ଜନ୍ମରୁ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୪ ଟି ନାମର ଝିଅମାନେ- Jyotish Shastra

ଆଜି ଆମେ ଏଠାତରେ ଏହି ୪ ଟି ନାମର ଝିଅ ବିଷୟରେ କହିବୁ ଯେଉଁମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କେଉଁ ମାନେ ଅଟନ୍ତି ସେଇ ଭାଗ୍ୟ ଶାଳି ଝିଅ ଆସନ୍ତୁ ଏହି ଲେଖା ମାଧ୍ୟମରେ ଜାଣିବା । ସବୁ ମଣିଷର ତାରିକା, ବିଚାର ସ୍ଵଭାବ ଅନ୍ୟ ଠାରୁ ଅଲଗା ହୋଇଥାଏ । ତାଙ୍କର ପ୍ରକୃତି ନାମର ପ୍ରଥମ ଅକ୍ଷର ଅନୁସାରେ ହୋଇଥାଏ । ବ୍ଯକ୍ତିର ନାମର ପ୍ରଥମ ଅକ୍ଷର ବ୍ଯକ୍ତିର ବ୍ୟକ୍ତିତ୍ବ ସହିତ ଜଡିତ ବହୁତ ରାଜ ଖୋଲିଥାଏ । ଏହା ସାବି ଜୀବନରେ ଗଭୀର ପ୍ରଭାବ ପକାଇଥାଏ ।


ଶାସ୍ତ୍ର ଅନୁସାରେ କିଛି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବହୁତ ଭାଗ୍ଯବାନ ହୋଇଥାନ୍ତି । ଏମାନେ ଯାହା ସହିତ ସମ୍ପର୍କ ବନାଇ ଥାନ୍ତି ତାଙ୍କ ସହିତ ପୁରା ବିଶ୍ବାସର ସହିତ ସମ୍ପର୍କ ନିଭାଇ ଥାନ୍ତି । କୁହାଯାଏକି ଏହି ଚାରୋଟି ନାମର ଝିଅ ଯୁଆଡେ ଯାଆନ୍ତି ଖୁସି ବାଣ୍ଟିଥାନ୍ତି । ତାଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ହାତ ରହିଥାଏ । ତାଙ୍କ ସହିତ ଜଡିତ ଲୋକ ତାଙ୍କୁ ଭାଗ୍ୟଶାଳୀ ମାନିଥାନ୍ତି ।


ୱାଇ ଅକ୍ଷର ନାମ ବାଲି ଝିଅ :- ଯେଉଁ ଝିଅ ମାନଙ୍କର ନାମ ୱାଇ ଅକ୍ଷରରୁ ଆରମ୍ଭ ହୋଇଥାଏ । ସେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅମାନେ ତାଙ୍କ କଥାକୁ ନେଇ ବହୁତ ସଜାଗ ହୋଇଥାନ୍ତି । ସେ ଗୋଟେଥର ସ୍ତିର କରିଥାନ୍ତି ମାନେ ତାକୁ କରିକି ରହିଥାନ୍ତି । ଏହି ଝିଅ ମାନେ ଯାହା ସହିତ ନିଜର ସମ୍ପର୍କ ଆରମ୍ଭ କରିଥାନ୍ତି ତା ଉପରେ ପୁରା ସମର୍ପିତ ହୋଇଥାନ୍ତି । ସେ ଯାହା ବାଦା କରିଥାନ୍ତି ପୁରା ଇମାନଦାର ସହିତ ପୂରଣ କରିଥାନ୍ତି । ନିଜ ପାର୍ଟନର ପ୍ରତି ଏମାନେ ବହୁତ ବିଶ୍ଵସ୍ତ ହୋଇଥାନ୍ତି ।


ଭି ଅକ୍ଷର ନାମର ଝିଅ :- ଯେଉଁ ଝିଅ ମାନଙ୍କର ନାମ ଭି ଅକ୍ଷରରୁ ଆରମ୍ଭ ହୋଇଥାଏ ବା ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହା ସହିତ ଏମାନଙ୍କ ହୃଦୟ ମଧ୍ୟ ସଫା ଆଉ ସୁନ୍ଦର ହୋଇଥାଏ । ସେମାନେ ତାଙ୍କ ସଂପର୍କକୁ ବହୁତ ଇମାନଦାର ସହିତ ନିଭାଇ ଥାନ୍ତି । ଜୀବନ ସାଥୀକୁ ବହୁତ ପ୍ରେମ କରିବା ସହିତ ସବୁ ଛୋଟ ବଡ ଖୁଶିର ମଧ୍ୟ ଯତ୍ନ ରଖିଥାନ୍ତି ।


ଜି ଅକ୍ଷର ନାମର ଝିଅ :- ଏହି ଝିଅ ମାନେ ବହୁତ ଭାଗ୍ଯବାନ ହୋଇଥାନ୍ତି । ତାଙ୍କର ସ୍ଵଭାବ ବହୁତ ଖୁସ ମିଜାଜ, ମିଳନସାର ଓ ଯତ୍ନ ବାନ ହୋଇଥାନ୍ତି । ଏମିତିରେ ଏହି ଝିଅ ଯାହାକୁ ମିଳିଥାଏ ତାଙ୍କ ଉପରେ ଗଭୀର ଛାପ ଛାଡିଥାଏ । ଏହି ଝିଅ ମାନେ ଚତୁର୍ପାର୍ଶ୍ବରେ ଖୁସି ବାଣ୍ଟି ଥାଏ । ଏହି କାରଣରୁ ତାଙ୍କ ଭାଗ୍ୟ ତାଙ୍କର ସାଥ ଦେଇଥାଏ । ତାଙ୍କର ହସ ହସ ମୁହଁ ଲାଗି ତାଙ୍କର ଶଶୁର ଘର ଲୋକଙ୍କୁ ବହୁତ ଖୁସିରେ ରଖିଥାଏ ।


ଡି ଅକ୍ଷର ନାମର ଝିଅ :- ଏହି ଝିଅ ମାନେ ବହୁତ ଭାଗ୍ୟ ଶାଳି ହୋଇଥାନ୍ତି । ଏହି ଝିଅ ମାନେ ଯୁଆଡେବି ଯାଇଥାନ୍ତି ଖୁସି ବାଣ୍ଟି ଥାନ୍ତି । ତାଙ୍କର ଭଲ ଗୁଣ କାରଣରୁ ଦେବୀ ଲକ୍ଷ୍ମୀଙ୍କର କୃପା ମଧ୍ୟ ତାଙ୍କ ଉପରେ ରହିଥାଏ । ଏହି ଝିଅଙ୍କର ଯେଉଁ ଘରେ ବିବାହ ହୋଇଥାଏ ତାଙ୍କ ପାଇଁ ମଧ୍ୟ ଏଇ ଝିଅ ବହୁତ ଭାଗ୍ଯବାନ ପ୍ରମାଣିତ ହୋଇଥାଏ । ସେ ତା ଶ୍ଵଶୁର ଘରକୁ ସୁଖ ସମୃଦ୍ଧି ନେଇକି ଯାଇଥାଏ । ଏହା ସହିତ ସେଇ ଘରେ ଧନର ବର୍ଷା ହୋଇଥାଏ ।

Leave a Reply

Your email address will not be published. Required fields are marked *