ଜନ୍ମରୁ ଭାଗ୍ୟଶାଳି ହୋଇଥାନ୍ତି ଏହି 4 ନାମର ଝିଅମାନେ- Jyotisha Shastra

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଜୀବନସାଥୀ ଯଦି ଭଲ ମିଳିଥାଏ ତେବେ ବୈବାହିକ ଜୀବନ ବହୁତ ସୁଖରେ କଟିଥାଏ କିନ୍ତୁ ଯଦି ସାଥି ଭଲ ରୁହେ ନାହିଁ ତେବେ ଜୀବନରେ କେବଳ ଅସୁବିଧା ଆସିଥାଏ ଯାହାକୁ ଆମେ ଇଛା କଲେ ମଧ୍ୟ ବଦଳି ପାରି ନଥାଉ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥାନ୍ତି । ଶାସ୍ତ୍ର ଅନୁଯାଇ ମଣିଷ ନାମର ପ୍ରଥମ ଅକ୍ଷର ଦ୍ଵାରା ତା ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ, ଆଜି ଆମେ ଆପଣଙ୍କୁ ଏମିତି କିଛି ଅକ୍ଷର ନାମ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଆପଣ ମାନେ ବିବାହ କଲେ ବହୁତ ଖୁସିରେ ଜୀବନ ବ୍ଯତୀତ କରିବେ ।

ୱାଇ:

ୱାଇ ନାମ ଝିଅ ମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି ଏହି ନାମ ଝିଅମାନେ ଅନ୍ୟ ଆଉ ନିଜ ଲୋକଙ୍କ ମଧ୍ୟରେ ଫରକ କରନ୍ତି ନାହିଁ, ତେବେ ଜୀବନରେ ଯେତେ ଆଗକୁ ବଢିଲେ ମଧ୍ୟ ଏହି ଝିଅମାନେ କେବେ ମାଟିକୁ ଭୁଲନ୍ତି ନାହିଁ । ତେବେ ଏହି ଭଳି ଝିଅ ମାନେ ବଡ ବଡ ସ୍ଵପ୍ନ ଦେଖନ୍ତି ଆଉ ତାକୁ ପୂର୍ଣ୍ଣ ମଧ୍ୟ କରନ୍ତି । ଏହି ନାମ ଝିଅମାନେ ନିଜ ସାସୁ ଘରେ ବହୁତ ସୁଖରେ ରହିଥାନ୍ତି ଆଉ କେବେ ନିଜ କଷ୍ଟ ନିଜ ଚେହେରା ଉପରକୁ ଆସିବାକୁ ଦିଅନ୍ତି ନାହିଁ ।

ଭି :

ଏହି ନାମ ଝିଅମାନେ ବହୁତ ସରଲ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି ଏହି ନାମ ଝିଅ ପ୍ରସ୍ତାବ ପାଇଲେ ଆପଣ ତାଙ୍କ ସହ ଶୀଘ୍ର ବିବାହ କରିବା ଉଚିତ କାହିଙ୍କିନା ଏହି ନାମ ଝିଅ ମାନେ ନିଜ ସ୍ଵାମୀକୁ ବହୁତ ଭଲ ପାଇଥାନ୍ତି ଆଉ ଯାହା ଜୀବନରେ ଯାଇଥାନ୍ତି ତାଙ୍କ ଜୀବନ ମଧ୍ୟ ସୁଖମୟ କରିଥାନ୍ତି । ଏହି ନାମ ଝିଅ ମାନେ ପତିବ୍ରତା ହୋଇଥାନ୍ତି, ଏହି ଭଳି ଝିଅମାନେ କେବେ ନିଜ ସ୍ଵାମୀଙ୍କୁ ଧୋକା ଦିଅନ୍ତି ନାହିଁ ମନରେ ଯଦି କାହା ପ୍ରତି ଭଲ ପାଇବା ରଖନ୍ତି ତେବେ ତାଙ୍କ ପାଇଁ ସବୁ କିଛି କରିବା ପାଇଁ ରାଜି ରୁହନ୍ତି ।

ଡି :

ଡି ନାମ ମହିଳା ମାନେ କେବେ କାହାକୁ କଷ୍ଟ ଦବା ବିଷୟରେ ଚିନ୍ତା କରନ୍ତି ନାହିଁ ଏହି ନାମ ମହିଳା ମାନେ ସବୁବେଳେ ସତ୍ୟ କୁହନ୍ତି ଆଉ ଅନ୍ୟାୟ କେବେ କରନ୍ତି ନାହିଁ । ଏହି ନାମ ମହିଳା ମାନଙ୍କୁ ଘର କାମ କରିବା ରୋଷେଇ ଭଳି କାମ କରିବାକୁ ଭଲ ଲାଗିଥାଏ । ଏହି ଭଳି କନ୍ୟା ସହ ବିବାହ କଲେ ପୁରୁଷ ବହୁତ ସୁଖୀ ରହିଥାଏ ।

ଜି :

ଜି ନାମ ମହିଳା ବା ଝିଅ ମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି ଏହି ନାମ ମହିଳାଙ୍କୁ ତାଙ୍କ ଜୀବନରେ ବହୁତ ପ୍ରକାର ସୁଖ ସୁବିଧା ମିଳିଥାଏ, ଏହି ନାମ ଝିଅ ନିଜ ବାପ ଘରେ ଆଉ ସାସୁ ଘରେ ସବୁଠାରେ ବହୁତ ଭଲ ପାଇବା ପାଇ ଥାନ୍ତି ।

Leave a Reply

Your email address will not be published. Required fields are marked *