ଯେବେ ଲକ ଡାଉନରେ ସାଇକେଲ ନେଇ ଯାଇଥିବା ସମୟରେ କଲେକ୍ଟରଙ୍କୁ ଅଟକାଇଲେ ମହିଳା କନେଷ୍ଟବଳ… ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶର ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । ଆଜିର ଆମର ଏହି ଲେଖାରେ ଏମିତି ଏକ ଘଟଣା ରହିଛି ଯେଉଁଠି ଜଣେ ମହିଳା ପୋଲିସ କନେଷ୍ଟବଳ ଏମିତି କିଛି କାମ କରି ଦେଖାଇଛନ୍ତି ଯାହା ପ୍ରଶଂସାର ଯୋଗ୍ୟ ଅଟେ । ତେବେ ଏହି ଘଟଣା ଟି ରାଜସ୍ଥାନ ର ଭିଡଭାଡର ସହର ରେ ହୋଇଛି ।

କୋରୋନା ସମୟରେ ଲକ ଡାଉନ ହୋଇଥିବା ସମୟରେ ମହିଳା କନେଷ୍ଟବଳ ନିଜର ଡିୟୁଟି ପୁରା ଇମାନାଦରୀ ସହ କରୁଥିଲେ । ସେହି ସମୟରେ ରାସ୍ତାରେ ଯେଉଁ ଲୋକ ମାନେ କୋରୋନା ଗାଇଡ ଲାଇନ ର ଉଲଂଘନ କରୁଥିଲେ ସେହି ମହିଳା ଜଣକ ଏହାର ପ୍ରତିବାଦ କରୁଥିଲେ । ସେହି ସମୟରେ ସେହି ସହର ର କଲେକ୍ଟର ସାଧାରଣ ବେଶ ରେ ସାଇକେଲ ରେ ସହର ରେ କିପରି କୋରୋନା ଗାଇଡ ଲାଇନ ର ପାଳନ କରା ଯାଉଛି ଦେଖିବା ପାଇଁ ଘରୁ ବାହାରି ଥିଲେ ।

ରାସ୍ତା ରେ ଯାଉଥିବା ସମୟରେ କଲେକ୍ଟର ଙ୍କୁ ମହିଳା କନେଷ୍ଟବଳ ରାସ୍ତା ମଝିରେ ଅଟକାଇ ଥିଲେ । ମହିଳା କନେଷ୍ଟବଳ ନିଜର ଡିୟୁଟି ପୁରା କରିବା ଯାଇ କଲେକ୍ଟର ଙ୍କୁ ଅନେକ ପ୍ରଶ୍ନ ପଚରାଉଚରା କରିବା ଆରମ୍ଭ କରିଥିଲେ । ଏହା ଶୁଣିବା ପରେ କଲେକ୍ଟର ଉତ୍ତର ରେ କିଛି ବି କହି ନ ଥିଲେ । କିଛି ସମୟ ପରେ କଲେକ୍ଟର ଙ୍କ ଗାର୍ଡ଼ ମାନେ ସେଠାରେ ଆସି ପହଞ୍ଚି ଥିଲେ ।

ଗାର୍ଡ଼ ମାନେ କଲେକ୍ଟର ଙ୍କ ଅସଲ ପରିଚୟ ଦେବା ପରେ ମହିଳା କନେଷ୍ଟବଳ ଏହା ଶୁଣିବା ପରେ ଭୟଭୀତ ହୋଇ ଯାଇଥିଲେ । ଏହା ପରେ କଲେକ୍ଟର ମହାଶୟ ମହିଳା କନେଷ୍ଟବଳ ଙ୍କ ତାରିଫ କରିବା ସହ ତାଙ୍କ ଡିୟୁଟି ର ଠିକ ଭାବେ ପାଳନ କରୁଥିବାରୁ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

କଲେକ୍ଟର ଆଇଏସ ଶିବ ପ୍ରସାଦ ଙ୍କ ପରିଚୟ ପାଇବା ପରେ ମହିଳା କନେଷ୍ଟବଳ ନିର୍ମଳା ଦେବୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ପରେ ସେ ସତ ଜାଣିବା ପରେ ନିର୍ମଳା ଦେବୀ ଙ୍କ ତାରିଫ କରିବା ପରେ ସେ ବହୁତ ଖୁସି ମଧ୍ୟ ହୋଇଥିଲେ । ବାସ୍ତବରେ ଆମ ଦେଶରେ ଏପରି ପୋଲିସ ଅଫିସର ଙ୍କ କାମ ପାଇଁ ତାଙ୍କୁ ସାଲୁଟ କରିବା ଉଚିତ ଯାହା ସତରେ ପ୍ରଶଂସାର କଥା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *