ମୁଣ୍ଡ ନଥିବା ବ୍ୟକ୍ତି ସ୍କୁଟି ଚଲାଇ ପହଞ୍ଚିଲା ଟ୍ରାଫିକ ପୋସ୍ଟରେ, ଲୋକ ଦେଖି ହେଲେ ବେହୋସ…. ଦେଖନ୍ତୁ Video

ଅନେକ ଲୋକମାନେ ଅନେକ ପ୍ରକାର ସଉକ ବାଛି ନିଅନ୍ତି । ଯେଉଁ ମାନେ ଯେଉଁ ଭଳି କାମ କରିବେ ସେମାନେ ସେଭଳି ନିଜର ପ୍ରଚାର କରି ପାରିବେ ଆଜିର ଦୁନିଆରେ ଏମିତି ଅନେକ ଘଟଣା ଘଟୁଛି । ଦେଖନ୍ତୁ ସବୁ ପ୍ରକାର ଲୋକ ଏହି ଦୁନିଆରେ ଅଛନ୍ତି ।

କିଛି ଲୋକ ମାନେ ନିଜକୁ ସବୁ ବେଳେ କିଛି ଭିନ୍ନ ଦେଖାଇବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଲୋକମାନେ ନିଜକୁ ସମାଜ ଭିତରେ ବାନ୍ଧି ରଖିବା ପାଇଁ ଚାହୁଁ ଛନ୍ତି । ଯଦି ଆମେ ଦେଖିବା ତ ଜାଣି ପାରିବା କି ଏହି ସବୁ ସମ୍ଭବ ହୋଇଛି କେବଳ ବିଜ୍ଞାନ ଦ୍ଵାରା । କାରଣ ଯଦି ବିଜ୍ଞାନ ନିଜକୁ ଆଗକୁ ନ ନେବ ତାହେଲେ କିଭଳି ଭାବେ ଆମେ ଦେଖି ପାରିବା ଆମକୁ ଏକ ଅସମ୍ଭବ ରୂପରେ ।

ଏହି ଭଳି ଅନେକ ଘଟଣା ଆପଣ ମାନେ ଦେଖୁଥିବେ ଶୁଣୁଥିବେ । ତେବେ କିଛି ଲୋକ ଯେଉଁ ମାନେ ସମାଜରେ କିଛି ଅଲଗା ପ୍ରକାର ଅଛନ୍ତି ସେମାନେ ନିଶ୍ଚିତ ଭାବେ ଏହି ଭଳି କିଛି ଭିନ୍ନ କରି ଦେଖାଉ ଥିବା ଲୋକ ମାନଙ୍କୁ ଡରନ୍ତି, କିଛି ଲୋକମାନେ ଏହାକୁ ବଦମାଶୀ ବୋଲି କହିଥାନ୍ତି ତ କିଛି ଲୋକ ମାନେ ଏହାକୁ ଖୁବ ପ୍ରଶଂସା କରି ଥାନ୍ତି । ତେବେ ଏବେ କିଛି ଦିନ ତଳେ ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।

ଯାହା ବିଷୟରେ ଆମେ ଆଜି ଆପଣଙ୍କୁ କହିବା ପାଇ ଯାଉଛୁ । ଏହି ଭାଇରାଲ ଭିଡିଓ ରେ ଏକ ଟ୍ରାଫିକ ଛକରେ ଜଣେ ଯୁବକ ଆସି ନିଜର ଗାଡି କୁ ଠିଆ କରାଇ ଥିଲା କହିବା ପାଇଁ ଗଲେ ଏହା ଏକ ସାଧାରଣ କଥା କାରଣ ଯଦି ଟ୍ରାଫିକ ରେ ନାଲି ବତୀ ଜାଳିଛି ତେବେ କେହି ଭି ନାଗରିକ ନିଜ ଗାଡି ଅଟକାଇବା ନିୟମ କିନ୍ତୁ ଏହି ଗାଡି ଅଟକିବା ପଛର ରହହାସ୍ୟ କଣ । ଏହି ଗାଡି ଅଟକିବା ଅପଛର ରହସ୍ୟ ହେଉଛି କି ସେ ପିଲାର ମୁଣ୍ଡ ନଥିଲା ।

ଆଜ୍ଞା ହଁ ଜଣେ ମୁଣ୍ଡ ନଥିବା ଲୋକ ଆସି ସେଠାରେ ଗାଡି ରଖୀ ଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଆସୁଛି କି ଭାଇ ତମକୁ ହିଁ ପ୍ରକୃତ ମରଦ କହିବ । ଆଉ କିଏ କହୁଛି ଭାଇ ତମ ହେଲମେଟ କାଇ, ଆଉ କିଏ କହୁଛି କି ଭୁତ ଭି ଗାଡି ଚଲାଉଛି । ଏହି ଭଳି ଅନେକ କିଛି କାମେଣ୍ଟ ଆସୁଛି । କିନ୍ତୁ ଏହା ସ୍ପଷ୍ଟ ହୋଇନି କି ଏହି ଘଟଣା କେଉଁ ଜାଗାରେ ହୋଇଛି ।

 

ଯଦି ଭଲ କି ଦେଖିବେ ତ ଜାଣି ପାରିବେ କି ସେ ନିଜର କୋର୍ଟ କୁ ଏକ ହାଙ୍ଗର ଟାଇପ ଷ୍ଟାଣ୍ଡ ରେ ରଖିଛନ୍ତି ସେ ତାଙ୍କର ମୁଣ୍ଡ ସେହି କୋର୍ଟ ଭିତରେ ଅଛି । ଆପଣ ମଧ୍ୟ ଏହାକୁ ଦେଖି ସଚେତନ ହୋଇ ଯାଅନ୍ତୁ ଓ ନିଜ କୁ ଅନ୍ଧ ବିଶ୍ଵାଶ ରୁ ନିଜକୁ ମୁକ୍ତ କରନ୍ତୁ ।

Leave a Reply

Your email address will not be published. Required fields are marked *