Bikiniରେ Nora Fatehi ମସ୍ତି କରୁଥିବା ସମୟରେ Shoot କଲେ Video, ରାତାରାତି ହେଉଛି ଭାଇରାଲ

ନୋରା ଫତେହୀ ଜଣେ ସୁନ୍ଦର ଅଭିନେତ୍ରୀ ଓ ଏକ ସୁନ୍ଦର ଡ୍ୟାନ୍ସର ମଧ୍ୟ । ସେ ଏକ ଏଭଳି ଅଭିନେତ୍ରି ଯିଏ କି ଭାରତ କୁ ଆସିକି ନିଜ ଅଭିନୟ ଦ୍ଵାରା ହଜାର ହଜାର ଦର୍ଶକ ଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ଜାଗା କରି ପାରିଛନ୍ତି । ନୋରା ନିଜର ଏକ ଡ୍ୟାନ୍ସ ପାଇଁ ଏଠାକୁ ଆସିଥିଲେ ।

ତାଙ୍କର ଡ୍ୟାନ୍ସ ସଭିଙ୍କୁ ଏତେ ଭଲ ଲାଗିଥିଲା କି ସେ ଏହା ପରେ ଆଉ ପଛକୁ ଯାଇ ନଥିଲେ । ଗୋଟେ ପରେ ଗୋଟେ ସଫଳତା ର ଶିଢି ଚଢି ଆଜି ନୋରା ନିଜ ପାଇଁ ବଲିଉଡ ରେ ଏକ ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏବେ ତାଙ୍କର ଏକ ନୂଆ ସଙ୍ଗୀତ ବାହାରିଛି ଯାହା ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି । ସେ ନିଜର ବୋଲ୍ଡ ଫଟ ସହ କିଛି ସୃମୀ ମଧ୍ୟ ସେଯାର କରିଛନ୍ତି ।

ଏହାକୁ ସେ ନିଜର ଇଂଷ୍ଟା ରେ ପୋଷ୍ଟ କରିଛନ୍ତି । ତାଙ୍କର ଏହି ପୋଷ୍ଟ ଖୁବ ଶୀଘ୍ର ଭାଇରାଲ ହେବାରେ ମଧ୍ୟ ଲାଗିଛି । ନୋରା ଙ୍କୁ କେବଳ ଲୋକ ପସନ୍ଦ କରୁଛନ୍ତି ତାହା ନୁହେଁ ତାଙ୍କୁ ଏହା ପାଇଁ ଖୁବ ସାରା କମେଣ୍ଟ ମଧ୍ୟ ଆସିଛି । ଏହା ସହ ଇଂଷ୍ଟା ଆଇଡି ରେ 30000000 ଫଲଓର ହୋଇ ସାରିଛନ୍ତି । ଏହା ସହ ନୋରା ନିଜର ଫାଲୋଓର ଙ୍କୁ ଧନ୍ଯବାଦ ଦେବା ସହ ତାଙ୍କ ପାଇଁ ନିଜର ଦୁଇଟି ଫଟ ଦେଇଛନ୍ତି ।

ଏଥିରେ ସେ ଟାଇଗର ପ୍ରିଣ୍ଟ ର ଏକ ହାଇନେକ ବାଲା ଡ୍ରେସ ପିନ୍ଧିଥିଲେ ଓ ଏହା ସହ ସେ ଏକ ସ୍କଟ ପିନ୍ଧି ଥିଲେ । ତାଙ୍କର ଏହି ଫଟ ମୋରାକୋ ର ଅଟେ । ନୋରା ଙ୍କୁ ଯଦି ଆମେ ବଲିଉଡ ର ପ୍ରଥମ ଧାଡିର ଡ୍ୟାନ୍ସର ବୋଲି କହିବ ଏହା ଭୁଲ ହେବନି । କିନ୍ତୁ ସେ କେବଳ ନିଜ ଡ୍ୟାନ୍ସ ପାଇଁ ନୁହେଁ ପରନ୍ତୁ ନିଜର ଗ୍ଲାମର ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଏହି ପାଇଁ ଅନେକ ଦିବାନା ଅଛନ୍ତି କେବଳ ସେତିକି ନୁହେଁ ତାଙ୍କ ସୁନ୍ଦରତା ରେ ଖୁବ ପୁଅ ମରନ୍ତି ।

ନୋରା ଏବେ ଛୁଟି ବିଟାଉ ଥିବାର ତାଙ୍କ ଇଂଷ୍ଟା ଆଇଡି ରୁ ଜଣା ପଡିଛି । ପ୍ରଥମ ଭିଡିଓ ରେ ନୋରା ସନ ବାଟ ନେଉଥିବାର ଦେଖା ଯାଇଥିଲେ କେବଳ ସେତିକି ନୁହେଁ ସେ ଏକ ଆଇଷ ଡିଉ କଲର ର ଏକ ବିକିନୀ ପିନ୍ଧିକି ପୋଜ ଦେଉଥିଲେ କେବଳ ସେତିକି ନୁହେଁ ସେ ବାଲି କୁ ନିଜ ଦେହରେ ଲଗାଉ ଥିବାର ମଧ୍ୟ ଦେଖାଇ ଥିଲେ । ଏହା ପରେ ତାଙ୍କୁ ଏକ ସଫା କଲର ର ବାଥ ରୁମ ରୁ ବାହାରୁ ଥିବାର ଦେଖା ଯାଉଥିଲା ।

 

ତାଙ୍କ ଫ୍ୟାନ୍ସ ଙ୍କୁ ତାଙ୍କର ଏହି ଅନ୍ଦାଜ ଖୁବ ପସନ୍ଦ ଆସିଛି । କେବଳ ସେତିକି ନୁହେଁ ତାଙ୍କର କୋକା କୋଲା ଗୀତ ରେ ନିଜର ଡ୍ୟାନ୍ସ ପାଇଁ ସବୁ ଲୋକଙ୍କ ପ୍ରଶଂସା ମଧ୍ୟ ନେଉଛନ୍ତି । ତେବେ ନୋରା ଙ୍କ ଅଭିନୟ ପାଇଁ ଏବେ ଆଉ ଏକ ଚଳଚିତ୍ର ମଧ୍ୟ ଆସିବା ପାଇଁ ଯାଉଛି ତାହା ସେ ସୋନାଖଶି ଙ୍କ ସହ କରିବା ପାଇଁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *