ଯଦି କମଜୋର ହୋଇଯାଇଛି ଆପଣଙ୍କ ସ୍ମରଣ ଶକ୍ତି ତ କରିବା ଉଚିତ ଏହି କାମ

ସମସ୍ତଙ୍କ ଜୀବନରେ ସ୍ମରଣ ଶକ୍ତି ବହୁତ ଆବଶ୍ୟକ ହୋଇଥାଏ । ଲୋକ ସ୍ମରଣ ଶକ୍ତି ଦ୍ଵାରା ସମସ୍ତ କାମ ଏବଂ ଜୀବନ ଖୁସି ଖୁସି ନିର୍ବାହନ କରନ୍ତି । ସ୍ମରଣ ଶକ୍ତି ଏମିତି ଗୋଟେ ଜୀବନର ଭାଗ ଯାହା ବିନା ମଣିଷ ଜୀବନ ଅଧା । ଦିନ ସାରା କାମ କରିବା ପରେ ରାତିରେ ନିଜ ଧ୍ୟାନ ଶାନ୍ତ କରି ଆରାମ କରିବା ଉଚିତ । ତେବେ ସ୍ମରଣ ଶକ୍ତି ଭଲ ରଖିବା ପାଇଁ ଆପଣଙ୍କୁ ବେଳେ ବେଳେ ଶାନ୍ତ ରହିବା ଉଚିତ ଏହା ଦ୍ଵାରା ଆପଣଙ୍କ ମାଇଣ୍ଡ ଫ୍ରେସ ହୋଇଥାଏ ଏବଂ ଆପଣଙ୍କୁ ନୂଆ ଜୀବନ ମିଳିଥାଏ । ସବୁବେଳେ କୌଣସି କଥା ଭାବିବା ବା ଚିନ୍ତା କରିବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ମନ ମଧ୍ୟ ସ୍ଥିର ରୁହେ ନାହିଁ ।

Image Courtesy: Google

ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଆଜିକାଲି ଲୋକମାନଙ୍କୁ ନିଜ ବ୍ୟସ୍ତତା ଜୀବନ ଯୋଗୁଁ ଭୁଲିବାର ରୋଗ ହେଇଯାଉଛି । ସ୍ମରଣ ଶକ୍ତି ବଢେଇବା ପାଇଁ ସମସ୍ତେ ଗୋଟେ ଉପାୟ କରନ୍ତି । ଅଧିକ ରୁ ଅଧିକ ମନେ ରଖିବାକୁ ଅଭ୍ୟାସ କରନ୍ତୁ । ଏମିତି ବି ଅଧିକତର ସବୁକିଛି ଛାଡ଼ି ଧ୍ୟାନ ସହ ଶାନ୍ତିରେ ବସି ରହିଲେ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

Image Courtesy: Google

ସ୍ମରଣ ଶକ୍ତି ବଢେଇବାର ସହଜ ଉପାୟ

ନିଜ ରୁମର ରଶ୍ମି କମ କରିଦିଅନ୍ତୁ । ଆରାମରେ ଶୋଇରୁହନ୍ତୁ । ଆଖି ବନ୍ଦ କରି ନିଜକୁ ରିଲାକ୍ସ ଅନୁଭବ କରାନ୍ତୁ । ଏହା ଫଳରେ ଆପଣ ଯାହା ମନେ ରଖିବାକୁ ଚେଷ୍ଟା କରିବେ ତାହା ଭଲରେ ମନେ ରହିଯାଏ । କିଛି ସମୟ ବିନା କିଛି ବାଧାରେ ସ୍ଥିର ଭାବେ ଶାନ୍ତିରେ ବସି ରହିଲେ ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ଦ୍ରୁତ ହେଇପାରିବ ଓ ଏହା ଖାଲି ମତିଷ୍କକୁ ସ୍ମରଣ ଶକ୍ତି ରେ ଭରିଥାଏ ।

Image Courtesy: Google

ଖୁସି ସମୟରେ ଇମେଲ ଚେକ କରିବା ବା ସୋସିଆଲ ମିଡିଆରେ ଲାଗି ରହିବା ଆମ ଖୁସିରେ ବାଧା ସୃଷ୍ଟି କରିଥାଏ । କିଛି ନକରିବା ମଧ୍ୟ ଗୋଟେ ଅଳସୁଆ ପାଇଁ ଭଲ ଗୋଟେ ବାହାନା ହୋଇଥାଏ । ଆମ ସମସ୍ତଙ୍କ ମଧ୍ୟରେ ଏ କ୍ଷମତା ରହିଛି କି ଯେ ଆମେ ଶାନ୍ତିରେ ରହି ଖାଲି ବସି ରୁହନ୍ତୁ ବା ଶୋଇ ରହି ନିଜ ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ ।

Image Courtesy: Google

ଖୁସିରେ ରହିବାକୁ ହେଲେ ସଠିକ ସମୟରେ ଭୋଜନ ଏବଂ ଆରାମ କରିବା ଉଚିତ ଏହା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ । ସମସ୍ତଙ୍କୁ ନିଜ ସ୍ମରଣ ଶକ୍ତି ଭଲ ରଖିବା ପାଇଁ ସଠିକ ସମୟରେ ବିଶ୍ରାମ କରିବା ବହୁତ ଆବଶ୍ୟକ ଅଟେ । ବେଳେ ବେଳେ ଏକାନ୍ତରେ ବସି ସବୁ ଚିନ୍ତା ଏବଂ ଜିନିଷ ଛାଡି ଫ୍ରିମାଇଣ୍ଡ କରି ଆରାମ କରିବା ଉଚିତ ଏହା ଦ୍ଵାରା ମାଇଣ୍ଡ ଫ୍ରେସ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *