Janklin ଙ୍କ ପରେ Somalinଙ୍କ ପାଳି, ସାରିଲା ନିର୍ବନ୍ଧ… ଦେଖନ୍ତୁ ପୁରା Video

ଅଭିନେତ୍ରୀ ଜାଙ୍କଲିନ ଓ ଅଭିନେତା ଅରବିନ୍ଦ ଗତ କିଛି ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ବିବାହ ପର ଠାରୁ ହିଁ ଜାଙ୍କଲିନ ନିଜ ସ୍ଵାମୀ ଅରବିନ୍ଦଙ୍କ ସହ ନିଜର ବହୁତ ଭିଡିଓ ଶେୟାର କରନ୍ତି । ଯାହାକୁ ଦର୍ଶକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ଏତିକି ନୁହେଁ ବିବାହ ପୂର୍ବରୁ ବି ଜାଙ୍କଲିନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବହୁତ ଭିଡିଓ ଶେୟାର କରୁଥିଲେ । ଯାହାକୁ ତାଙ୍କର ଫ୍ୟାନମାନେ ବହୁତ ଲାଇକ କରୁଥିଲେ ।

କହିଦେଉଛୁ କି ଅଭିନେତ୍ରୀ ଜାଙ୍କଲିନ ଓ ଅଭିନେତା ଅରବୀନ୍ଦଙ୍କ ପ୍ରେମ ବିବାହ ହୋଇଛି ଯାହା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଜାଙ୍କଲିନଙ୍କ ପରେ ବର୍ତ୍ତମାନ ତାଙ୍କର ଭଉଣୀ ସୋମଳିନ ବାହା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

କହିଦେଉଛୁ କି ଦୁଇ ଜଣ ପ୍ରଥମେ ରଜ କୁଇନରେ ଆସିଥିଲେ । ଏହା ପରେ ଜାଙ୍କଲିନ ରଜ କୁଇନ ଜିତି ଥିଲେ ଓ କିନ୍ତୁ ଏହି ଶୋରେ ଆସିବା ପରେ ଦୁଇ ଜଣ ସେଲିବ୍ରେଟି ହୋଇ ଯାଇଥିଲେ । ଦୁଇ ଜଣ ପ୍ରାୟତଃ ନିଜର ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ କରନ୍ତି । ଯାହାକୁ ଓଡିଶାର ଦର୍ଶକମାନେ ଖୁବ ପସନ୍ଦ ବି କରନ୍ତି । ଏମାନେ ବହୁତ ଜଲ୍ଦି ପପୁଲାର ବି ହୋଇଗଲେ । ଦୁଇ ଭଉଣୀ ସିରିଏଲରେ ବି କାମ କରୁଛନ୍ତି ।

ଜାଙ୍କଲିନଙ୍କ ପରେ ବର୍ତ୍ତମାନ ସୋମାଲିନଙ୍କ ବିବାହକୁ ନେଇ ଚାରିଆଡେ ଚର୍ଚା ଚାଲିଛି । କିଛି ଦିନ ତଳେ ସୋମାଲିନ ନିଜର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । କହିବାକୁ ଗଲେ ଏହି ଫଟୋରେ ସୋମାଲିନ ଶାଢୀ ଗହଣା ଓ ମେହେନ୍ଦି ପିନ୍ଧିବାର ନଜର ଆସୁଥିଲେ । ସେହି ଫଟୋକୁ ଦେଖି ଲୋକମାନେ କହିବାକୁ ଲାଗିଲେ କି ସୋମାଲିନଙ୍କ ନିର୍ବନ୍ଧ ହୋଇ ସାରିଛି । ସୋମାଲିନଙ୍କ ଏହିଭଳି ଲୁକ ଦେଖି ତାଙ୍କର ଫ୍ୟାନମାନେ ଚିନ୍ତା କରିଲେ କି ସୋମାଲିନଙ୍କ ନିର୍ବନ୍ଧ ହୋଇ ଯାଇଛି ।

କିନ୍ତୁ ଏହା ସତ ନୁହେଁ । ସୋମାଲିନ କିଛି ଜୁୟେଲେରି ଦୋକାନର ବିଜ୍ଞାପନ ପାଇଁ ଏହି ଲୁକ ନେଇ ଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସୋମାଲିନ ସିଂଗଲ ଅଛନ୍ତି । ସୋମଳିନ କେବେ ବିବାହ କରିବେ ଏହାକୁ ନେଇ ସେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି । କହିଦେଉଛୁ କି ଜାଙ୍କଲିନ ଓ ସୋମାଲିନ ବହୁତ କମ ଦିନ ଅମଧ୍ୟରେ ବହୁତ ଲୋକପ୍ରିୟ ହୋଇଯାଇଛନ୍ତି । ସୋମାଲିନଙ୍କ ଫ୍ୟାନ ଫୋଲିଙ୍ଗ ବି ବହୁତ ଅଧିକ ଅଟେ ।

Leave a Reply

Your email address will not be published. Required fields are marked *