ଯଦି ସୋଇବା ବେଳେ ଆପଣଙ୍କର ମଧ୍ୟ ବାହାରୁଛି ଲାଳ, ତେବେ ଆପଣ ଅଛନ୍ତି ଏହି ଭୟଙ୍କର ରୋଗର ଶିକାର- Acharya Balkrishna

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଟିପ୍ସ ଦେବାକୁ ଯାଉଛୁ । ଆପଣ ମାନେ ତ ଜାଣିଥିବେ ଛୋଟ ଛୁଆଙ୍କର ପ୍ରାୟ ସମୟ ଲାଳ ବାହାରି ଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଶୋଇବା ସମୟରେ ବଡ ଲୋକଙ୍କର ମଧ୍ୟ ଲାଳ ବାହାରିଥାଏ ? ହଁ ବଡ ଲୋକଙ୍କର ମଧ୍ୟ ଲାଳ ବାହାରିଥାଏ ଏବଂ ଏହା ଆମ ଶରୀର ବିଷୟରେ କିଛି ସଂକେତ ଦେଇଥାଏ ।

ଯେତେବେଳେ ଆମେ ସୋଇଥାଉ କିଛି ସମୟ ପରେ ଆମ ପାଟିରୁ ଳାଳ ବାହାରିବା ଆରମ୍ଭ ହୋଇଥାଏ, ଆଜି ଆମେ ଆପଣଙ୍କୁ ଏହା ଜଣେଇବା ପାଇଁ ଚାହୁଁଛୁ ଯେ ଲାଳ କେମିତି ବାହାରିଥାଏ ଏବଂ ଏହା ଦ୍ଵାରା କଣ ହାନି ହୋଇଥାଏ । ଆପଣଙ୍କୁ ଏହା ଜାଣିବା ପାଇଁ ଆମ ଆଜିର ଏହି ଖବରକୁ ଅନ୍ତିମ ପର୍ଯ୍ୟନ୍ତ ପଢିବାକୁ ହବ ତେବେ ଆପଣ ସବୁ କଥା ଜାଣି ପାରିବେ ।

ପାଟିରୁ ଳାଳ ବାହାରିବାର ୩ଟି ଭୟଙ୍କର କ୍ଷତି :

ଯେତେବେଳେ ଆମେ ଆମ ଶରୀର ସନ୍ତୁଳନ ଠାରୁ ଅଧିକ ପାଣି ସେବନ କରିଥାଉ ଏହି କାରଣ ପାଇଁ ମଧ୍ୟ ରାତିରେ ଳାଳ ବାହାରିଥାଏ, କିନ୍ତୁ ଏହା ହାନିକାରକ ଏଥିପାଇଁ ହୋଇଥାଏ କାହିଁକିନା ଏହାର ସ୍ପଷ୍ଟ ପ୍ରଭାବ ମୁଣ୍ଡ ଉପରେ ପଡିଥାଏ, ଳାଳ ବାହାରିବା କାରଣ ପାଇଁ ମୁଣ୍ଡ ବୁଦ୍ଧି କମ ହୋଇଥାଏ ।

ପାଟିରୁ ଲାଳ ଗଳିବା ଅର୍ଥ ଶରୀରରେ କେଲସିଅମ କମ ହୋଇଥାଏ, ତେବେ ଏହି କଥା ପୂର୍ଣ ଭାବରେ ସତ ଅଟେ, ଡକ୍ଟର କହିବା ଅନୁଯାଇ ଏହା ଦ୍ଵାରା ଶରୀରରେ କେଲସିଅମ ମାତ୍ରା କମିଠାଏ । ଯଦି ଆପଣଙ୍କ ପାଟିରୁ ମଧ୍ୟ ଳାଳ ବାହାରିଥାଏ ତେବେ ଏହାର ସବୁଠାରୁ ବଡ ହାନି ସେହି ଲୋକଙ୍କୁ ହୋଇଥାଏ ଯିଏ ବସ ବା ଗାଡିରେ ଟ୍ରାଭେଲ କରନ୍ତି । କାହିଁକିନା ଏହି ଭଳି ଲୋକଙ୍କୁ ଗାଡିରେ ଅଧିକ ବାନ୍ତି ଲାଗିଥାଏ, ସାଧାରଣ ଶବ୍ଦ ରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *