ସହିତ କରୁଛନ୍ତି ବେଡ଼ ସେୟାର,ତେବେ ନିଶ୍ଚୟ ରଖନ୍ତୁ ଏହି କଥାର ଧ୍ୟାନ ।

ଭଲପାଇବା, ସ୍ନେହ, ଭରସା ଓ ବିଶ୍ଵାସ ଆଦି ସମ୍ପର୍କର ମାଧ୍ୟମ ଗୋଟେ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ବୈବାହିକ ଜୀବନ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବିବାହ ପରେ ପ୍ରତ୍ୟକ ବ୍ୟକ୍ତି ନିଜ ପାର୍ଟନର ସହ ବେଡ ଶେୟାର କରିଥାନ୍ତି । ଯେବେ ଆପଣ ବେଡ଼ ସେୟାର କରୁଛନ୍ତି ତେବେ ଆପଣଙ୍କ ଅଭ୍ୟାସ ଆପଣଙ୍କ ପାର୍ଟନରଙ୍କୁ ବ୍ୟାପିବାରେ ଲାଗିଥାଏ ବେଡ଼ ସେୟରିଂ କରିବା ଦ୍ୱାରା ନିଜ ପାର୍ଟନରଙ୍କୁ ଯାତନା ଦିଅନ୍ତୁ ନାହିଁ । ଏହି ମଧ୍ୟରେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବା ଦରକାର । ତେବେ ଆସନ୍ତୁ ଯାବିବା ସେହି ସବୁ କଥା କଣ ।

Image Courtesy: Google

ଏହି କଥାର ରଖନ୍ତୁ ଖାସ ଧ୍ୟାନ :

ଆପଣ ଜୋରସେ ଘୁଙ୍ଗୁଡ଼ି ନେଉଛନ୍ତି ଯଦି ତେବେ ପାର୍ଟନରର ନିଦ ଖରାପ ହୋଇପାରେ ।  କେତେଥର ପାର୍ଟନରଙ୍କ କମ୍ବଳ ଟାଣି ଦିଅନ୍ତି । ଥଣ୍ଡା କାରଣରୁ ଆପଣ ଏମିତି କରିଥାନ୍ତି ସତ କିନ୍ତୁ ଏଥିରେ ଆପଣଙ୍କ ପାର୍ଟନରଙ୍କ ନିଦ ଖରାପ ହୋଇ ଯାଇଥାଏ । ସେଥିପାଇଁ ଆପଣ କମ୍ବଳ ଟାଣିବା ପରିବର୍ତ୍ତେ ତାଙ୍କ ପାଖକୁ ଅଧିକ ଲାଗିକି ସୁଅନ୍ତୁ ଦେଖିବେ ଭଲ ନିଦ ହେବା ସହ କୌଣସି ଚିନ୍ତା ମଧ୍ୟ ରହିବନି ।

ବେଡ଼ ସେୟାର କରିବା ସମୟରେ ପରିଷ୍କାର ପ୍ରତି ଯେମିତି ଧ୍ୟାନ ଦେବେ । ବେଡ଼ ସିଟ୍ ପ୍ରତିଦିନ ବଦଳାନ୍ତୁ ,ଦେଖିବେ ଯେମିତି କେଉଁ ପ୍ରକାରର ଅସନା ହୋଇ ନଥିବ ଓ ଧୂଳି ଆସୁନଥିବ । ଯଦି ଶୋଇବା ସମୟରେ ଖସିଯିବାର ଅଭ୍ୟାସ ଅଛି ତେବେ ତାକୁ ଠିକ କରନ୍ତୁ । ଏମିତି ନ ହେଉ କି ଏହି ଅଭ୍ୟାସ ଯୋଗୁ ଆପଣଙ୍କ ପାର୍ଟନର ତଳକୁ ଖସି ପାରନ୍ତି ।

Image Courtesy: Google

ବେଡରୁମରେ ଲ୍ୟାପଟପର ବ୍ୟବହାର କରନ୍ତୁ ନାହିଁ, ଏଥିପାଇଁ ପାର୍ଟନରଙ୍କ ନିଦ ଖରାପ ହିଁ ହବ । ଯଦି ଆପଣ ପାର୍ଟନରଙ୍କୁ କୁଢ଼େଇ ଶୁଅନ୍ତି, ତେବେ ପୁରା ଭାର ତାଙ୍କ ଉପରେ ନଦିଅନ୍ତୁ । ଏହା ଦ୍ଵାରା ସେ ଅଣନିଶ୍ଵାସୀ ହୋଇପାରନ୍ତି । ସେଥିପ୍ରତି ଧ୍ୟାନ ଦେବେ ଏବଂ ଶୋଇବାକୁ ଯିବା ଆଗରୁ ତାଙ୍କ ସହ ଭଲରେ କିଛି କଥା ହୁଅନ୍ତୁ । ତାଙ୍କୁ କୁହନ୍ତୁ ଯେ ଆପଣ ତାଙ୍କୁ ସାରା ଦିନ ଭିତରେ କେତେ ମିସ କରିଛନ୍ତି ।

Image Courtesy: Google

ବେଡକୁ ଯିବା ଆଗରୁ ଦିନ ଭିତରେ ଯଦି କୌଣସି ଝଗଡା ବା ଚିଟା ଆପଣଙ୍କୁ ବ୍ୟସ୍ତ କରୁଛି ସେସବୁକୁ ଖୋଲା ଖୋଲି କଥା ହୋଇ ସମାଧାନ କରନ୍ତୁ । ନଚେତ ଏହାକୁ ମନରେ ରଖି ସୋଇଲେ କେହିବି ଶାନ୍ତି ରେ ସୋଇପାରିବ ନାହିଁ । ସେଥିପାଇଁ ଏହାକୁ ଏକ ଅଭ୍ଯାସ ବନାନ୍ତୁ ଓ ବେଡକୁ ଯିବା ଆଗରୁ ନିଜ ଭିଆତରେ ଥିବା ଝଗଡାକୁ ସାରିକୁ ହିଁ ସୁଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *