ଶୁକ୍ରବାର 13 ଡିସେମ୍ବର 2019 – ମାଁ ସନ୍ତୋଷୀଙ୍କ କୃପାରୁ ଏହି ୭ଟି ରାଶିଙ୍କ ଭାଗ୍ୟ ଚମକିବ

ଆଜି ଆମେ ଆପଣଙ୍କୁ ରାଶିଫଳ ବିଷୟରେ କହିବାବାକୁ ଯାଉଛୁ ଯାହା ଅନୁଯାଇ ଆପଣ ନିଜ ଦିନ ପ୍ଳାନ କରି ପାରିବେ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ମନ ରାଜନୈତିକ କାର୍ଯ୍ୟ ପାଇଁ ଆକର୍ଷିତ ହୋଇ ପାରେ, ଗୁପ୍ତ ଶତ୍ରୁମାନଙ୍କ ଠାରୁ ବଞ୍ଚି ରହିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କ ମନ ରହସ୍ୟ କଥା ପାଇଁ ଅଧିକ ଆକର୍ଷିତ ହେବ, ଆଜି ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ଓ ମଜବୁତ ରହିବ । ମାଁ ଲକ୍ଷ୍ମୀଙ୍କୁ ପ୍ରସନ କରିବା ପାଇଁ ଚାନ୍ଦି ବାସନ କିଣନ୍ତୁ ।

ବୃଷ ରାଶି :

ଆଜି ଘର ପରିବାର ମଧ୍ୟରେ ଶାନ୍ତି ରହିବ, କାର୍ଯ୍ୟ ଓ ବ୍ୟବସାରେ ସଫଳତା ସଂକେତ ପ୍ରାପ୍ତ ହେବ । କାଗଜ ପତ୍ର କାମ ରେ ସଫଳତା ପ୍ରାପ୍ତ ହେବ, ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ । ପ୍ରେମ ପ୍ରସଙ୍ଗ ଥିଲେ ଆଜି ବିବାହ ନିଶ୍ଚିନ୍ତ ହୋଇ ଯିବ ।

ମିଥୁନ ରାଶି :

ବିଦ୍ୟାର୍ଥୀମାନଙ୍କର ପାଠରେ ଧ୍ୟାନ ରହିବ, ଛାତ୍ରଙ୍କ ପାଇଁ ଦିନ ବହୁତ ଶୁଭ ଅଟେ, ସଫଳତା ମିଳିବାର ଯୋଗ ହେଉଛି । ଆଜି ସମ୍ପର୍କୀୟ ବା ସାଙ୍ଗ ଦ୍ଵାରା କିଛି ଶୁଭ ସମାଚାର ପାଇ ପାରିବେ, ଆପଣଙ୍କୁ ଆଜି ଟିକେ ଆସ୍ତେ ଚାଲିବା ଉଚିତ । ଆଜି କୌଣସି କାର୍ଯ୍ୟ ପାଇଁ ଆପଣଙ୍କୁ ଅଧିକ ସମୟ ଲାଗି ପାରେ ।

କର୍କଟ ରାଶି :

ଯଦି ଆପଣ କିଛି ନୂଆ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବାକୁ ଚାହନ୍ତି ବହୁତ ବିଶେଷ ଦିନ ଅଟେ । ରାଜନୀତି ଲୋକଙ୍କ ପାଇଁ ଦିନ ବହୁତ ଭଲ ଏବଂ ଲାଭକାରୀ ଅଟେ, ଲୁଚି ଥିବା ସମସ୍ଯା ପୁଣି ଥରେ ବାହାରି ଆପଣଙ୍କୁ ଚିନ୍ତା ଦେଇ ପାରନ୍ତି ।

ସିଂହ ରାଶି :

ଗାଡି ଦୁର୍ଘଟଣା ହୋଇ ପାରେ ସାବଧାନ ରୁହନ୍ତୁ, ଧନ ପ୍ରାପ୍ତ ପାଇଁ ମନ ପ୍ରସନ୍ନ ରହିବ । ରାଜନୈତିକ ସଫଳତା ପ୍ରାପ୍ତ ହୋଇବ ଯାହା ଦ୍ଵାରା ଆପଣଙ୍କୁ ବହୁତ ସୁଖ ପ୍ରାପ୍ତ ହୋଇବ । ଆଜି ଆପଣ ଅନ୍ୟ କାହା ଠାରୁ ସାହାଜ୍ଯ ପାଇ ପାରନ୍ତି, କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ପନ ହେବ ।

କନ୍ୟା ରାଶି :

ଆଜି ଆପଣଙ୍କୁ ନୂଆ କାର୍ଯ୍ୟ ମିଳି ପାରେ, ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କର ସାହାଜ୍ଯ ପ୍ରାପ୍ତ ହୋଇ ପାରେ । ଯଦି ଆପଣ ବିନା ଚିନ୍ତା ରେ ପରିଶ୍ରମ କରିବେ ତେବେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି ।ଆପଣଙ୍କ ପାଇଁ ତମ୍ବା ବାସନ କିଣିବା ଶୁଭକାରୀ ହୋଇବ ।

ତୁଳା ରାଶି :

ଆଜି ଆର୍ଥିକ ସ୍ଥିତି ମଜବୁତ ହୋଇବ, ଚାକିରିଆ ଲୋକଙ୍କୁ ଧନ୍ତେରସ ଲାଭ ହୋଇବାର ଯୋଗ ହେଉଛି । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ନିଜ ବ୍ୟବହାର ଭଲ କରିବା ପାଇଁ ଚେଷ୍ଟା କରିବେ, ଆର୍ଥିକ ସମସ୍ଯା ଦୂର ହବ ଏବଂ ସ୍ଥିତି ଭଲ ହୋଇବ । ଆଜି ଆପଣ ନିଜକୁ ସଠିକ ଦେଖେଇ ପାରିବେ ।

ବିଛା ରାଶି :

ଆଜି ଦାଂପତ୍ଯ ଜୀବନ ଭଲ ରହିବ, ଆପଣଙ୍କ ପ୍ରୟାସ ଏବେ ଆପଣଙ୍କୁ ଫଳ ଦବା ଆରମ୍ଭ କରିବେ ଏବଂ ଯାହା ପାଇଁ ଆପଣଙ୍କ ଆତ୍ମବିଶ୍ଵାସ ବଢିବ । ଆଜି କାରୋବାର ରେ ଲାଭ ଦେଖିବାକୁ ପାଇବେ, ମନ ଧ୍ୟାନ ଦେଇ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ, ଆଜି ଆପଣ ଭାଗ୍ୟ ଠାରୁ ଅଧିକ କାର୍ଯ୍ୟ ଉପରେ ଭରସା କରିବେ ।

ଧନୁ ରାଶି :

ଆଜି ଆପଣଙ୍କ କାର୍ଯ୍ୟ ବହୁତ ସମୟ ନେଇ ପାରନ୍ତି, ପ୍ରସ୍ତାବ କୁ ସମର୍ଥନ ଏବଂ ସ୍ବୀକୃତି ମିଳି ପାରେ, ଆଜି ଧନ ଖର୍ଚ ସମ୍ଭାବନା ଅଟେ । ରାଜଣେଇତିକ ଲୋକଙ୍କ ପାଇଁ ଦିନ ଭଲ ଜୀବ, ଆଇଟି ତଥା ମାର୍କେଟିଙ୍ଗ ଫିଲ୍ଡ ପାଇଁ ଜବରେ ସଫଳତା ଦ୍ଵାରା ମନ ଖୁସି ହୋଇବ ।

ମକର ରାଶି :

ଆଜି ମାନସିକ ଚିନ୍ତନ ଆପଣଙ୍କୁ ହଇରାଣ କରିବ, ନୂଆ ନୂଆ ସାଙ୍ଗ ହୋଇ ପାରନ୍ତି । ଉପହାର ବା ସମ୍ମାନ ରେ ବୃଦ୍ଧି ହବ, ଯଦି ଆପଣ କାର୍ଯ୍ୟ ସ୍ଥଳ ରେ ଅଳସ କରିବେ ତେବେ ଆପଣଙ୍କ ସହ କାର୍ଯ୍ୟ କରୁଥିବା ଲୋକ ଏହାର ଲାଭ ନେଇ ପାରେ । ଆଖି ପୀଡା ହୋଇ ପାରେ, ଆପଣଙ୍କୁ ବ୍ୟବସାୟ କ୍ଷେତ୍ର ରେ କିଛି ଲୋକ ସାହାଜ୍ଯ କରି ପାରନ୍ତି ।

କୁମ୍ଭ ରାଶି :

ଆଜି ବିନା କାରଣ ଯାତ୍ରା ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ, ବହୁତ ସମୟ ଧରି ଦେଖୁଥିବା ସପନ ଆଜି ପୂର୍ଣ ହୋଇବ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ, ଆର୍ଥିକ ଲାଭ ପ୍ରାପ୍ତ ହୋଇ ପାରେ ଏବଂ କାର୍ଯ୍ୟ କ୍ଷେତ୍ର ରେ ଉପଲବଧି ମଧ୍ୟ ମିଳି ପାରେ ଯୋଗ  ହେଉ ଅଛି ।

ମୀନ ରାଶି :

ଆଜି ସାଙ୍ଗ ଭରପୁର ସାହାଜ୍ଯ କରିବେ, ଆପଣ ପୁରୁଣା ସ୍ଥିତି ଆଣିବା ପାଇଁ ବହୁତ ପରିଶ୍ରମ କରିବେ । ଧନ ଖର୍ଚ ସମ୍ଭବ ଅଟେ, ଆଜି ସଂଘର୍ଷ ପରେ ସଫଳତା ପ୍ରାପ୍ତ ହୋଇବ । ଧନ ପାଇଁ ସମୟ ସାମାନ୍ୟ ଅଟେ, ଆଜି ଆପଣଙ୍କ ଦିନ ବ୍ୟସ୍ତ ରହି ପାରେ । ସମ୍ପର୍କ ଭଲ ରହିବ ଏବଂ ବିଶେଷ ଲୋକ ଦ୍ଵାରା ସାହାଜ୍ଯ ମଧ୍ୟ ପାଇ ପାରିବେ ।

Leave a Reply

Your email address will not be published. Required fields are marked *