ନିଶ୍ଚୟ ଆପଣ ଦେଖି ଥିବେ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଆର୍ଥିକ ପରିସ୍ଥିତି ମଣିଷର ପିଛା ଛାଡେନି, ଯାହା ଦ୍ଵାରା ବ୍ୟକ୍ତି ହତାସ ହୋଇପଡେ ଆଉ ସବୁ କିଛି ଛାଡି ଦିଏ । କିନ୍ତୁ ଏମିତି ହାରି ଯିବା କଣ ଠିକ । ଜ୍ୟୋତିଷ ଶାସ୍ତ୍ର ରେ ଏହାର ସମାଧାନ ଲେଖା ଯାଇଛି । ଜ୍ଞାନୀ ଙ୍କ ଅନୁସାରେ କୁହାଯାଇଥିବା କିଛି ଖାସ ଉପାୟ କରିବା ଦ୍ଵାରା ବ୍ୟକ୍ତି କୌଣସି ବି ପ୍ରକାର ଦରିଦ୍ରତାକୁ ଘରୁ ଦୂର କରିପାରିବ । ତେବେ ସେହି ଉପାୟ କଣ ଆସନ୍ତୁ ଜାଣିବା
![](https://odiadunia.com/wp-content/uploads/2019/12/laxmi-1-1.jpg)
ସବୁଠାରୁ ପ୍ରଥମେ ଆପଣଙ୍କୁ କହିବାକୁ ଚାହିଁବୁ କି ଆପଣ ପ୍ରତ୍ୟକ ମାସର ପ୍ରଥମ ବୁଧବାର ରାତିରେ ଗୋଟିଏ ହଳଦିର ଗଣ୍ଠି ବାନ୍ଧି ଭଗବାନ ଶ୍ରୀକୃଷ୍ଣ ଙ୍କୁ ଚଢାଅ, ତା ପର ଦିନ ତାକୁ ଏକ ହଳଦିଆ କପଡାରେ ବାନ୍ଧି ଆପଣଙ୍କ ଡାହାଣ ହାତରେ ବାନ୍ଧି ଦିଅନ୍ତୁ ।
![](https://odiadunia.com/wp-content/uploads/2019/04/kaudi-2.jpg)
କୁହାଯାଏ ଯଦି ଆପଣ ଆପଣଙ୍କ ଲକର ରେ ୯ ଟି ଲକ୍ଷ୍ମୀକାରକ କଉଡିର ସିକା ରଖିବେ ତାହେଲେ ଆପଣଙ୍କ ଲକର ସବୁବେଳେ ଧନରେ ଭରି ରହିବ । ଶାସ୍ତ୍ରରେ କୁହାଯାଇଛି କି ପ୍ରତିଦିନ ଖାଇବା ପୂର୍ବରୁ ଗୋଟିଏ ରୁଟି କୁକୁର କିମ୍ବା ଗାଈ ପାଇଁ କାଢି ରଖିଥିବ । ଯଦି ଆପଣ ଏମିତି କରନ୍ତି ତାହେଲେ କେବେବି ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ । ହିନ୍ଦୁ ସମାଜରେ ବୃହସ୍ପତି ଙ୍କୁ ଗୁରୁବାର ଦିନ ସବୁ ଦେବୀ ଦେବତା ମଧ୍ୟରେ ଶ୍ରେଷ୍ଠ ବୋଲି ମନା ଯାଏ ଏହିଦିନ ସବୁ ଶୁଭ କାର୍ଯ୍ୟ କରାଯାଇଥାଏ ।
![](https://odiadunia.com/wp-content/uploads/2019/07/kute-ko-roti.jpg)
କିନ୍ତୁ ଆପଣଙ୍କୁ କହିବାକୁ ଚାହୁଁଛୁ କି କେବଳ ଗୁରୁବାର ନୁହେଁ, ପ୍ରତ୍ୟକ ଦିନ କଦଳୀ ଗଛରେ ପାଣି ଦେବା ଉଚିତ ତା ସହିତ ଘିଅ ଦୀପ ବି ଜଳେଇବା ଉଚିତ, ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଶ୍ରିବାଦ ସବୁବେଳେ ରହିଥାଏ । ଗୋଟିଏ କଥାର ଧ୍ୟାନ ସବୁବେଳେ ରଖିବା ଦରକାର ଯେତବେଳେ ଖାଇବାକୁ ବସିବେ ଆପଣଙ୍କ ମୁହଁ ସର୍ବଦା ଉତ୍ତର ଦିଗକୁ ରଖିବା ଦରକାର,ଏହା ଦ୍ଵାରା ଧନ ସହ ଆୟୁ ବି ବଢିଥାଏ । ତେବେ ଯଦି ଆପଣ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ, ଦେଖିବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁ ଆପଣଙ୍କ ଆର୍ଥିକ ସ୍ଥିତି ସୁଧୁରିବାକୁ ଲାଗିବ । ଆଗକୁ ଏହିଭଳି ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।