ରବିବାର 18 ଏପ୍ରିଲ 202- ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି 5 ଟି ରାଶି ଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜି  ଆପଣଙ୍କ ପ୍ରେମ ସମ୍ବନ୍ଧରେ ବହୁତ ପ୍ରଗାଢତା ଆସିବ । ଏବେ ଆସୁଥିବା ସମୟରେ ବ୍ୟାପାରୀ ମାନଙ୍କର ବହୁତ ତେଜିରେ ବୃଦ୍ଧି ହେବ । ପରିବାରରେ ଚିନ୍ତା ବଢିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ରୋମାନ୍ସ ବଢିବ । ଚାକିରି ସହିତ ଜଡିତ କୌଣସି ଆକର୍ଷକ ପ୍ରସ୍ତାବ ମିଳିପାରେ । ଟିକେ ପ୍ରୟାସ ଦ୍ଵାରା କାମ ବନିବ । କାର୍ଯ୍ୟର ପ୍ରଶଂସା ହେବ । ଶତ୍ରୁ ପରାସ୍ତ ହେବ । ବୈବାହିକ ଚର୍ଚାରେ ସଫଳତା ମିଳିବା ଦ୍ଵାରା ଉଶ୍ଚାହିତ ରହିବେ ।

ବୃଷ :- ଆଜି ଆପଣ ଆପଣଙ୍କ କାମ ଭଲ କଥା କହି କରିନେବେ । ବହୁତ ଦିନର କାମକୁ ପୁରା କରି ଆପଣ ଆଜି ଶାନ୍ତିରେ ନିଶ୍ଵାସ ମାରିବେ । ସାହାର୍ଯ୍ୟ ଦରକାର କରୁଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ । ଅଫିସରେ ଚାଲିଥିବା ବିବାଦ ସେଶ ହେବ । ପରିବାରରେ ଆପଣଙ୍କ ପଜିଟିଭ ବ୍ଯବହାର ଲୋକଙ୍କୁ ପ୍ରଭାବିତ କରିବେ । ଆପଣ ନିଜ ଟେନସନ ଲାଗି ରୋଗଗ୍ରସ୍ତ ହୋଇପାରନ୍ତି ।

ମିଥୁନ :- ଅର୍ଥର ଯୋଜନା ଫଳୀଭୂତ ହେବ । ପାରିବାରିକ ସଦସ୍ଯରେ ମତଭେଦ ଖତମ କରନ୍ତୁ ଆପଣ ନିଜର  ଉଦେଶ୍ୟର ପୁର୍ତୀ ସହଜରେ କରିବେ । ମାତାଙ୍କ ସ୍ୱାସ୍ଥ୍ୟକୁ ନେଇକି ଚିନ୍ତା ଆସିପାରେ । ଘର କଥାକୁ ଗୁପ୍ତ ରଖିବାକୁ ଚେଷ୍ଟା କରନ୍ତୁ ଅନ୍ଯଥା ବିରୋଧୀ ସୁଯୋଗକୁ ହାତଛଡା କରିବେ ନହିଁ । କାର୍ଯ୍ୟ ସଫଳତା ପୂର୍ବକ ସମ୍ପର୍ଣ ହେବ ।

କର୍କଟ :- ପ୍ରିୟ ବ୍ୟକ୍ତିଙ୍କ ସହିତ ପ୍ରେମର ସୁଖଦ ଅନୁଭବ ପ୍ରାପ୍ତ କରିବେ । ଆପଣଙ୍କ ଆୟରେ ବୃଦ୍ଧି ହେବ, ଯାହା ଦ୍ଵାରା ମନ ହର୍ଷିତ ହେବ । ପ୍ରେମ ଜୀବନରେ ସୁଖ ଭରି ସମୟ ଆସିବ ଓ ଆପଣଙ୍କ ପ୍ରେମିକ ସହିତ ବହୁତ କଥା ହେବେ । ଜମି ଦ୍ଵାରା ଜଡିତ ବହୁତ ଫାଇଦା ସଉଦା ହୋଇପାରେ । ଆଖିରେ ଚୋଟ ବା ରୋଗରେ ପୀଡା ସମ୍ଭବ ଅଟେ । ଶୁଭ ସମାଚାର ମିଳିବ । ଦାମ୍ପତ୍ୟ ଜୀବନରେ ଚିନ୍ତାରୁ କମି ହେବ । ଆପଣଙ୍କୁ ଧନ ଲାଭ ହେବ ।

ସିଂହ :- ଆଜି ବୁଝିସୁଝି କରାଯାଇଥିବା କାମ ଆପଣଙ୍କୁ ସଫଳତା ଦେବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ, ମନୋରଞ୍ଜକ କାର୍ଯ୍ୟରେ ଖର୍ଚ ହେବ । ନୂଆ ଚାକିରି ପାଇଁ ଯେଉଁ ଲୋକ ପ୍ରୟାସ କରିଛନ୍ତି ତାଙ୍କର କେଉଁଠୁ ଅଫର ମିଳିବାର ସମ୍ଭାବନା ରହିଛି । ଚୋଟ ବ୍ୟାପାରୀ ଭଲ ଲାଭ କରିବେ । ମାନସିକ ଚିନ୍ତା ଓ ଦାୟିତ୍ଵହିନତା ଲାଗି ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପଡିବ ।

କନ୍ୟା :- ପ୍ରେମ ଜୀବନ ପାଇଁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡିବ କାରଣ ଆଶା କିଛି ଅଧିକ ରହିଛି । ଅନ୍ୟ ଲୋକର ବିଚାରର ସନମାନ କରିବା ବହୁତ ମହତ୍ଵ ପୂର୍ଣ ଅଟେ । ଚାକିରି କରିଥିବା ଲୋକଙ୍କୁ ନିଜ କାମରେ ଆନନ୍ଦ ଆସିବ ଆଉ ତାଙ୍କର ସ୍ଥିତି ମଜଭୁତ ରହିବ । ନିଜ ସବୁ ବିଚାରକୁ ଏକ ସାଥିରେ ରାଖୀ ଦେଖନ୍ତୁ ସେଥିରୁ ଯେଉଁ ନିଷ୍କର୍ଷ ବାହାରିବ ସେଥିରେ ଆପଣଙ୍କୁ ସ୍ଥିତିକୁ ମୁକାବିଲା କରିବାରେ ସାହାର୍ଯ୍ୟ ମିଳିବ ।

ତୁଳା :- ରାଗିବା ଆଜି ଉଚିତ ରହିବା ନହିଁ । ନୂଆ ଯୋଜନା ଲାଭ ଦେବ। ମନୋରଞ୍ଜନ କାର୍ଯ୍ୟରେ ଖର୍ଚ ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବହୁମୂଲ୍ୟ ବସ୍ତୁ ଅଥବା ସମ୍ପତିର ପ୍ରାପ୍ତିର ଅଭିଲାସାଆଜି ପୁରା ହେବ । କାର୍ଯ୍ୟ ପ୍ରଣାଳୀରେ ସୁଧାର ହେବ । ନୂଆ ଅନୁବନ୍ଧ ହେବ । ବ୍ୟବସାୟ ଠିକ ଚାଲିବ । ବିଦ୍ୟାର୍ଥୀ ଓ ଓକିଲ ମାନଙ୍କ ପାଇଁ ଦିନ ଠିକ ରହିବ । ବହୁତ ଭଲ ହେବ ନିଜ ବ୍ୟବସାୟ ଓ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ।

ବିଛା :- ବିଛା ରାଶିର ଲୋକ ନିଜ ଭାବନାକୁ ବଶରେ ରଖିବା ଶିଖିବାକୁ ପଡିବ । ଜୀବନ ସାଥି ସହିତ କିଛି ଭଲ ମତଭେଦ ହୋଇବ । ଆଜି ଆପଣଙ୍କ ପଇସା କେଉଁଠି ଅଟକି ପାରେ, ଏହା ସହିତ ବଢୁଥିବା ଖର୍ଚ ଟିକେ ଅସୁବିଧା କରିବ । ଆପଣଙ୍କ ନିଷ୍ପତିରେ ମାତା ପିତାଙ୍କ ସାହାର୍ଯ୍ୟ ଗୁରୁତ୍ଵ ପୂର୍ଣ ରହିବ । କୌଣସି ନୂଆ କାମ ପାଇଁ କିଛି ଭାବିବେ ଚିନ୍ତିବେ । ପାରିବାରିକ ମାହୋଲ  ସୁଖମୟ ରହିବ ।

ଧନୁ :- ପରିବାର ସହିତ ସାମାଜିକ ସମାରୋହରେ ବାହାରେ ବୁଲିବା ବା ପର୍ଯ୍ୟଟନରେ ଯିବେ ଓ ଆନନ୍ଦରେ ସମୟ ବ୍ଯତୀତ ହେବ । ବ୍ୟର୍ଥ ଯାତ୍ରା ହୋଇପାରେ । ଭାବି ଚିନ୍ତିକି କାର୍ଯ୍ୟ ବ୍ୟବହାର କରନ୍ତୁ । ପ୍ରେମ ଜୀବନ ପାଇଁ ସିତାରା ଆପଣଙ୍କୁ ସହଯୋଗ କରିବ । ଚତୁରତାର ସହିତ ବିଗିଡି ଥିବା କାମ କରାଇ ଦେବେ । କୌଣସି ସୂଚନା ଚିନ୍ତିତ କରିପାରେ । ପାରିବାରିକ କାର୍ଯ୍ୟକୁ କରିବା ପାଇଁ ସଫଳ ହେବେ ।

ମକର :- କାର୍ଯ୍ୟ କ୍ଷେତ୍ରରେ କଠିନ ସମସ୍ୟାର ସାମ୍ନା କରିବାକୁ ପଡିବ । ଆପଣ ନିଜ ତେଜ ଓ ସକ୍ରିୟ ଦିମାଗ କାରଣରୁ କୌଣସି ସହଜରେ ଶିଖି ପାରିବେ । ବାଣୀର ହଲ୍କା ଶବ୍ଦର ପ୍ରୟୋଗରୁ ବଞ୍ଚନ୍ତୁ । ଯାତ୍ରା ଲାଭକାରୀ ରହିବ । ସାଙ୍ଗ ଓ ଘର ପରିବାର ଆପଣଙ୍କୁ ଭଲପାଇବା ଓ ସହଯୋଗ କରିବେ ।

କୁମ୍ଭ :- ଆଜି ଅଚାନକ କେଉଁଠୁ ଧନର ପ୍ରାପ୍ତି ହେବ , ଆପଣଙ୍କ ସବୁ ଅଧା କାମ ସମୟରେ ପୁରା ହେବ । ଯେଉଁ ଲୋକ କଳା ସମ୍ବନ୍ଧିତ କୌଣସି ପ୍ରତିଭା ରଖୁଛନ୍ତି ତାଙ୍କ ପାଇଁ ସମୟ ଉଚିତ ଚାଲୁଅଛି । ଏହି ରାଶିର ଲୋକ ଯିଏ ଚାକିରି ଖୋଜୁଛନ୍ତି ତାଙ୍କୁ ଟିକେ ଅପେକ୍ଷା କରିବାକୁ ପଡିପାରେ । ମାତାଙ୍କ ସାହାର୍ଯ୍ୟ ଦ୍ଵାରା ଆପଣଙ୍କର କୌଣସି ବଡ କାମ ହୋଇବ ।

ମୀନ:-  ଆଜି କାହା ସହିତ ସମ୍ପର୍କ ବାନ୍ଧିବା ବେଳେ ସତର୍କ ରୁହନ୍ତୁ । ଜୀବନ ସାଥି ରାଗିବାରୁ ଆପଣ ଚିନ୍ତିତ ରହିବେ । କୌଣସି ଖାସ କାମକୁ ନେଇ ବହୁତ ସୁନ୍ଦର ଯୋଜନା ବନାଇବେ । ଆଜି ପରିବାର ଲୋକଙ୍କ ପାଇଁ ସମୟ ବିତାଇବେ । ବ୍ଯବସାୟିକ ଯାତ୍ରା ସଫଳ ରହିବ । ପରିବାର ଲୋକଙ୍କୁ ନିଜ କଥା ବୁଝାଇବା ପାଇଁ ସଫଳ ରହିବେ । ବହୁତ ଦିନରୁ ଚାଲୁଥିବା କୌଣସି ସ୍ୱାସ୍ଥ୍ୟ ସମସ୍ଯା ଆଜି ଠିକ ହୋଇବ । ଧନ ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *