ଯଦି କ୍ୟାମେରାରେ କ୍ୟାପଚାର ନ ହୋଇଥାନ୍ତା ତେବେ କେହି ବିଶ୍ଵାସ କରି ନଥାନ୍ତେ- ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଘଟଣା ବିଷୟରେ ନେଇ ଆସିଛୁ ଯାହା ଯଦି କ୍ୟାମେରା ରେ କଏଦ ନ ହୋଇଥାନ୍ତା ତେବେ ତେବେ ହୁଏ କେହି ବିଶ୍ଵାସ କରି ପାରିବେ ନାହି । ଆଜିର ଆମର ଏହି ଲେଖା ରେ ଏମିତି କିଛି ଅଜବ ଗୁଜବ ଘଟଣା ରହିଛି । ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା ର ପୁରା ସତ୍ୟତା । ଏହି ଭିଡିଓ ରେ ଅକ୍ଟୋବର ୨୦୧୯ ମହାରାଷ୍ଟ୍ର ରାଜ୍ୟ ରେ ହୋଇଥିବା ନିର୍ବାଚନ ରେ ଭାରତୀୟ ସେନା ଓ ପିଆରପି ଅଫ ବଲୋଙ୍କୁ ଗଡ ଚୁଲେରୀ ନକ୍ସଲ ଥିବା ଜାଗା ରେ ନିଯୁକ୍ତି କରା ଯାଇଥିଲା ।

ଏହି ସମୟରେ ଭାରତୀୟ ସେନା ଙ୍କୁ ମତଦାନ କରିବା ପାଇଁ ନିର୍ବାଚନ କୁ ଅଣା ଯାଇଥିଲା । ହେଲିକପ୍ଟର ଆସିବା ସମୟରେ ହଟାତ ଏକ ପ୍ଲାଷ୍ଟିକ ଜାରି ଉଡିଯାଇ ହେଲିକପ୍ଟର ର ପଛ ପଟେ ଲାଗିଗଲା ।

କିନ୍ତୁ ପାଇଲେଟ ର ହେଲିକପ୍ଟର ଚଲାଇବା ଶୈଳୀ ଠିକ ଥିବାରୁ ହେଲିକପ୍ଟର ର କିଛି କ୍ଷତି ହୋଇ ନ ଥିଲା କି ସେଥିରେ ବସିଥିବା ଭାରତୀୟ ସେନାଙ୍କର କୌଣସି କ୍ଷତି ହୋଇ ନ ଥିଲା । ଏହି ଘଟଣା ଟି ବଡ ଆଶ୍ଚର୍ଯ୍ୟ କର ଥିଲା ।

ଅନ୍ୟ ଏକ ଭିଡିଓ ରେ ଚୀନ ର ଏକ ରେଷ୍ଟୁରାଣ୍ଟ ରେ କିଛି ଯୁବକ ଖାଇବାକୁ ଆସିବାର ଦେଖି ରେଷ୍ଟୁରାଣ୍ଟ ର ମାଲିକ ଜଲ୍ଦି ଜଲ୍ଦି ଖାଇବା ପ୍ରସ୍ତୁତ କରିବା ଆରମ୍ଭ କରି ଦେଲା । କିନ୍ତୁ ଯୁବକ ମାନେ ଖାଇବା ପରେ ପଇସା ନ ଦେଇ ସେଠାରୁ ପଳାୟନ କରିଥିଲେ । ଯେତେବେଳେ ଶବ୍ଦ ଶୁଣି ୱେଟର ଓ ମାଲିକ ବାହାରକୁ ଆସି ଦେଖିଲେ ଯେ ଯୁବକ ମାନେ ସ୍ଥାରେ ଆଉ ନାହାନ୍ତି ।

ପୁରା ରେଷ୍ଟୁରାଣ୍ଟ ଖାଲି ପଡିଛି । ଏହା ଦେଖିବା ପରେ ରେଷ୍ଟୁରାଣ୍ଟ ମାଲିକ କହିଲେ ଯେ ଚୂନା ଲଗାଇ ଚାଲିଗଲେ । ତେବେ ଏହି ଘଟଣା ରୁ ଏତିକି କୁହା ଯାଇପାରେ ଯେ ବିନା ପଇସା ଦେଇ କୌଣସି ଜାଗାରେ ଖାଇବା ଅନୁଚିତ ଅଟେ । ଏପରି କାମ କରି ଅନ୍ୟ ର କ୍ଷତି କରିବା ଅନୁଚିତ ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *