ଜଙ୍ଗଲରେ ଦେଖିବାକୁ ମିଳିଛି ଦୁଇଟି ସିଂହଙ୍କର ସଂଘର୍ଷ ,ଉପରକୁ ଉଠି ଏମିତି କଲେ ଆଟକ ,ଦେଖନ୍ତୁ ପୁରା ଭିଡିଓ

ସୋସିଆଲ ମିଡିଆରେ ୱାଇଲ୍ଡ ଲାଇଫ ଭିଡିଓକୁ ଖୁବ ପସନ୍ଦ କରା ଯାଇଥାଏ । ସିଂହମାନଙ୍କର ଲଢେଇର ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଥାଏ । ଏଥର ରାଜସ୍ଥାନର ରଣଥଭୌର ନେସନାଲ ପାର୍କରେ ଦୁଇଟି ସିଂହଙ୍କ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ବହତୁ ଭାଇରାଲ ହେବାକୁ ଲାଗିଛି । ଯାହାକୁ ଦେଖି ଆପଣ ବି ଆଶ୍ଚଜ୍ୟ ହୋଇଯିବେ । ଏହି ଭିଡିଓକୁ ଭାରତୀୟ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାସବାନ ଶେୟାର କରିଛନ୍ତି ।

୧୪ସେକେଣ୍ଡ ର ଏହି କ୍ଲିପରେ ଦେଖା ଯାଇ ପାରିବ କି ଜଙ୍ଗଲରେ ଦୁଇଟି ସିଂହ ଲଢୁଥିବାର ଦେଖା ଯାଉଛି । ଦେଖା ଯାଉଛି କି ଦୁଇଜଣ ଖେଳ କୁଦରେ ଜଣେ ଅନ୍ୟ ଜଣକୁ ଆଘାତ ପହଞ୍ଚାଇବା ପାଇଁ ଚେଷ୍ଟା କରୁଛି । ପ୍ରବୀଣ କାସବାନ ଶେୟାର କରିବା ସମୟରେ ଲେଖିଛନ୍ତି , ‘ଖେଳକୁଦ ରେ ଜଣେ ଅନ୍ୟ ଜଣକୁ ଆଘାତ ପହଞ୍ଚାନ୍ତି ସିଂହ’ ।


ପ୍ରବୀଣ କାସବାନ ତଳେ ଲେଖିଛନ୍ତି କି ଏହି ଭିଡିଓ କିଛି ବର୍ଷର ପୁରୁଣା । ଏହି ଭିଡିଓକୁ ମୋବାଇଲ ରେ ରେକର୍ଡ କରାଯାଇ ଥିଲା । ସେ ଏହି ଭିଡିଓକୁ ୧୨ ଫେବୃୟାରୀ ରେ ଶେୟାର କରିଥିଲେ ,ଯାହାର ଏପରଜ୍ଯନ୍ତ ୬ହଜାର ରୁ ଅଧିକ ଭିୟୁଜ ହୋଇସାରିଛି । ଏହା ସହିତ ୩୦୦ ରୁ ଅଧିକ ଲାଇକ ବି ହୋଇଛି ।

Leave a Reply

Your email address will not be published. Required fields are marked *