ଯେତେ ବଡ ସମସ୍ୟା ହେଲେ ମଧ୍ୟ ନାଲି ଲଙ୍କା ଓ ପାଣିର ଏହି ଉପାୟ ଦ୍ଵାରା ସବୁ ସମସ୍ୟା ଠାରୁ ମୁକ୍ତି ପାଇ ପାରିବେ !

ଆମ ଜୀବନରେ ବହୁତ ପ୍ରକାର ସମସ୍ୟା ଆସି ଥାଏ ଯାହାକୁ ଆମେ ସମାଧାନ କରି ଥାଉ କିନ୍ତୁ କେତେକ ସମସ୍ୟାର ସମାଧାନ କରିବା ଆମ ପାଇଁ ମଧ୍ୟ କଷ୍ଟକର ହୋଇ ଯାଇ ଥାଏ ଓ କେତେକ ଥର ଆମେ ଏହାକୁ ନିଜ ଭାଗ୍ୟ ଭାବି ସମ୍ଭାଳିବା ପାଇଁ ଚେଷ୍ଟା କରି ଥାନ୍ତି । ଏହି ଭଳି ସମସ୍ତଙ୍କ ଜୀବନରେ ଆସି ଥାଏ ଏବଂ ସମସ୍ୟା ଦୂର ନହେବାରୁ ମନ ଚିଡ ଚିଡ ହୋଇ ଯାଏ ।

ଏମିତି ମଧ୍ୟ ହେଇ ଥାଏ ଯେ ଆପଣଙ୍କୁ କାହାର ନଜର ଲାଗି ଥାଏ ବା କେହି ଆପଣଙ୍କ ଉପରେ କଳା ଜାଦୁ କରି ଥାଏ ।

ଆମେ ଜାଣିଛୁ ଏହି କଥା ଗୁଡିକ ଆପଣଙ୍କୁ ଫାଲ୍ତୁ ଲାଗୁଥିବ କିନ୍ତୁ ବେଳେ ବେଳେ ଆପଣ ବହୁତ ବଡ ସମସ୍ୟା ଶିକାର ହୋଇ ଥାନ୍ତି ଏବଂ ଏହି ସମସ୍ୟାରୁ ବାହାରିବା ପାଇଁ ଶାସ୍ତ୍ର ରେ କେତେକ ପ୍ରକାର ଉପାୟ ଅଛି, ଏହି ସବୁ କଥା ଉପରେ ଭରସା କରିବା ନକରିବା ଆପଣଙ୍କ ଉପରେ ଅଛି ।

ଶାସ୍ତ୍ର ଅନୁଯାଇ ନଜର ଲାଗିବାର ବହୁତ ପ୍ରକାର ଉପାୟ ଅଛି କିନ୍ତୁ ସବୁ ଠାରୁ କାରାଗାର ଉପାୟ ନାଲି ଲଙ୍କା ଓ ଲୁଣ ଅଟେ, ଏହା ଦ୍ଵାରା ଆପଣଙ୍କ ଜୀବନ ସବୁ ପ୍ରକାର ସମସ୍ୟା ଦୂର ହୋଇ ଥାଏ । ଆମେ ଆପଣଙ୍କୁ ଗୋଟେ କଥା ସ୍ପଷ୍ଟ କରିଦବା ପାଇଁ ଚାହୁଁଛୁ ଯେ ଯଦି ଆପଣ ସତରେ କୌଣସି ବଡ ସମସ୍ୟାରେ ପଡି ଥିବେ ସେହି ସମୟ ରେ ଏହି ଉପାୟ ପ୍ରୟୋଗ କରନ୍ତୁ ଅନ୍ୟ କାହାର ଖରାପ ଭାବି ଏହା କେବେ କରନ୍ତୁ ନାହିଁ ନଚେତ ଏହା ଆପଣଙ୍କ ପାଇଁ ହାନିକାରକ ହବ ।

ନଜର ଲାଗିବା ଉପାୟ କିଛି ଏମିତି ଅଛି ୪ଟି ନାଲି ଲଙ୍କା ନିଅନ୍ତୁ ଏହା ପରେ ଲଙ୍କା ମଞ୍ଜି ବାହାର କରି ରଖି ନିଅନ୍ତୁ ଏହା ପରେ ଗୋଟେ କଳଶ ବା କୌଣସି ଜାଗାରେ ପାଣି ନିଅନ୍ତୁ ଏହା ପରେ ଲଙ୍କା ମଞ୍ଜି ପାଣିରେ ପକାନ୍ତୁ ଏହା ପରେ ଏହି ମିଶ୍ରଣ କୁ ନିଜ ଉପରୁ ୭ ଥର ବୁଲେଇ ଆଣନ୍ତୁ । ଏହି ଭଳି କଲା ପରେ ଏହି ପାଣିକୁ ରାସ୍ତା ଉପରେ ଫିଙ୍ଗି ଦିଅନ୍ତୁ, ଏମିତି କଲେ ଆପଣଙ୍କ ବହୁତ ପ୍ରକାର ସମସ୍ୟା ଦୂର ହୋଇ ଥାଏ । କାହା ବିଷୟରେ ଖରାପ ଭାବି ଏହି ଉପାୟ କରନ୍ତୁ ନାହିଁ ନଚେତ ଏହା ଉପରେ ଓଲଟା ପଡି ଯିବ ।

Leave a Reply

Your email address will not be published. Required fields are marked *