ଜଣା ପଡିଲା ଆତ୍ମହତ୍ୟାର ଅସଲ କାରଣ, ଥାନାରେ ବୟାନ ଦେଲେ ଅମ୍ଳାନଙ୍କ ସ୍ତ୍ରୀ

ତେବେ ଆପଣ ମାନେ ମିହିର ଦାଶଙ୍କ ପରିବାର ବିଷୟରେ ବେସ ଭଲ ଭାବରେ ଜାଣିଥିବେ ତେବେ ବର୍ତମାନ ଖବର ଆସୁଥିଲା ଯେ ଅମ୍ଳାନ ଦାଶଙ୍କ ସ୍ତ୍ରୀ ମହାନଦୀ ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ଏହି କଥା କେତେ ସତ ଓ କେତେ ମିଛ ଓ କଣ ଅସଲରେ ହୋଇଥିଲା ତାହା ବିଷୟରେ ଆମେ ଆପଣଙ୍କୁ ଏବେ କହିବାକୁ ଯାଉଛୁ ।

ତେବେ ଆପଣ ମାନେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅମଲା ଜେନ ଅଭିନେତା ଅଟନ୍ତି ସେ ବହୁତ ଫିଲ୍ମରେ ତରାଇ କରିଛନ୍ତି କିନ୍ତୁ ତାଙ୍କୁ କୌଣସି ଫିଲ୍ମରେ ବହୁତ ସଫଳତା ହାସିଲ ହେଲା ନାହିଁ ।

Image Courtesy: Google

ଯାହା ପରେ ସେ ଅଭିନୟ ଦୁନିଆ ଛାଡି ଦେଇଥିଲେ ଓ ତାଙ୍କ ବାପା ମିହିର ଦାଶ ପୁରା ଓଡିଶାରେ ବହୁତ ପ୍ରସିଦ୍ଧ ଅଟନ୍ତି । ତାଙ୍କ ପରିବାର ବିଷୟରେ ଜାଣିବା ପାଇଁ ସମସ୍ତେ ଇଛା କରିଥାନ୍ତି ଯାହା ଫଳରେ ଏସବୁ ହେଇଛି । ତେବେ ଅମ୍ଳାନଙ୍କ ସ୍ତ୍ରୀ ବଞ୍ଚିବା ପରେ ନିଜ ବୟାନରେ ଏହା କହିଛନ୍ତି ଯେ ଦୀପାବଳି ପୂଜା ତାଙ୍କ ଘରେ ବହୁତ ଧୂମ ଧାମ ସହ ପାଳନ କରା ଯାଇଥିଲା ।

Image Courtesy: Google

ଯାହା ପ୍ପାଇନ ଘରେ ବହୁତ ଗୁଡେ ଫୁଲ ଓ ଦୀପ ଲଗା ଯାଇଥିଲା ଏହା ପରେ ପୂଜା ସବୁ ସମାପ୍ତ ହବା ପରେ ସେ ଆର ଦିନ ସେହି ସବୁ ଫୁଲ ଓ ଦୀପ ଆଣି ମହାନଦୀରେ ବିସର୍ଜନ କରିବା ପାଇଁ ଆଣିଥିଲେ । କିନ୍ତୁ ସେହି ସବୁ ଜିନିଷ ବିସରଜିତ କରିବା ବେଳେ ତାଙ୍କ ମୁଣ୍ଡ ବୁଲେଇଥିଲା ଓ ସେ ପାଣିକୁ ଖସି ପଡିଥିଲେ ବୋଲି ଅମ୍ଳାନଙ୍କ ସ୍ତ୍ରୀ କହିଛନ୍ତି ଓ ଅମ୍ଳାନଙ୍କ କହିବା ଅନୁଯାଇ ସେ ନିଜେ ନିଜ ସ୍ତ୍ରୀଙ୍କ ସହ ଆସିଥିଲେ ଓ ତାଙ୍କୁ ପାଣିରେ ପଡିଯିବାର ଦେଖି ସେ ନିଜେ ଡେଇଁବାକୁ ଚେଷ୍ଟା କରିଥିଲେ ।

Image Courtesy: Google

କିନ୍ତୁ ପାଖ ଲୋକ ତାଙ୍କୁ ଧରି ପକେଇଥିଲେ । ଏହା ପରେ ସ୍ଥାନୀୟ ଲୋକେ ତାଙ୍କ ସ୍ତ୍ରୀକୁ ପାଣିରୁ ମୁକୁଳେଇ ଆଣିଥିଲେ । ତେବେ ଅମ୍ଳାନ ଓ ତାଙ୍କ ସ୍ତ୍ରୀ କହିବା ଅନୁଯାଇ ତାଙ୍କ ମଝିରେ ଏମିତି କିଛି ଅସୁବିଧା ନାହିଁ ଲୋକ ଏହାକୁ ବଢେଇ କଥା କହୁଛନ୍ତି ଓ ସେ ଦୁହେଁ ଏକାଠି ଫୁଲ ବିସର୍ଜନ ପାଇଁ ଯାଇଥିଲେ । ତେବେ ସଠିକ କଥା କଣ ଏହା ଏବେବ ବି ଲୋକଙ୍କ ମନରେ ସନ୍ଦେହ ଅଛି । ଦେଖା ଯାଉ ଆଗକୁ ଏ ବିଷୟରେ ଆଉ କିଛି ଖବର ଆସୁଛି କି ନାହିଁ ।

ଆପଣମାନଙ୍କୁ କେଏନ ଲାଗୁଛି କମେଣ୍ଟ କରି ନିଶ୍ଚୟ ଜଣେଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *