ଶିଶୁ ପାଇଁ ମାର କ୍ଷୀର ବହୁତ ଫାଇଦାମନ୍ଦ ହୋଇଥାଏ । ଶିଶୁ ପାଇଁ ମାର କ୍ଷିର ଅମୃତ ସମାନ ହୋଇଥାଏ । ମାର ପ୍ରଥମ କ୍ଷିର ଶିଶୁକୁ ଜୀବନସାରା ବହୁ ରୋଗରୁ ଲଢିବା ପାଇଁ ଶକ୍ତି ଦେଇଥାଏ । ଖାଲି ତାହା ନୁହେଁ ସ୍ତନପାନ କରାଇବା ଦ୍ଵାରା ମହିଳାମାନେ ବହୁତ ଗମ୍ଭୀର ରୋଗରୁ ନିଜକୁ ବଞ୍ଚେଇ ପାରିବେ । କିନ୍ତୁ ବହୁତ ବାର କ୍ଷୀରର କମି ହୋଇଯାଇଥାଏ, ଓ ମା ଓ ଛୁଆଙ୍କ ପାଇଁ ବହୁତ ଗମ୍ଭୀର ସମସ୍ୟା ଉପୁଜିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ କେମତି ପ୍ରାକୃତିକ ପ୍ରକ୍ରିୟାରେ କ୍ଷିର ବାନେଇବାର ଉପାୟ ।

ସ୍ତନରେ କ୍ଷିର ବଢେଇବାର ପ୍ରାକୃତିକ ଉପାୟ :-
ଶିଶୁକୁ ସ୍ତନପାନ କରିବା ସମୟରେ ବାରମ୍ବାର ବଦଳେଇବା ଉଚିତ । ଏଥିରେ ଶରୀରରେ କ୍ଷୀରର ଉତ୍ପାଦନ ବଢିଥାଏ । ଏମିତି କରିବା ଦ୍ଵାରା ଶିଶୁବି ଠିକସେ କ୍ଷିର ଖାଇପାରିବା । ଏମିତିରେ ସ୍ତନରେ କ୍ଷିର ସରୁ ସରୁ ଆଉ କ୍ଷିର ଉତ୍ପାଦନ ହୋଇଥାଏ । ଗୋଟେ ଥର ସ୍ତନପାନ କରିଲେ କମସେ କମ ଦୁଇରୁ ତିନିଥର ସ୍ତନ ବଦଳାନ୍ତୁ । ସ୍ତନପାନ କରାଇବା ସମୟରେ ନିଜ ସ୍ତନକୁ ଦବାନ୍ତୁ । ଏଥିରେ କମ କ୍ଷିର ଉତ୍ପାଦନର ନିରାସରୁ ମୁକ୍ତି ମିଳିଥାଏ । ଏଥିରେ ଥରେ ସ୍ତନପାନ କରାଇବା ଦ୍ଵାରା ସ୍ତନ ପୁରା ଖାଲି ହୋଇଯାଇଥାଏ ।

ଏମିତି କୁହାଯାଏକି ପାନ ମାଧୁରୀର ସେବନ କରିବା ଦ୍ଵାରା ପେଟ ସଫାହୁଏ, ହ୍ରୁଦୟକୁ ଶକ୍ତି ମିଳିଥାଏ, ଘା, ବାନ୍ତି, ଝାଡା, ଖାସୀ, ଥଣ୍ଡା, ଜ୍ଵର, ବାୟୁ ବିକାର, ପେଟର ସବୁ ରୋଗ, ତଥା ଝାଡା ନହେବାଠୁ ଆରମ୍ଭ କରି ସ୍ତନରେ କ୍ଷିର ହେବ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ କରେ । ସେଥିପାଇଁ କ୍ଷୀରର ମାତ୍ରା ଠିକ କରିବା ପାଇଁ ପାନ ମାଧୁରୀର ସେବନ କରିପାରିବେ ।
ବାଦାମ, କାଜୁ, ଓ ପିସ୍ତା ଭଳି ଶୁଖିଲା ଫଳ କ୍ଷିର ବଢେଇବାରେ ସାହାର୍ଯ୍ୟ କରିଥାଏ । ଏହାଷିତ ଏହି ଶୁଖିଲା ଫଳ ଭିଟାମିନ, ମିନାରାଲ ଓ ପ୍ରୋଟିନରେ ଭରପୁର ଥାଏ । ଏହାକୁ କଞ୍ଚା ଖାଇବା ଦ୍ଵାରା ବେସୀ ଲାଭ ହୋଇଥାଏ । ଏହା ସହିତ ଆପଣ କ୍ଷିର ସହିତ ଏହାକୁ ଖାଇ ପାରିବେ । ରସୁଣ ଖାଇବା ମା ପାଇଁ ବହୁତ ଭଲ ହୋଇଥାଏ । ଏହା ଖାଇବା ଦ୍ଵାରା କ୍ଷିର ହେବାର କ୍ଷମତା ବଢିଥାଏ । ରଶୁଣକୁ କଞ୍ଚା ଖାଇବା ବଦଳରେ ତାକୁ ମାଂସ, କରି, ସନ୍ତୁଳା କି ଡାଲିରେ ରାନ୍ଧିକି ଖାଆନ୍ତୁ । ଯଦି ରସୁଣ ନିୟମିତ ଖାଇବେ ତ ଆପଣଙ୍କୁ ବହୁତ ଲାଭ ହେବ ।

ତୁଳସୀ ଓ କଲରା ଦୁଇ ଜିନିଷରେ ଭିଟାମିନ ମିଳିଥାଏ । ଯାହାକୁ କ୍ଷୟବ ଦ୍ଵାରା ସ୍ତନରେ କ୍ଷୀରର ମାତ୍ରା ବଢିଥାଏ । ତୁଲସୀକୁ ମହୁ କି ସୁପ ସହିତ ଖାଇପାରିବେ ନହେଲେ ଚା ସହିତ ମିଶାଇ ପିଇପାରିବେ । କଲରା ମହିଳା ମାନଙ୍କର ଲକ୍ଟେସନ ଠିକ କରିଥାଏ, କଲରା ବନେଇବା ସମୟରେ ଟିକେ ମସଲାର ବ୍ୟବହାର କରନ୍ତୁ ଯେମିତି ଖାଇଲେ ହଜମ ହୋଇଯିବ ।
ଯଦି କୌଣସି ମାକୁ ଘର ଗୃହସ୍ତି ଚିନ୍ତା ରହୁଛି, କି ଘରର ଝଗଡା ଲାଗି କିଛି ଚିନ୍ତା ରହୁଛି, କି ଚିଡଚିଡା କି ଉତେଜିତ ରହୁଛି । ସେଥିଲାଗି ଅଙ୍ଗ ପ୍ରତେଙ୍ଗରେ ସ୍ଥାଇ ରୂପରେ ଚିନ୍ତା ରହୁଛି । ସେଥିଲାଗି ସ୍ତନରେ ଦୁଗ୍ଧର ମାତ୍ରା କମିଯାଇଥାଏ । ଏମିତି ହେଲେ ସମୟ ପୂର୍ବରୁ ମା ଙ୍କର କ୍ଷିର ସୁଖୀଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।