ବାଛନ୍ତୁ ଗୋଟେ ଆକୃତି ଆଉ ଜାଣନ୍ତୁ ଆସନ୍ତା ସମୟ ଆପଣଙ୍କ ଭବିଷ୍ୟତରେ କଣ ଖରାପ ହବାକୁ ଯାଉଛି

ସାଙ୍କେତିକ ବିଜ୍ଞାନୀ ମଣିଷ ଜୀବନରେ ବହୁତ ବଡ ପରିବାରତନ ଆଣିଥାଏ, ତେବେ ଯିଏ ଏହାକୁ ଅନୁଭବ କରିଥାନ୍ତି ସେ ଜାଣିଛନ୍ତି ଯେ ଏହା କେତେ ସତ ଅଟେ । ମଣିଷ ନିଜ ଜୀବନରେ ବହୁତ ଏମିତି କାମ କରିଥାଏ ଯାହାର ଫଳ ତାକୁ ଭଲ ନଚେତ ଖରାପ ମିଳିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ନିଜ ଭବିଷତ ବିଷୟରେ କିଛି କଥା ଜାଣି ପାରିବେ ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣ ସବୁ କଥା ବୁଝି ପାରିବେ । ତେବେ ଆଜି ଆମେ ଆପଣଙ୍କୁ ୫ ଟି ଆକୃତି ଦେଖେଇବୁ ଯେଉଁ ଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଆଉ ଆମେ ଆପଣଙ୍କୁ ଆପଣଙ୍କ ଭବିଷତ ବିଷୟରେ କିଛି କହିବୁ ।

୧. ପ୍ରଥମ ଆକୃତି ଗୋଟେ ସିଂହ ମୁଖ ଅଟେ । ସିଂହ ସୌର୍ଯ ପ୍ରତୀକ ହୋଇଥାଏ ଏହାକୁ ବାଚିଠିବା ବ୍ୟକ୍ତି ବହୁତ ଉନ୍ନତି କରିଥାଏ କିନ୍ତୁ ବର୍ତମାନ ଆପଣ କିଛି ଭୁଲ କରୁଛନ୍ତି ଯାହା ପାଇଁ ଆପଣଙ୍କୁ ଭବିସତରେ ଅସୁବିଧା ଦେଖିବାକୁ ମିଳିପାରେ । ବର୍ତମାନ ଆପଣ ଯେଉଁ କାମ କରିବାରେ ଲାଗିଛନ୍ତି ତାହା ବିଷୟରେ ଆପଣଙ୍କୁ ହଜାର ଥର ଭାବିବାକୁ ପଡିବ ଆଉ ଆପଣଙ୍କୁ ନିଜ ଜୀବନ କିଛି ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଜ ମା ବାପା ବା ଜୀବନସାଥୀ ସହ କଥା ହୋଇ ନବା ଉଚିତ । ଏହି ଆକୃତି ପସନ୍ଦ କରୁଥିବା ବ୍ୟକ୍ତି ନିଜ ଭୁଲ ସ୍ଵୀକାର କରି ଆଗକୁ ବଢିଲେ ତାଙ୍କ ପାଇଁ ବହୁତ ଭଲ କଥା ହୋଇଥାଏ ଆପଣଙ୍କ ଆସନ୍ତା ସମସ୍ୟା ଆପେ ଆପେ ସମାଧାନ ହୋଇଯିବ ।

୨. ସମୟ ଯେଉଁ ମାନେ ଏହି ଆକୃତି ପସନ୍ଦ କରିଛନ୍ତି ତାଙ୍କ ଜୀବନରେ ବର୍ତମାନ ସମସ୍ୟା ଚାଲିଛି ଆଉ ସେ ଏହା ବିଚାର କରୁଛନ୍ତି ଯେ ତାଙ୍କ ସମସ୍ଯା ବହୁତ ଖରାପ ଚାଲିଛି ଆଉ ତାଙ୍କ ଜୀବନରେ କେବେ ସୁଖ ଆସିବ ନାହିଁ, ତେବେ ଆମେ ଆପଣଙ୍କୁ ଏହା କହିବାକୁ ଚାହୁଞ୍ଚୁ ଯେ ସବୁ ଖରାପ ସମୟ ପରେ ଭଲ ସମୟ ଆସିଥାଏ ଆଉ ସବୁ ଭଲ ସମୟ ପରେ ଖରାପ ସମୟ ମଧ୍ୟ ଆସିଥାଏ ଏହି ଚକ୍ର ଜୀବନ ସହ ଚାଲିଥାଏ କିନ୍ତୁ ନିଜକୁ ସମ୍ଭାଳି ଆଗକୁ ବଢି ଚାଲନ୍ତୁ ଆପଣଙ୍କୁ ମଧ୍ୟ ସଫଳତା ମିଳିବ ।

୩. ଯେଉଁ ମାନେ ଚନ୍ଦ୍ର ପସନ୍ଦ କରିଛନ୍ତି ସେ ନିଜ ମନ ଆଶଙ୍କା ପାଇଁ ଭଲ ଜିନିଷ ମଧ୍ୟ ଖରାପ କରୁଛନ୍ତି ସେଥିପାଇଁ ମନ ଆଶଙ୍କା ଦୂର କରନ୍ତୁ ଆପଣଙ୍କୁ ସବୁ ଭଲ ଦେଖାଯିବ ।

 

୪. ଯେଉଁ ଲୋକ ମାନେ ଚାବି ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣ ସଠିକ ବାଟରେ ଚାଲୁଛନ୍ତି କିନ୍ତୁ ମାଝି ମଝିରେ ଆପଣଙ୍କୁ କେହି ଭୁଲ ବାଟ କହୁଛି ତେବେ କାହା କଥା ବିଚାର କରନ୍ତୁ ନାହିଁ ନିଜ ଇଛା ଅନୁଯାଇ କାମ କରନ୍ତୁ ।

୫. ଯେଉଁ ମାନେ ଦୟବିକ ହାତ ପସନ୍ଦ କରିଛନ୍ତି ଏହାର ଅର୍ଥ ଆପଣ ନିଜ ଜୀବନରେ ଆସୁଥିବା ସୁଖ ସମୀପ ହେଲେଣି ଆପଣଙ୍କ ଖରାପ ସମୟ ସମାପ୍ତ ହବାକୁ ଯାଉଛି ।

Leave a Reply

Your email address will not be published. Required fields are marked *