କେମିତି ଜାଣିବେ କେହି ଆପଣଙ୍କୁ ପ୍ରେମ କରୁଛନ୍ତି କି ନାହିଁ- Krishna Vani

ଆଜିର ସମୟରେ ଜାଣିବା ଜାଣିବା ବହୁତ ମୁସ୍କିଲ ହୋଇଗଲାଣି କେଉ ଲୋକ ଆପଣଙ୍କ ସହିତ ସତରେ ରହିଛି ଆଉ କିଏ ମିଛ ସମ୍ପର୍କ ରଖିଛି । କାରଣ ଆଜି କଲି ଲୋକ ବହୁତ ସଫାଇ ସହିତ ମିଛ କହିଥାନ୍ତି , ଆପଣ ଜାଣି ମଧ୍ୟ ପରି ନଥାନ୍ତି । ସତ କହୁଛନ୍ତି କି ମିଛ । ୱାଦା କରିବା କସମ ଖାଇବା ବ ପ୍ରେମର ବଡ ବଡ କଥା କହିବା ବହୁତ ସହକ ହୋଇଥାଏ । କିନ୍ତୁ ତାକୁ ପାଳନ କରିବା ବହୁତ କଷ୍ଟ ହୋଇଥାଏ । ଗୋଟିଏ ସମୟ ଥିଲା ସେତେବେଳେ ସେ ଆମକୁ ବହୁତ ପ୍ରେମ କରୁଥିଲେ କିନ୍ତୁ ସେ ଏବେ ଏତେ ବଦଳି ଯାଇଛନ୍ତି ଯେମିତି ଆମ ଭିତରେ କିଛି ନଥିଲା । କେମିତି ଜାଣିବା ସେ ମଣିଷ ଆମକୁ ସତରେ ପ୍ରେମ କରୁଛିକି ନାହିଁ ।


କେମିତି ଜାଣିବା ତାର ଫିଲିଙ୍ଗ ଆମ ପାଇଁ କଣ ରହିଛି । ଯେଉଁ ଭଳି ସେ ଆମ ସହିତ ବ୍ୟବହାର କରୁଛନ୍ତି ତାଙ୍କ ସହିତ ବାନ୍ଧି ହୋଇ ରହିଜାଇଛୁ କିଛି ବୁଝି ହେଉନି କି କୌଣସି କ୍ଲିୟର ହୋଇପାରୁନୁ । ବାସ୍ତବରେ ଏହି ସମ୍ପର୍କର ସତ୍ୟ କଣ ଅଟେ । ସେଥିପାଇଁ ଆଜି ଆମେ କଥା ହେବା ଏମିତି ୪ କଥା ବିଷୟରେ ଯିଏ ଆପଣଙ୍କୁ ସତରେ ପ୍ରେମ କରୁଥିବ ସେ ଏହି କଥା ଆପଣଙ୍କ ସହିତ କେବେବି କରିବା ନାହିଁ । ଆପଣ ସବୁ ବୁଝି ପାରିବେ । ଆପଣ ଜାଣିପାରିବେ ସାମ୍ନା ବଳ ଆପଣଙ୍କୁ ସତରେ ଭଲ ପାଉଛି କି ନାହିଁ । ପ୍ରଥମ କଥା ହେଉଛି ଯିଏ ଆପଣଙ୍କୁ ସତରେ ପ୍ରେମ କରୁଥିବ ସେ ଆପଣଙ୍କୁ ଛାଡିକି କେବେବି ଜୀବ ନାହିଁ ।

ଯେମିତିକି ଆମକୁ ଜୀବିତ ରହିବା ପାଇଁ ନିଶ୍ଵାସର ଆବଶ୍ୟକ ହୋଇଥାଏ ଠିକ ସେହି ପରି ଯେଉଁ ମଣିଷ ଆପଣାକୁ ସତରେ ପ୍ରେମ କରିଥାଏ ସେ କେବେବି ଆପଣଙ୍କୁ ଛାଡି ରହିପାରିବ ନାହିଁ । ଆପଣଙ୍କ ଭଲ ପାଇବା ତାକୁ ଦରକାର ହୋଇଥାଏ । ସେ କେବେବି ଆପଣଙ୍କୁ ଛାଡିକି ଯାଇପାରିବ ନାହିଁ । ଯେଉଁ ସମ୍ପର୍କ ବାଧ୍ୟରେ ବା ପରିସ୍ଥିତି ପାଇଁ କି ଛୋଟ ମୋଟ କଥା ଲାଗି ଭାଙ୍ଗି ଯାଇଥାଏ । ଏହାର ମାନେ ସେହି ସମ୍ପର୍କରେସଚା ବାଲା ପ୍ରେମ ନଥିଲା । କାରଣ ଯିଏ ଆପଣଙ୍କୁ ଛାଡିବାର ସାହସ ରଖିଥାଏ ଯିଏ ଆପଣଙ୍କୁ ହରାଇବାର ଡର ତା ଭିତରେ ନଥାଏ ।

ଆଉ ଯାହାକୁ ଆପଣଙ୍କୁ ହରାଇବାର ଡର ନଥାଏ ସେ କେବେବି ଆପଣଙ୍କୁ କେବେବି ସଚା ପ୍ରେମ କରିପାରେନି । ଯଦି ପ୍ରେମ ସତ୍ୟ ହୋଇଥିବ ଦୁନିଆର କୌଣସି ଅସୁବିଧା କୌଣସି ପରିସ୍ଥିତି ସେହି ସମ୍ପର୍କକୁ ଭାଙ୍ଗି ପାରିନଥାଏ । ଯିଏ ଆପଣଙ୍କୁ ସତରେ ପ୍ରେମ କରିଥାଏ ସେ କେବେବି ଆପଣଙ୍କୁ ଧୋଖା ଦେଇନଥାଏ । ବହୁତ ସାରା ଲୋକଙ୍କ ସହିତ ଏମିତି ହୋଇଥାଏ କି ସେହି ମଣିଷ ବିଷୟରେ ବହୁତ ସାରା କଥା ପରେ ଜଣା ପଡିଥାଏ ଓ ସେ ସବୁ କଥା ଆପଣଙ୍କୁ ଲୁଚାଇ ଥାଏ ।

ଗୋଟେ କଥା ବୁଝା ପଡିନଥାଏ ଯେଉଁ ଲୋକ ପ୍ରେମ କରିବାର ସାହସ ରଖିନଥାନ୍ତି ସେ ପ୍ରେମର ମିଛ କଥା କାହିଁକି କୌଣସି ଅନ୍ୟ ହୃଦୟ ସହିତ କାହିଁକି ଖେଳିଥାନ୍ତି । ଜଣା ନଥାଏ କଣ ମିଳିଥାଏ ସେମାନଙ୍କୁ ନିଜର ଟିକେ ସ୍ଵାର୍ଥ ପାଇଁ ଅନ୍ୟର ଜୀବନକୁ ବର୍ବାଦ କରିଥାନ୍ତି ।

Leave a Reply

Your email address will not be published. Required fields are marked *