ଆଜିକା ସମୟରେ ଶିକ୍ଷା ଏତେ ଆବଶ୍ୟକ ହୋଇଯାଇଛି ଯାହା ବିନା କିଛି ସମ୍ଭବ ନୁହ, ଆଜିକା ସମୟରେ ସମସ୍ତଙ୍କୁ ନୂଆ ନୂଆ କଥା ଜାଣିବା ପାଇଁ ଇଛା ହୋଇଥାଏ ତେବେ ଏମିତି ଲୋକଙ୍କ ପାଇଁ ଆଜି ଆମେ କିଛି ନୂଆ କଥା ଜାଣିବା ପାଇଁ ଆଣିଛୁ ଯାହା ଜାଣିବା ଆପଣଙ୍କ ପାଇଁ ଲାଭକାରୀ ହବ ।
୧. ଟାୟର ରଙ୍ଗ କଳା କଣ ପାଇଁ ହୋଇଥାଏ ?
ଉତ୍ତର – ଟାୟର ତିଆରି କରିବା ପାଇଁ ପ୍ରାକୃତିକ ରବଡ ବ୍ୟବହାର କରା ଯାଇଥାଏ, ଯାହା ଗ୍ରେ ରଙ୍ଗ ର ହୋଇଥାଏ, ଟାୟରକୁ ମଜବୁତ କରିବା ପାଇଁ ରବଡରେ କାର୍ବନ ଓ ସଲ୍ଫର ମିଶା ଯାଏ ଯାହା କାରଣରୁ ଏହା କଳା ରଙ୍ଗରେ ପରିଣତ ହୋଇଥାଏ ଯାହା ଟାୟରକୁ ଅଲ୍ଟ୍ରାବାୟଲେଟ କିରଣଠାରୁ ମଧ୍ୟ ରକ୍ଷା କରିଥାଏ ।

୨. ଶରୀର କେଉଁ ଅଙ୍ଗ କେବେ ବି ବଢିନଥାଏ ?
ଉତ୍ତର – ଆଖି, ଶରୀର ଏମିତି ଗୋଟେ ଅଙ୍ଗ ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗୋଟେ ସମାନ ରହିଥାଏ ।
୩. ଏମିତି କେଉଁ ଜିନିଷ ଅଛି ଯାହା ନା ପାଣିରେ ଓଦା ହୋଇଥାଏ ଆଉ ନା ନିଆରେ ଜଳିଥାଏ ?
ଉତ୍ତର – ଛାଇ ନା ପାଣିରେ ଓଦା ହୁଏ ନା ନିଆରେ ଜଳି ପାରେ ।
୪. ଏମିତି କେଉଁ ଫଳ ଅଛି ଯାହା ମଞ୍ଜି ଫଳ ବାହାରେ ହୋଇଥାଏ ?
ଉତ୍ତର – ଷ୍ଟ୍ରାବେରି ଫଳ ମଞ୍ଜି ବାହାରେ ହୋଇଥାଏ ।

୫. ଇଂରାଜୀ ଏମିତି କେଉଁ ବାକ୍ୟ ଅଛି ଯାହା ଓଲଟା ହେଉ ବା ସିଧା ଗୋଟେ ସମାନ ହୋଇଥାଏ ?
ଉତ୍ତର – was it a car or a cat i saw ଏହି ଇଂରାଜୀ ବାକ୍ୟ ସିଧା ହେଉ ବା ଓଲଟା ସମାନ ହୋଇଥାଏ ।
୬. ପୋଲିସକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର – ପୋଲିସକୁ ହିନ୍ଦୀରେ ରାଜକୀୟ ଜନରକ୍ଷକ କୁହାଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ଉତ୍ତର କହିଲୁ ଯାହା ବହୁତ କମ ଲୋକ ଜାଣିଥାନ୍ତି ତେବେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଆସନ୍ତା ସମୟରେ ବହୁତ ଜାଗାରେ ସାହାଜ୍ଯ କରିବ ଓ ଆପଣ ମଧ୍ୟ ଘରେ ରୁହନ୍ତୁ ଓ ବିଶେଷ କାର୍ଯ୍ୟ ହେଲେ ଘରୁ ବାହାରନ୍ତୁ କାହିଁକିନା କରୋନା ମହାମାରୀ ଦିନକୁ ଦିନ ବଢିବାକୁ ଲାଗିଲାଣି ।