ଯାହା ଘରେ ଝିଅ ଅଛନ୍ତି, ଜଲଦି ଭରନ୍ତୁ ଏ ଫର୍ମ, ସରକାର ଦେବେ 6 ଲକ୍ଷ ଟଙ୍କା, କେବଳ କରିବାକୁ ହେବ ଏଇ କାମ

ଆଜି ଆମେ ଏହି ଲେଖା ମାଧ୍ୟମରେ ସୁକନ୍ୟା ସମୃଦ୍ଧି ଯୋଜନା ସହ ଜଡ଼ିତ ଏକ ମହତ୍ୱପୂର୍ଣ୍ଣ ଖବର ବିଷୟରେ କହିବାକୁ ଯାଉଛୁ, ଆପଣବି ଜଣେ ଭାରତୀୟ ନାଗରିକ ତେଣୁ ଆପଣମାନେ ଏହି ଲେଖାକୁ ନିଶ୍ଚିତ ପଢ଼ିବା ଉଚିତ, କାରଣ ଏହି ଯୋଜନାରେ ଯଦି ଆପଣଙ୍କ ଘରେ ଝିଅ ଅଛନ୍ତି ତ ମୋଦି ସରକାର 6 ଲକ୍ଷ ଟଙ୍କା ଦେବେ ଏଥିପାଇଁ କେବଳ ଆପଣଙ୍କୁ ଫର୍ମ ଭରିବାକୁ ହେବ ଏବଂ ଏହି ଯୋଜନା ସମ୍ପୂର୍ଣ୍ଣ ଦେଶରେ ଲାଗୁ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଝିଅମାନଙ୍କ ପାଠ ପଢା ଓ ବିବାହ ପାଇଁ ଟଙ୍କା ଜମା କରିପାରିବେ ।

Image Courtesy: Google

ଏହି ଯୋଜନା ମାଧ୍ୟମରେ ମୋଦି ସରକାରଙ୍କ ଲକ୍ଷ୍ୟ ହେଉଛି, ଝିଅମାନଙ୍କ ପାଇଁ ଭଲ ଶିକ୍ଷା ଓ ଭବିଷ୍ୟତ ଗଢ଼ିବା । ଏହା ମାଧ୍ୟମରେ ଆପଣଙ୍କୁ 250 ଟଙ୍କା ପ୍ରିମିୟମ ରାଶି ଜମା କରିବାକୁ ହେବ ଓ ଝିଅ ବଡ଼ ହେବା ପରେ 6 ଲକ୍ଷ ଟଙ୍କା ପାଇପାରିବେ । ସବୁ ମାସରେ 250 ଟଙ୍କା କିସ୍ତି ଜମା କରିବାକୁ ହେବ, ସେବେ ଯାଏ ଆପଣ ଜମା କରିବେ ଯେବେଯାଏ ଝିଅ ବାଳିକା ନହୋଇଛି ।  ସେ ବାଳିକା ହେବା ପରେ ଏସବୁ ଟଙ୍କା ତାର ଖାତାକୁ ଟ୍ରାନ୍ସଫର୍ ହୋଇଯିବ । ଏହି ଟଙ୍କା ଉପରେ ସରକାର କୋୖଣସି ଟାକ୍ସ ମଧ୍ୟ ନେବେନାହିଁ । ଯଦି କୌଣସି କାରଣରୁ ଝିଅ ର ମୃତ୍ୟୁ ହୋଇଯାଏ ତ ସମ୍ପୂର୍ଣ୍ଣ ପଇସା ଫେରସ୍ତ କରାଯିବ ।

Image Courtesy: Google

ସୁକନ୍ୟା ସମୃଦ୍ଧି ଯୋଜନା ର ଫର୍ମ

ଏହାର ଫର୍ମ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ଜାରି କରାଯାଇଛି, ଯାହାକୁ ସାବଧାନତା ସହ ଭରି ଆପଣ ଏହି ଯୋଜନା ର ଲାଭ ଉଠାଇ ନିଜ ଝିଅ ର ଭବିଷ୍ୟତ ସୁଧାରି ପାରିବେ । ଏହି ଫର୍ମ କୁ ମଧ୍ୟ ଅନଲାଇନ୍ ଦ୍ଵାରା ଭରିପାରିବେ । ତେବେ ଯଦି ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠେଇବାକୁ ଚାହୁଁଛନ୍ତି ତାହେଲେ ଏଏଜି ହିଁ ଏହି ଫର୍ମ ରେ ଆଦିତ୍ଯ ହେବ । ଆଶା କରୁଛୁ ଆପଣମାନଙ୍କୁ ଆମ ଦ୍ଵାରା ଦିଆଯାଉଥିବା ଖବର ପସନ୍ଦ ଆସିଥିବ । ପସନ୍ଦ ଆସିଲ ଆମ ପେଜକୁ ଲାଇକ କରିବ ।

Leave a Reply

Your email address will not be published. Required fields are marked *