ପୁଲିସ ଆସମାର ଧିମାଜି ଜେଲ ରେ ୫୧ ବର୍ଷୀୟ ଜଣେ ଲୋକକୁ ନାବାଳିକାକୁ କବରରୁ ବାହାର କରି ତା ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବାରୁ ୧୪ ବର୍ଷ ଜେଲ ଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେ ଝିଅର ମୃତ୍ୟୁ ସନ୍ଦେହ ଜନକ ସ୍ଥିତିରେ ହୋଇଥିଲା, ତା ପରେ ତାର ପରିବାରଲୋକ ତାକୁ ପୋତି ଦେଇଥିଲେ । 18 ମଇରେ, ଗ୍ରାମବାସୀ ଅଭିଯୁକ୍ତ ଆକାନ ସାଇକିଆଙ୍କୁ ଏପରି କରୁଥିବାବେଳେ ଧରିଥିଲେ ।

ଧିମାଜିର ସୁପରିଟେଣ୍ଡେଣ୍ଟ ଅଫ ପୋଲିଶ (ଏସ ପି) ଧନଞ୍ଜୟ ଧନବତ କହିଲେ କି ,ଝିଅଟି ର ମୃତ୍ୟୁ ୧୭ ମେ ରେ ସନ୍ଦେହଜନକ ପରିସ୍ତିତିରେ ହୋଇଥିଲା ଓ ଏହା ପରେ ତା ପରିବାରଲୋକ ତାର ଶବକୁ ପୋତି ଦେଇଥିଲେ । ଯେଉଁଟା ଗାଁ ପାଖରେ ଥିଲା । କିଛି ଗାଁଲୋକ ବି ସେଠାରେ ସେଇ ସମୟରେ ଥିଲେ ।

କିନ୍ତୁ ୧୮ ମେ ମଧ୍ୟାର୍ନ୍ନରେ କିଛି ମାଛ ଧରାଳି ମାନେ ଦେଖିଥିଲେ କି ସେଇଲୋକଟି ଶବ ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲା । ଆରୋପି ବ୍ୟକ୍ତି ଜଣକ ଶବକୁ ମାଟିରୁ କାଢି ତାକୁ ବାହାରକୁ ବାହାର କରିଥିଲା, ସେଇଲୋକକ କୁ ନେଇ ପୋଲିଶ କୁ ଦେଇଥିଲେ । ଧନବତ କହିଲେ,ବ୍ୟକ୍ତି ଜଣକ ମାନସିକ ସ୍ତରରେ ପାଗଳ ଅଟେ, ତାର ଆଗରୁ ଅପରାଧୀ ର ରେକର୍ଡ ଥିଲା ।

ଅଭିଯୁକ୍ତ ଦୁଇଥର ବିବାହ କରିଥିଲେ ଏବଂ 2018 ରେ ଜଣେ ପତ୍ନୀ ତାଙ୍କ ବିରୁଦ୍ଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ । ତାଙ୍କୁ ଦଣ୍ଡିତ କରାଯାଇଥିଲା ଏବଂ ଧମାଜୀ ଜେଲରେ ଦଣ୍ଡ ଭୋଗୁଥିଲେ । କିନ୍ତୁ କୋଭିଡ -19 ମହାମାରୀ ହେତୁ ଜେଲରେ ଥିବା କଏଦୀମାନଙ୍କୁ ହ୍ରାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମାର୍ଚ୍ଚ ଶେଷରେ ତାଙ୍କୁ ମୁକ୍ତ କରାଯାଇଥିଲା । ତେବେ ଏହା ପରେ ସେ ପୁଣି ଏହିବହଳି କାମ କରୁଥିବାର ଦେଖି ଲୋକ ମାନେ ତାଙ୍କୁ ପୁଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ସେ ପୁଲିସ ହାଜତରେ ଅଛି ।

ପୁଲିସ ସେଇ ଝିଅଟିର ଶବକୁ ଆଉଥରେ ମାଟି ଖୋଳି ବାହାର କଲେ ଯେଉଁଟା ଲୋକ ପୋତି ଦେଇଥିଲା । ତାପରେ ପୋଷ୍ଟମର୍ଟମ ପାଇଁ ପଠାଇଥିଲେ, ସେଇ ରିପୋର୍ଟ ର ଅପେକ୍ଷା କରାଯାଇଛି । ପୁଲିସ କହିଲେ କି ଦୋଷୀ ଜଣକ ତାର ଭୁଲ ସ୍ଵୀକାର କରିଛନ୍ତି ଓ ତାକୁ ନ୍ୟାୟିକ କୋର୍ଟକୁ ପଠାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚୟ ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।