EXCLUSIVE: ପରଦା ପଛର ଅସଲ ଖେଳାଳି Babushanଙ୍କ ମ୍ୟାନେଜର Joyeeta Roy, କଣ ତାଙ୍କର ଉଦେଶ୍ୟ?

ବନ୍ଧୁଗଣ ତୃପ୍ତି-ବାବୁସାନ-ପ୍ରକୃତି ବିବାଦ ପଚରା ମୁଖ୍ୟ ଖଳନାୟିକା ହେରୁଛନ୍ତି ଜଏତା ରାଏ । ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଜଏତା ରାଏ ଙ୍କୁ ଯିଏ ତୃପ୍ତି ଙ୍କୁ କହିଥିଲେ କେଉଁ ଠାରେ ବାବୁସାନ ଓ ପ୍ରକୃତି ଅଛନ୍ତି । ଜଏତା ହିଁ କହିଥିଲେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ । ତା ସହ ଜଏତା ବାବୁସାନଙ୍କର ଆଗାମୀ ଫିଲ୍ମ ଦମନ ର ପ୍ରମୋଶନ ମଧ୍ୟ କରୁଛନ୍ତି । ଇଣ୍ଟରନେଟ ରେ ଭାଇରାଲ ହେଉଥିବା ବାବୁସାନ ଓ ପ୍ରକୃତିଙ୍କ ଅଡିଓ କଲ କୁ ଜଏତା ହିଁ ଲିକ କରିଥିବା କଥା ଶୁଣିବାକୁ ମିଳିଛି ।

କେବଳ ସେତିକି ନୁହେଁ ଚେନ୍ନାଇ ରେ ରହଣି ସମୟରେ ଯେଉଁ ହୋଟେଲରେ ଭିଜୁଆଲ ଭାଇରାଲ ହୋଇଥିଲା ତାହା ବି ଜଏତା ଲିକ କରିଥିଲେ । ତେବେ ଏହା ପଛର କାରଣ କଣ ହୋଇ ଥାଇପାରେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ । ତେବେ ସୂଚନା ଅନୁଯାୟୀ ଆପଣ ମାନେ ଏହି ଭିଡିଓରେ ଦେଖିପାରିବେ ଗୋଟେ ମେଲ ଯାହାକୁ ପ୍ରକୃତି ମିଶ୍ରଙ୍କୁ ୩୧ ଅଗଷ୍ଟ ୨୦୨୧ରେ ଯେଉଁଥିରେ ଜଏତା କାମ କରୁଥିବା ସିଗନେଚର ୨୪ ପ୍ରଡକସନ ତରଫରୁ ଏହି ମେଲ ପଠାଯାଇଥିଲା । ଆଉ କୌଣସି ସର୍ଭିସ ନେବେ ନାହିଁ ବୋଲି ମଧ୍ୟ କୁହାଯାଉଛି ।

ତେବେ ଜଏତା ହେଉଛନ୍ତି ଜଣେ PR ମ୍ୟାନେଜର ଯିଏ କି ବାବୁସାନଙ୍କର ପ୍ରମୋଶନ କରିବା ସହ ବାବୁସାନଙ୍କର କୌଣସି ଡେଟ ଆବଶ୍ୟକାତା ହେଲେ ସେ ହିଁ ସବୁ ଲୋକଙ୍କୁ ପ୍ରଦାନ କରନ୍ତୁ । ଯେବେ କୋରୋନା ଲକ ଡାଉନ ପରେ ପ୍ରକୃତି ଭୁବନେଶ୍ଵର କୁ ଫେରିଲେ ସେହି ସମୟରେ ଜଏତା, ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୋଟେ ପ୍ରକାରର ବନ୍ଧୁତ୍ଵ ।

ତେବେ ପ୍ରକୃତି ମିଶ୍ର ଙ୍କୁ କି ସିଗନେଚର-୨୪ ରେ ସାଇନ କରାଗଲା । ଏହା ପରେ ପ୍ରକୃତି ଏହାର ସର୍ଭିସ ନେବା ଆରମ୍ଭ କରିଲେ । ତେବେ ଏହାର କିଛି ସମୟ ପରେ ଏହାର ସର୍ଭିସକୁ ଡିସକନଟିନିୟୁ କରି ଆଉ ଏକ PR ଏଜେନ୍ସି ସହିତ ଯୁକ୍ତି କରିଲେ ଯାହା କି ଜଏତାଙ୍କୁ ସହ୍ୟ ହେଲା ନାହି ।

ଜଏତା ଜାଣିଥିଲେ ପ୍ରକୃତିଙ୍କ ସବୁ ଜିନିଷ ବିଷୟରେ । ଆଉ ଅନ୍ୟ ପଟେ ପ୍ରକୃତି ଚାଲାକି କରି ବାବୁସାନଙ୍କର ସବୁ ଡେଟ ଅନ୍ୟ ସବୁ PR ଏଜେନ୍ସିକୁ ଦେବା ଆରମ୍ଭ କରିଲେ । ପ୍ରକୃତିଙ୍କ ମାଧ୍ୟମରେ ସମସ୍ତେ ବାବୁସାନଙ୍କର ଡେଟ ପାଇବା ପରେ ଜଏତା ସହିପାରିଲେ ନାହି ଯାହା ଏହି ମେଲ କହି ଦେଉଛି ଯେଉଁଥିରେ ତନିଷ୍କ ବିଷୟରେ ଲେଖାଯାଉଛି । ତେବେ କଥା ଉଠିଛି ଜଏତା କାହିଁକି ଏମିତି କରୁଛନ୍ତି ଏହା ପଛରେ ତୃପ୍ତିଙ୍କୁ ସାହାଜ୍ଯ କରିବାର ଉଦ୍ଦେଶ୍ୟ ରହିଛି ନା ଫିଲ୍ମ ଦମନର ପ୍ରମୋଶନ କରିବାର ଅଛି ।

ତେବେ ପ୍ରକୃତିଙ୍କୁ ଏବେ ସମତେ ଖରାପ ଦ୍ରୁଷ୍ଟିରେ ଦେଖୁଛନ୍ତି । ବାସ୍ତବରେ ବାବୁସାନଙ୍କର ଯେତିକି ଭୁଲ ରହିଛି ପ୍ରକୃତିଙ୍କର ମଧ୍ୟ ସେତିକି ଭୁଲ ରହିଛି । ମିଡିଆରେ ଚାଲିଥିବା ଷ୍ଟଣ୍ଡ ପଛରେ ଜଏତାଙ୍କର ହାତ ଥିବା ସୂତ୍ରରୁ ଜଣାପଡିଛି । ତେବେ ଜଏତା ଏମିତି କାହିଁକି କରୁଛନ୍ତି ଥା ଏବେ ସବୁଠାରୁ ବଡ ପ୍ରଶ୍ନ । ବନ୍ଧୁଗଣ ଆପଣଙ୍କର ଜଏତା ରାୟ ଙ୍କ ଏଭଳି କାରନାମାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *