ଦେଖନ୍ତୁ Video: ହ୍ୱା-ଟ୍ସ-ଆ-ପ ରେ ଜଣେ ଶିକ୍ଷକଙ୍କୁ ଭିଡିଓ କଲ କରି ଯୁବତୀ ଦେଖେଇଲେ ନିଜ ଉ-ଲ-ଗ୍ନ ଶରୀର, ଶୁଣନ୍ତୁ ଶିକ୍ଷକ ଜଣକ କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ଆମ ଦେଶରେ ଇଣ୍ଟରନେଟର ବହୁଳ ମାତ୍ରା ରେ ବ୍ୟବହାର ହେବାରେ ଲାଗିଛି । ପ୍ରଥମେ 2G, 3G, 4Gର ବ୍ୟବହାର ହେବା ପରେ ବର୍ତ୍ତମାନ 5G ଉପରେ ଗବେଷଣା ଚାଲିଛି । ଇଣ୍ଟର ନେଟର ବ୍ୟବହାର ଅଧିକ ହେବାରୁ ସାଇବର ଠକଙ୍କର ମଧ୍ୟ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ସାଇବର ଠକ ମାନେ ନୂଆ ନୂଆ ତରିକା ଆପଣେଇ ନେଇ ଲୋକ ମାନଙ୍କୁ ହଇରାଣ ହରକତ କରିବାରେ ଲାଗିଛନ୍ତି ।

ଆଜିର ଆମର ଏହି ଲେଖାରେ ଏମିତି କିଛି ଘଟଣା ରହିଛି । ସୁନ୍ଦରଗଡର ଜଣେ ଯୁବ ଶିକ୍ଷକ ଏହି ଠକାମିର ଶିକାର ହୋଇଛନ୍ତି । ସେହି ଶିକ୍ଷକଙ୍କ କହିବା ଅନୁସାରେ ଗତ ଦୁଇ ଦିନ ତଳେ ସେ ସ୍କୁଲରୁ ଫେରିବା ପରେ ତାଙ୍କ ପାଖକୁ ୱ୍ହାଟସପରେ ଏକ କଲ ଆସିଲା । ଆଗରୁ ତାଙ୍କ ପାଖକୁ ତାଙ୍କର ଚିହ୍ନା ଶିକ୍ଷକ ମାନେ କଲ କରନ୍ତି ବୋଲି ସେ କହିଛନ୍ତି । କଲ ଆସିବା ପରେ ଶିକ୍ଷକ ଯେବେ ରିସିଭ କରିଲେ ସେହି ସମୟରେ ଦେଖିବାକୁ ପାଇଲେ ଗୋଟେ ଝିଅ ଉ-ଲ-ଗ୍ନ ଅବସ୍ଥାରେ ଅଛି ।

ଏହା ଦେଖିବା ପରେ ମାତ୍ର ୩ ସେକେଣ୍ଡର ବ୍ୟବଧାନ ପରେ ଶିକ୍ଷକ ଜଣକ ଫୋନ କାଟି ଦେଇଥିଲେ । ଏହା ପରେ ତାଙ୍କ ପାଖକୁ ଗୋଟେ ମେସେଜ ଆସିଲା ତାଙ୍କର ଫେସକୁ ନେଇ ଏଡିଟ କରା ଯାଇଛି ଯେଉଁଥିରେ ଗୋଟେ ଖରାପ ଭିଡିଓ ପ୍ରସ୍ତୁତ କରା ଯାଇଛି ଯାହାକୁ ସେ ଝିଅ ଟି ଶିକ୍ଷକଙ୍କ ପାଖକୁ ପଠାଇଲା ।

ଶିକ୍ଷକ ଜଣକ ନିଜର ଏପରି ଅ-ଶ୍ଳୀ-ଳ ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ତାଙ୍କ ପାଖକୁ ମେସେଜ ଆସିଲା ଯେ ଏହି ଭିଡିଓ ପାଇଁ ମୋଟା ରକମର ଟଙ୍କା ଦେବ ନ ହେଲେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେବି ଭଳି ମେସେଜ ଶିକ୍ଷକଙ୍କ ପାଖକୁ ଆସିଲା ।

ଏହା ପରେ ଶିକ୍ଷକ ସେହି ଝିଅ ପାଖକୁ କଲ କରିଲେ ଓ ସେ ଟଙ୍କା ମାଗିଲା । ଏହା ପରେ ତାଙ୍କୁ କିଛି ସମୟ ଦେବା ପାଇଁ ଶିକ୍ଷକ କହିଲେ । ଶିକ୍ଷକ ଏହା ପରେ ଥାନାକୁ କଲ କହିବା ପରେ ଆଇଆଇସି କହିଲେ ଯେ ଗୋଟେ ଲିଖିତ ଆକାରରେ ସେଣ୍ଡ କରିବା ପାଇଁ ଯାହାକୁ ସେ ସାଇବର ଥାନାକୁ ପଠାଇବେ । ଏହା ପରେ ଝିଅଟି ଶିକ୍ଷକଙ୍କ ପାଖକୁ ଫୋନ କରି ଅ-ସ-ଭ୍ୟ ଭା-ଷା-ରେ ଗା-ଳି ଗୁ-ଲ-ଜ କରିଲା ଯାହାର ରେକର୍ଡିଙ୍ଗ ଶିକ୍ଷକଙ୍କ ପାଖରେ ଅଛି ।

ଶିକ୍ଷକଙ୍କୁ ୧୧,୦୦୦ଟଙ୍କା ଦେବା ପାଇଁ ଫୋନ କଲ ଆସିଥିଲା ବୋଲି ସେ କହିଛନ୍ତି । କିନ୍ତ ସେ ନ ଡଋ ଥାନାରେ ଅ-ଭି-ଯୋ-ଗ କରିଥିଲେ । ଶିକ୍ଷକ ଜଣକ ନିଜ ରାଏରେ କହିଛନ୍ତି ଯେମିତି ବ୍ଯାଙ୍କରେ ଆଧାରକାର୍ଡ ଲିଙ୍କ କରା ଯାଉଛି ଠିକ ସେହିଭଳି ଏମିତି କିଛି ହେବା ଦରକାର ଯେଉଁଥି ପାଇଁ ସାଇବର ଠକ ମାନେ ଇଣ୍ଟରନେଟର ଅପବ୍ୟବହାର କରି ପାରିବେ ନାହି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *