ଜୀବନ ବର୍ବାଦ କରି ଦିଅନ୍ତି ଏହି ନାମର ଝିଅ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଏ ଦୁନିଆରେ ସବୁଠାରୁ ଅନୋଖା ପ୍ରେମ ହେଉଛି ଏକ କପଲ ଥିବା ପ୍ରେମ ଯାହା କେବେ ଓ କେଉଁ ଥରେ ହୋଇଯାଏ ତାହା କହି ହେବ ନାହି । ଯଦି ଆପଣଙ୍କ ଜୀବନରେ ଏହି ନାମର ଝିଅ ମାନେ ଆସନ୍ତି ତେବେ ଚେଷ୍ଟା କରନ୍ତୁ ଏହି ନାମର ଝିଅଙ୍କ ଠାରୁ ଦୂରେଇ ରହିବାକୁ । ଅଧିକ କ୍ରୋଧ କରିବା ମାନସିକ ଓ ସାମାଜିକ ରୂପରୁ ଖରାପ ଅଟେ ।

ରାଗ ମଣିଷର ସବୁଠାରୁ ବଡ ଶତ୍ରୁ ହୋଇଥାଏ । ଅଧିକାଂଶ ସମୟରେ ବ୍ୟକ୍ତି ନିଜ ରାଗ ପାଇଁ ଅନେକ କିଛି ହରାଇଥାଏ । ଗୋଟେ ବ୍ୟକ୍ତି ଜୀବନରେ ନାରୀର ଭୂମିକା ମହତ୍ଵ ଅଟେ । ନାରୀ ଚାହିଁଳେ ବ୍ୟକ୍ତି ଜୀବନକୁ ସୁଧାରୀ ପାରି ନ ହେଲେ ବିଗାଡି ପାରିବ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଧିକ ରାଗ ସ୍ବଭାବର ହୋଇଥାନ୍ତି ।

“B” ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ନାମରୁ ଆରମ୍ଭ ହୋଇଥାଏ ସେମାନେ ଅଧିକ ରାଗ ସ୍ଵଭାବର ହୋଇଥାନ୍ତି । ଏମାନେ ସର୍ବଦା ନିଜ ରାଗ କୁ ଅନ୍ୟ ଉପରେ ସୁଝାଇଥାନ୍ତି । ଏହା ପରେ ଏମାନେ ଶାନ୍ତ ହୋଇଥାନ୍ତି । କିନ୍ତୁ ଏହି ନାମର ଝିଅ ମାନେ ହୃଦୟ ରୁ ବହୁତ ଭଲ ଓ କୋମଳ ହୋଇଥାନ୍ତି ।

“H” ନାମର ଝିଅ ମାନେ : ଏହି ନାମର ରୁ ଆରମ୍ଭ ହେଉଥିବା ଝିଅ ମାନଙ୍କର ରାଗ ଅଧିକ ହୋଇଥାଏ । ଏମାନେ କାହାରି କଥାକୁ ସହି ପାରନ୍ତି ନାହି । ଏମାନେ ନିଜ ରାଗ କୁ ଅନ୍ୟ ଉପରେ ଶୁଖାଇଥାନ୍ତି । କିନ୍ତୁ ହୃଦୟ ରୁ ଏମାନେ ବହୁତ ଭଲ ସ୍ବଭାବର ହୋଇଥାନ୍ତି ।

“P” ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅ ମାନେ କଥା କଥା ରେ ରାଗି ଥାନ୍ତି । ଏମାନଙ୍କର ରାଗ ଅଜବ ପ୍ରକାର ର ହୋଇଥାଏ । ଯଦି ଏମାନେ ରାଗିଥିବା ସମୟରେ ଚାହିଁବେ ତେବେ ନିଜ ରାଗ ଉପରେ ନିୟନ୍ତ୍ରଣ ମଧ୍ୟ କରି ପାରିବେ । ଏମାନେ ଅନେକ ସମୟରେ ମିଛ ଭାବନାରେ ରହିଥାନ୍ତି । କିନ୍ତୁ ହୃଦୟ ରୁ ଏମାନେ ବହୁତ ଭଲ ହୋଇଥାନ୍ତି । ଏମାନେ ଏତେ ଭଲ ହୋଇଥାନ୍ତି ଯେ ଆଖି କରି କାହା ଉପରେ ବି ବିଶ୍ଵାସ କରିଦେଇଥାନ୍ତି ।

ଏହି ନାମର ପ୍ରଥମ ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନେ ଅଧିକ ରାଗ ସ୍ଵଭାବର ହୋଇଥାନ୍ତି । ତେଣୁ ଏମାନଙ୍କ ଠାରୁ ଅଧିକ ସତର୍କ ରହିବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *