ସକାଳୁ ମା Aparajita ଓ ବାପା Uttam Mahantyଙ୍କୁ ମୁଣ୍ଡିଆ ମାରି ଏମିତି ନିଜ ଜନ୍ମଦିନ ପାଳିଲେ Babushaan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜି ଓଲିଉଡ ସୁପର ଷ୍ଟାର ତଥା ଚକେଲ୍ଟ ହିରୋ ବାବୁସାନ ମହାନ୍ତି ଙ୍କ ଜନ୍ମ ଦିନ । ଆଜି ତାଙ୍କୁ ୩୨ ବର୍ଷ ପୁରୀ ୩୩ ବର୍ଷ ଚାଲିଲା । ୩୨ ବର୍ଷରେ ଜୀବନର ଅଭିଜ୍ଞାତା କୁ ପଛରେ ପକାଇ ନୂଆ ଜୀବନର ଅଭିଜ୍ଞାତା କୁ ସାଉଁନ୍ଟି ବା ପାଇଁ ବାବୁସାନ ଆଜି ସକାଳୁ ଉଠି ଗାଧୋଇ ବାପା ଉତ୍ତମ ମହାନ୍ତି ଓ ମା ଅପାରଜିତା ମହାନ୍ତି ପାଦ ଛୁଇଁ ପ୍ରଣାମ କରିଛନ୍ତି । କାରଣ କଥା ରେ ଅଛି ଅବପା ମା ହେଉଛନ୍ତି ଚଳନ୍ତି ଠାକୁର । ବାପା ମା ଙ୍କୁ କୁଣ୍ଢାଇ ଧରି ମହା ଆନନ୍ଦରେ ଆଜି ବାପା ମା ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ତାଙ୍କର ସବୁ ଇଚ୍ଛା କୁ ପୂରଣ କରିବେ ।

ସେ ଏବେ ସୁନା ପିଲା ହେବେ ଆଉ ଦୁଷ୍ଟ ହେବେ ନାହି । ତେବେ ସୂଚନା ଅନୁଯାୟୀ ଯେବେ ବାବୁସାନ ଓ ପ୍ରକୃତି ଙ୍କ ବିବାଦ ବଢିଲା ଦୁହେଁ ଚେନ୍ନାଇ ନେଇ ଚାଲି ଯାଇଥିଲେ ଯାହାକୁ ନେଇ ବିବାଦ ଅଧିକ ବଢିଥିଲା । ତେବେ ଚେନ୍ନାଇ ରୁ ଘରକୁ ଫେରିବା ପରେ ବାବୁସାନ ନିଜ ମା ଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ । ବାବୁସାନ ଘରକୁ ଫେରିବା ପରେ ତାଙ୍କ ବାପାଙ୍କର ଦେହ ଖରାପ ଥିଲା ।

ଆଉ ସେ ଏଭଳି କୌଣସି କାମ କରିବେ ନାହି ଯାହା ଦ୍ଵାରା ତାଙ୍କ ବାପା ମା ଚିନ୍ତିତ ହେବେ । ଆଜି ତାଙ୍କ ସ୍ତ୍ରୀ ତୃପ୍ତି ଙ୍କୁ ଘରକୁ ନେଇ ଆସିବେ ବୋଲି ଖବର ରହିଛି । ନିଜ ପୁଅ ଗୁଆନ ଙ୍କୁ ନିଜ ଘରକୁ ଆଣିବେ ବାବୁସାନ । ଏବେ ଜେଜେବାପା, ବାପା ଆଉ ନାତି ୩ ଜଣ ମିଶି ଖେଳିବେ ଆଉ ସବୁ ସମସ୍ୟାର ସମାଧାନ ହୋଇଯିବ ।

ତୃପ୍ତି ଙ୍କର ମଉସା ମାଉସୀ ଙ୍କୁ ଆଶ୍ଵାସନା ଦେବେ ବାବୁସାନ କି ଏମିତି ଆଉ ଭୁଲ ହେବ ନାହି । ବାବୁସାନ ହେବେ ଜ୍ଵାଇଁ ନମ୍ବର ୱାନ ଆଉ ଦୁନିଆର ସବୁ ଖୁସି କୁ ଅଜାଡି ଦେଲେ ତୃପ୍ତି ଙ୍କ ପାଦ ତଳେ ବୋଲି ବାବୁସାନ ପ୍ରତିକ୍ରିୟା ଦେଇଛନ୍ତି । ତୃପ୍ତି ନିଜ ସ୍ଵାମୀ ଙ୍କ ଉପରେ ଅଭିମାନ କରିଛନ୍ତି ସତ କିନ୍ତୁ ତାଙ୍କ ପାଖରେ ରହିଛି ସୁନାର ହୃଦୟ ।

ସ୍ଵାମୀ ଙ୍କୁ ସେହି ସୁନାର ହୃଦୟରେ ଆଜି କ୍ଷମା କରି ଦେବେ ତୃପ୍ତି । ସ୍ଵାମୀ ଯେତେ ଆଡେ ଯେତେ ଖରାପ ହୋଇଥାଉ ନା କାହିଁକି ସବୁବେଳେ ସ୍ଵାମୀ କୁ ପ୍ରେମ କରୁଥିବା ସ୍ତ୍ରୀ ଟି କ୍ଷମା କରି ଦିଏ ସ୍ଵାମୀ କୁ । ହେଲେ ତାଙ୍କ କ୍ଷମା ର ପ୍ରତିଦାନ ଦେବକାଉ ପଡିବ ବାବୁସାନ ଙ୍କୁ । ଆଉ ବାବୁସାନ ସେହି ପ୍ରତିଜ୍ଞା ଦେବେ ଆଜି ସ୍ତ୍ରୀ ତୃପ୍ତି ଙ୍କୁ ।

ଆଉ ଆଜି ଘରକୁ ଫେରିବେ ତାଙ୍କ ଘରର ଲକ୍ଷ୍ମୀ ଆଉ ତାଙ୍କ ଘର ଖୁସି ରେ ପୁରି ଥିବ ବୋଲି ଖବର ରହିଛି । ଗତ କାଲି ରାତିରେ ଏ ନେଇ ବଡ ନିସ୍ପତି ନିଆ ଯାଇଛି । ବନ୍ଧୁଗଣ ଆପଣଙ୍କର ବାବୁସାନ ନିଜ ବାପା ମାଙ୍କୁ ପାଦ ଛୁଇଁ ପ୍ରଣାମ କରି ଯେଉଁ ମହାନ କାମ କରିଛନ୍ତି ତାହାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *