ଜାଣନ୍ତୁ, ପ୍ରାୟତଃ ସମ୍ବନ୍ଧ ବନେଇଲା ପରେ ପୁରୁଷଙ୍କୁ କଣ ପାଇଁ ଆସିଯାଏ ନିଦ

କୁହା ଯାଏ ଯେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ସବୁ ଠାରୁ ଗୁରୁତ ପୂର୍ଣ ହୋଇ ଥାଏ, ଏହି ସମ୍ପର୍କରେ ଦୁହେଁ ଦୁହିଙ୍କୁ ବୁଝିବା ଓ ବିଶ୍ଵାସ କରିବା ଅତି ଆବଶ୍ୟକ ଅଟେ । ଏହା ସହ କିଛି କଥା ଏମିତି ଥାଏ ଯାହା ସମ୍ପର୍କ ଭଲ ଓ ଗଭୀର କରି ଥାଏ, ଯେମିତି ବଞ୍ଚିବା ପାଇଁ ନିଶ୍ଵାସ ନବା ଦରକାର ସେମିତି ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ଭଲ ପାଇବା ରହିବା ଅତି ଆବଶ୍ୟକ ଅଟେ ।

ଜୀବନରେ ଜୀବନସାଥୀ ଠାରୁ ଅଧିକ ଭଲ ପାଇବା ସମ୍ପର୍କ କିଛି ନଥାଏ, ଆପଣଙ୍କ ମନ କଥା ଯେମିତିକି ସୁଖ, ଦୁଖ ସବୁ ପ୍ରକାର ଭାବନା କେବଳ ପାର୍ଟନର ବୁଝି ପାରନ୍ତି ।

ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ବନ୍ଧ ଯେତେ ଭଲ ହୋଇ ଥାଏ, ତାଙ୍କ ମଧ୍ୟ ଭଲ ପାଇବା ଏବଂ ଭାବନା ସମ୍ପର୍କ ସେତେ ଭଲ ଓ ମଜବୁତ ହୋଇ ଥାଏ । ବିଜ୍ଞାନ ଅନୁଯାଇ ପ୍ରତେକ ମଣିଷ ଭିତରେ ଅକ୍ସିଟୋସୀନ ହରମୋନ ଏବଂ ପ୍ରୋଲେକ୍ଟିନ ହୋଇ ଥାଏ ଯାହା ସମ୍ବନ୍ଧ ବନେଇଲା ପରେ କମି ଯାଏ ଯାହା ପାଇଁ ପୁରୁଷଙ୍କୁ ନିଦ ଆସି ଥାଏ ।

 ଆସନ୍ତୁ ଜାଣିବା ସଂଭୋଗ ପରେ ନିଦ କାରଣ :

–      ପ୍ରାୟତଃ ପୁରୁଷ ନିଜ କାମ ପାଇଁ ଚିନ୍ତିତ ଥାନ୍ତି ଯାହା କାରଣ ରୁ ସେ ଶାରୀରିକ ସମ୍ବନ୍ଧ ବନାନ୍ତି ଯାହା ପରେ ତାଙ୍କ ଚିନ୍ତା ଦୂର ହୋଇ ଥାଏ ଏବଂ ଏହା ତାଙ୍କ ପାଇଁ ଲାଭକାରୀ ଅଟେ ।

–      କେତେକ ଥର ଏମିତି ମଧ୍ୟ ହୁଏ ଯେ ସ୍ଵାମୀ ଅଫିସରୁ ଥକି କି ମଧ୍ୟ ଆସିଲେ ନିଜ ସ୍ତ୍ରୀ ସୁଖ ପାଇଁ ସମ୍ବନ୍ଧ ବନାନ୍ତି, ଥକା ହବାରୁ ପୁରୁଷଙ୍କୁ ନିଦ ଜଲ୍ଦି ଆସେ ।

–      କେତେକ ଥର ପୁରୁଷ ସମ୍ବନ୍ଧ ବନେଇଲା ପରେ ନିଜ ଅଲଗା ଦିନ କାମ ପାଇଁ ଆରାମ କରିବା ପାଇଁ ଜଲ୍ଦି ସୋଇ ପଡନ୍ତି । ଯଦି ମଣିଷ ଇଛା କରେ ତେବେ ସେ ସବୁ କିଛି କରି ପାରେ, କିନ୍ତୁ ପୁରୁଷ ଚାହିଁଲେ ନିଜ ଏହି ଅଭ୍ୟାସ ବଦଳି ପାରିବେ ଏବଂ ନିଜ ଜୀବନ ରେ ଭଲ ପାଇବା ବର୍ଷା କରି ପାରେ । ମହିଳାଙ୍କୁ ସମ୍ବନ୍ଧ ସହ କ୍ଵାଲିଟି ଟାଇମ ବିତେଇବା ବହୁତ ଭଲ ଲାଗେ, ସେଥିପାଇଁ ପୁରୁଷ ନିଜ ଏହି ଅଭ୍ୟାସ ଗୁଡିକ ବଦଳିବା ଭଲ ।

–  କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ପାଇଁ ଶାରୀରିକ ସମ୍ବନ୍ଧ କେବଳ ଏକ ଆବଶ୍ୟକତା, ସେମାନଙ୍କୁ ନିଜର ପାର୍ଟନର ଙ୍କ ଭାବନା ପ୍ରତି କୌଣସି ଚିନ୍ତା ନ ଥାଏ । ସେମାନେ କଣ ଭାବୁଛନ୍ତି ବା ସେମାନେ କଣ ଚାହାନ୍ତି ସେସବୁ କିଛି ପୁରୁଷ ମାନଙ୍କ ପାଇଁ କୌଣସି ମାଇନେ ରଖେ ନାହିଁ ।

Leave a Reply

Your email address will not be published. Required fields are marked *