ଯଦି ଏହିଦିନ ଚୋରି ହେଇଯାଏ କିଛି ବି ଜିନିଷ ତେବେ ଜାଣିବେ ଖୋଲିବାକୁ ଅଛି ଆପଣଙ୍କ ଭାଗ୍ୟ!

ସାଧାରଣତଃ ଏହା ହୁଏ କି ଯଦି କୌଣସି ବ୍ୟକ୍ତିଙ୍କର କେଉଁ ଜିନିଷ ଚୋରି ହେଇଯାଏ ତ ସିଏ ବ୍ୟକ୍ତି ଚିନ୍ତିତ ହୋଇଯାଏ । ପ୍ରାୟ ଲୋକେ ଜିନିଷର ଚୋରି ହବା ଆପଣ ଭାଗ୍ୟ ଖରାପ୍ ଭାବିଥାନ୍ତି ଆଉ ନିଜ ଉପରେ ହି ବିରକ୍ତ ହୁଅନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଗୋଟେ ଏମିତି କଥା କହିବାକୁ ଯାଉଛୁ ଏହାପରେ ଯଦି ଆପଣଙ୍କ କିଛି ଜିନିଷ ଚୋରିବି ହୋଇଯାଏ ତାହେଲେ ଆପଣକୁ କିଛି ବି ଦୁଃଖ ହବନି ।

ଆଜ୍ଞା ହଁ ବିଲକୁଲ୍ ଠିକ୍ ଶୁଣିଛନ୍ତି ଆପଣ ସାତ ଦିନ ରେ ଗୋଟେ ଦିନ ଏମିତିବି ଆସିଥାଏ ।

ଯେଉଁ ଦିନ ଯଦି ଆପଣଙ୍କ କିଛି ଗୋଟେ ଜିନିଷ ଚୋରି ହୋଇଯାଏ ତ ସିଏ ଆପଣଙ୍କ ପାଇଁ ଶୁଭ ସଂକେତ ଆଣିକି ଆସିଥାଏ । ଆସନ୍ତୁ ଆପଣଙ୍କୁ କହୁଛୁ କି କେବେ ସେ ଦିନ ଆଉ କଣ ସେହି ଜିନିଷ ଯାହାଦ୍ଵାରା ଚୋରି ହେବାରୁ ଖୋଲିଯିବ ବନ୍ଦ୍ ଥିବା ଭାଗ୍ୟ ।

ଶନିବାର ର ଦିନ ଯଦି ଚୋରି ହୋଇଯାଏ ଜିନିଷ ତାହେଲେ ମିଳିଥାଏ ଶୁଭ ଫଳ ।

ଜ୍ୟୋତିଷ ଶାସ୍ତ୍ର ମତରେ ଯଦି ଶନିବାର ର ଦିନ କୌଣସି ବ୍ୟକ୍ତିଙ୍କର ଜୋତା ବା ଚପଳ ଚୋରି ହୋଇଯାଏ ତ ତାକୁ ବହୁତ ଶୁଭ ବୋଲି କୁହାଯାଏ । ଏହା ପଛରେ କାରଣ ଏହାକି ଶନିବାର ର ଦିନ ଯଦି କାହାର ବି ଜୋତା ବା ଚପଲ ଚୋରୀ ହୁଏ ତ ଏହା ମାନେ ଚୋରେଇ ଥିବା ବ୍ୟକ୍ତି ଜଣକ ଆପଣଙ୍କ ସବୁ ଶନି ଦୋଷ ନେଇଯାଏ ଆଉ ବଦଳରେ ଆପଣଙ୍କ ପାଇଁ ଆସୁଥିବା ଗୋଟେ ଭଲ ସମୟ ଛାଡ଼ି ଯାଏ ।

ଯଦି ଆପଣ ଶନିବାର ର ଦିନ ଶନି ମନ୍ଦିର ଯାଆନ୍ତି ଆପଣ ଦେଖିବାକୁ ପାଇବେ କି ବହୁତ୍ ସାରା ଲୋକେ ଶନିବାର ର ଦିନ ଜୋତା ଚପଳ ଶନି ମନ୍ଦିର ରେ ଛାଡ଼ି ଯାଆନ୍ତି । ଶନିବାର ର ଦିନ ଶନିଦେବଙ୍କୁ  ଖୁସି କରିବାର ମାନେ ଏହା କି ଆପଣଙ୍କ ଜୀବନରେ ସବୁ କଷ୍ଟ ଜଲ୍ଦି ହିଁ ଶେଷ ହୋଇଯାଏ । ଆଉ ଆପଣଙ୍କ ଜୀବନରେ ଲାଭ ହିଁ ଲାଭ ହେବାକୁ ଲାଗିବ, ତେବେ ସାଙ୍ଗ ଯଦି ଶନିବାର ର ଦିନ ଆଗକୁ ଆପଣଙ୍କର କିଛିବି  ଜୋତା କିମ୍ବା ଚପଳ ଚୋରି ହୁଏ ତ ଆପଣ ମନ ଦୁଃଖ କରିବେନି କାହିଁକି ନା ଏହା ଆପଣଙ୍କ ଜୀବନରେ ଆସିବାକୁ ଥିବା ଶୁଭ ସଂକେତ ର ପ୍ରମାଣ ଅଟେ ।

Leave a Reply

Your email address will not be published. Required fields are marked *