କରୋନା ବର୍ତମାନ ସମୟରେ ବଢି ବଢି ଯାଉଛି ତେବେ ଏହା ବିଷୟରେ ଲୋକ ସଠିକ କଥା ଜାଣୁ ନାହାନ୍ତି ସେଥିପାଇଁ ତାଙ୍କୁ ଅଧିକ ଅସୁବିଧା ସାମ୍ନା କରିବାକୁ ପଡିଥାଏ ।
ଆଜି ଆପଣଙ୍କୁ ଆମେ କରୋନା ଫେଜ ୧,୨ ଆଉ ୩ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ହୋଇଥାଏ । କାହିଁକିନା ଯେତେବେଳେ ଆମେ କୌଣସି ରୋଗ ବିଷୟରେ ଜାଣି ନଥାଉ ସେତେବେଳେ ମନରେ ଆଶଙ୍କା ପାଇଁ ଆମ ସ୍ୱାସ୍ଥ୍ୟ ଆହୁରି ଅଧିକ ମାତ୍ରାରେ ଖରାପ ହୋଇଥାଏ କିନ୍ତୁ ଯେତେବେଳେ ଆମେ ରୋଗ ବିଷୟରେ ଜାନିଠାଉ ସେତେବେଳେ ସତର୍କ ରହିବା ସହଜ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି ତିନୋଟି ଫେଜରେ କଣ କଣ ଲକ୍ଷଣ ଦେଖା ଦେଇଥାଏ ଆଉ ଆପନାଙ୍କୁ କଣ କରିବା ଆବଶ୍ୟକ ଅଟେ, ତେବେ ଆସନ୍ତୁ ଜାଣିବା କୋରୋନା ଆରମ୍ଭ ଆଉ ସେସ ଫେଜରେ କଣ କଣ ହୋଇଥାଏ ।
ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଲୋକ ଅମାନିଆ ହେଉଛନ୍ତି ସେଥିପାଇଁ ସଂକ୍ରମଣ ବଢି ବଢି ଯାଉଛି ଯଦି ଲୋକ ନିଜ ଆବଶ୍ୟକ କାମ ପାଇଁ ଘରୁ ବାହାରିବେ ତେବେ ସଂକ୍ରମଣ ଅଟକାଇବା ପାଇଁ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହା କହିବାକୁ ଚାହୁଁଛୁ ଯେ କରୋନା ବର୍ତମାନ ସମୟରେ ବିକରାଳ ରୂପ ନେଇଛି ଦ୍ଵିତୀୟ ଲହର ନିଜ ଚରମ ସୀମା ଉପରେ ଅଛି ସଂକ୍ରମଣ ଦିନକୁ ଦିନ ବହୁତ ବଢି ବଢି ଯାଉଛି ତେବେ ଏହି ସମୟରେ ନିଜକୁ ଆଉ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବା ବହୁତ ଆବଶ୍ୟକ ହୋଇ ଯାଇଛି ।
କରୋନା ପ୍ରଥମ ଫେଜ :
ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ କାହା ଶରୀରରେ କରୋନା ଏଣ୍ଟର କରୁଛି ସେହି ସମୟରେ ତାଙ୍କୁ କିଛି ଲକ୍ଷଣ ଦେଖା ଯାଉ ନାହିନ କିନ୍ତୁ ଦୁଇ ଦିନ ପରେ ହାଲ୍କା ଜର, ଫ୍ଲୁ ଭଳି ଲାଗିବା ଆଉ କାସ ଭଳି ସମସ୍ଯା ହେଉଛି ତେବେ ଏହି ସମୟରେ ଆମ ଭିତର ଇମୁନିଟି ଭାଇରସ ସହ ଲଢୁଛି ଯାହା ଦ୍ଵାରା ଆମକୁ କିଛି ଆଭାସ ହେଉ ନାହିଁ ଏହା ପରେ ଆମ ବଡି ଧୀରେ ଧୀରେ କ୍ଷୟମତା ହରାଉଛି ଯାହା ପରେ ଭାଇରସ ଆମ ଉପରେ ହାବି ହେଉଛି ।
କରୋନା ଦ୍ଵିତୀୟ ଫେଜ :
ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ଦ୍ଵିତୀୟ ଫେଜ ଆସୁଛି ସେ ପର୍ଯ୍ୟନ୍ତ ଆମ ରୋଗ ପ୍ରତି ରୋଧକ କ୍ଷମତା ବହୁତ କମ ହେଇ ଯାଉଛି ଯାହା ପରେ ସଂକ୍ରମଣ ଏତେ ବଢି ଯାଉଛି ଯେ ଆମକୁ ବେକରେ କଫ ଅନୁଭବ ହୋଇଥାଏ ଏହା ଛଡା ଆମକୁ ନିଶ୍ଵାସ ନବାରେ ଟିକେ ଅସୁବିଧା ହୋଇଥାଏ ଯାହାକୁ ଆମେ ନର୍ମଲ ଥଣ୍ଡା କାସ ଭାବିଥାଉ କିନ୍ତୁ ଏହି ସମୟରେ କରୋନା ଆମ ଛାତିକୁ ଘେରିଥାଏ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଦ୍ଵିତୀୟ ଫେଜରେ ସବୁଠାରୁ ବଡ ସମସ୍ଯା ଏହା ହୋଇଥାଏ ଯେ ଆମ ରକ୍ତ ଗାଢ ହବାକୁ ଲାଗିଥାଏ ଆଉ ଆର୍ଟେରିଜ ବ୍ଲକ ହବାକୁ ଲାଗିଥାଏ ଯାହା ପରେ ଆକ୍ସିଜନ ମାତ୍ରା କମିବାକୁ ଲାଗିଥାଏ ।
କରୋନା ଥର୍ଡ ଫେଜ :
ଥର୍ଡ ଫେଜ ବହୁତ ଭୟଙ୍କର ହୋଇଥାଏ କାହିଁକିନା ଏହି ସମୟରେ ଆପଣଙ୍କ ପୁରା ଶରୀର ଉପରେ କରୋନାର କଣ୍ଟ୍ରୋଲ ହୋଇଥାଏ, ଏହା ପରେ ଆପଣଙ୍କ ଆଣ୍ଟିବଡି ଆପଣଙ୍କ ଇଣ୍ଟରନାଲ ଅରଗାନ ମାନଙ୍କୁ ଅଫେକ୍ଟ କରିବା ଆରମ୍ଭ କରିଥାନ୍ତି ଯାହା ଦ୍ଵାରା ଆପଣଙ୍କ ହାର୍ଟ ବା କିଡନି ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ଆଉ ରୋଗୀ ବଞ୍ଚିବାର ଚାନ୍ସ ବହୁତ କମ ହୋଇ ଯାଇଥାଏ ।
ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ପ୍ରଥମ ଫେଜରେ ରୋଗୀକୁ ଆଣ୍ଟିବଡି ଆଉ ପ୍ଲାଜମା ଦ୍ଵାରା ଭଲ କରା ଯାଇ ପାରିବ ।